Latest Odisha News

BREAKING NEWS

Browsing

Video

ମଣ୍ଡିରେ ଦର ବୁଝିଲେ ରାହୁଲ, କ୍ଷମତାକୁ ଆସିଲେ ଦାମ କମାଇବେ!

ଭୁବନେଶ୍ୱର: ଦେଶର ବର୍ତ୍ତମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବଡ଼ ରାଜନୈତିକ ଗୋଟିଚାଳନା କରିଛନ୍ତି। ଭୋର ୪ ଟା ରେ ରାହୁଲ ଆଜାଦପୁର ମଣ୍ଡି ପହଂଚିବା ସହ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ମଣ୍ଡିରେ ସେ ସବୁଜ ପନିପରିବା ବିକ୍ରେତାଙ୍କ ସହ ପରିବା…

୨ ଦିନ ଅତିପ୍ରବଳ ବର୍ଷା, ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଏହା କ୍ରମଶଃ ଉତ୍ତରପଶ୍ଚିମ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ୨ ଦିନ ଅତି ପ୍ରବଳ ବର୍ଷା ହେବ । ଆଜି ପାଇଁ ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ,…

ପ୍ରବଳ ବର୍ଷାରେ ଭାସୁଛି ଭୁବନେଶ୍ୱର, ରାତି ୮ଟା ଯାଏ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ ଭୁବନେଶ୍ୱର । ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ବର୍ଷାରେ ଭୁବନେଶ୍ୱରର ଅନେକ ଅଞ୍ଚଳରେ ପାଣି ପସିଛି । ରାଜଧାନୀର ରାଜରାସ୍ତାରେ ଲହଢ଼ି ଭାଙ୍ଗୁଛି ବର୍ଷା ପାଣି । ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଅନେକ ଘରେ ପସିଛି ବର୍ଷା ପାଣି…

୧୨ ଘଣ୍ଟାରେ ଅବପାତ, ୩ ଦିନ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଘନୀଭୂତ ହେଉଛି ଲଘୁଚାପ । ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢ଼ିବ ବର୍ଷାର ପରିମାଣ । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶଃ ଲଘୁଚାପ ସକ୍ରିୟ ରହିବା ସହ ଏହା ଆଗାମୀ ୧୨ ଘଣ୍ଟାରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବ ।…

ଭାରତରେ ଖେଳାଯିବ ନାହିଁ କି ଆଇପିଏଲ୍ ୨୦୨୪ ?

ମୁମ୍ବାଇ: ଆଗୁଆ ଖେଳା ଯାଇପାରେ ୨୦୨୪ ଆଇପିଏଲ୍ । ଆଜତକର ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଆଇପିଏଲ୍ ୨୦୨୪କୁ ଆଗୁଆ ଆୟୋଜନ କରିବା ନେଇ ବିଚାର କରୁଛନ୍ତି । ଏଥିସହ ଆଇପିଏଲର ଏହି ସଂସ୍କରଣ ବିଦେଶରେ ହେବା ସମ୍ଭାବନା ରହିଛି । ଯାହାର ବଡ଼ କାରଣ ହେଉଛି ୨୦୨୪ରେ ହେବାକୁ…

ଲଘୁଚାପ ସକ୍ରିୟ, ଆଉ ୪ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଉପରେ ଲଘୁଚାପ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟରେ ୨ ତାରିଖ ଯାଏ ପ୍ରବଳ ବର୍ଷା ଲାଗି ରହିବ । ୩ ତାରିଖରୁ ବର୍ଷାର ପରିମାଣ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ପ୍ରବଳରୁ ଅତି ପ୍ରବଳ…

୨୦୨୪ରେ ଓଡ଼ିଶାରେ କିଏ ହାତେଇବ କେତେ ଲୋକସଭା ଆସନ ? ସର୍ଭେକୁ ପ୍ରାୟୋଜିତ କହିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ତିଆରି ଚାଲିଛି ୨୦୨୪ ବିଜୟ ପାଇଁ ରଣନୀତି । ନିର୍ବାଚନ ଆସନ୍ନ ହେଉଥିବା ବେଳେ ଇଣ୍ଡିଆ ଟିଭି-ସିଏନଏକ୍ସ ଓପନିଅନ ପୋଲ୍ ପ୍ରକାଶ କରିଛି । ଓପନିଅନ୍ ପୋଲ୍ ଅନୁସାରେ, ନରେନ୍ଦ୍ର ମୋଦି ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି ।…

କଂଗ୍ରେସ ପାଇଁ କଣ୍ଟା ଦଳୀୟ ବିଧାୟକ, ଦେଲେ ଇସ୍ତଫା ଧମକ !

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ବିଧାୟକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମନ୍ତ୍ରୀ ମାନେ ବିଧାୟକଙ୍କ କଥା ଶୁଣୁ ନ ଥିବାରୁ ବିଧାୟକ ମାନେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଯେଉଁଥିପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ କରାଯିବା ସହ କୌଣସି ସମସ୍ୟା ନ ଥିବା ମୁଖ୍ୟମନ୍ତ୍ରୀ…

ବିରୋଧୀ ସଂଖ୍ୟା ଦେଖାଇଲେ, ଶାସନ ହାତେଇବେ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ବିଜେପି ଲଗାତର ଆକ୍ରମଣ ଜାରି ରଖିଥିବା ବେଳେ ବିରୋଧୀ ମଧ୍ୟ ଏହାକୁ ନେଇ କାଉଣ୍ଟର ଆଟାକ କରୁଛନ୍ତି। ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ଇଣ୍ଡିଆନ ମୁଜାହିଦ୍ଦିନ କଥା କହି ବିରୋଧୀ ମେଣ୍ଟ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ମୋଦି ସମାଲୋଚନା କରିବା ପରେ କଂଗ୍ରେସ…

ସାଇମୁନ୍-୨୦୨୩ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୋଗ ଦେଇଛନ୍ତି ୧୦ଟି ଦେଶର ଛାତ୍ରଛାତ୍ରୀ

ଭୁବନେଶ୍ୱର: ‘ବସୁଧୈବ କୁଟୁମ୍ବକମ୍’ ବାର୍ତ୍ତା ନେଇ ଆରମ୍ଭ ହୋଇଛି ସାଇମୁନର ଏକାଦଶ ସଂସ୍କରଣ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ଦ୍ୱାରା ଆୟୋଜିତ ୨ ଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତର ସର୍ବବୃହତ ମଡେଲ୍ ୟୁନାଇଟେଡ୍ ନେସନସ୍ (ସାଇମୁନ୍)ର…