Latest Odisha News

BREAKING NEWS

Browsing

Video

ବଘେଲଙ୍କ ବାଣରେ ବିଜେପି ଘାଇଲା! ଶାହା ବଦଳାଇଲେ ରଣନୀତି

ଭୁବନେଶ୍ୱର: ଛତିଶଗଡ଼ରେ ଶାସନକୁ ବଜାୟ ରଖିବା ସହ ଲୋକସଭା କ୍ଷେତ୍ରରେ ଅଧିକରୁ ଅଧିକ ସିଟ ଜିତିବା ପାଇଁ ଶାସନରେ ଥିବା କଂଗ୍ରେସ ସବୁ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଦଳ ପକ୍ଷରୁ ସଂଭାଗୀୟ ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ବିଧାନସଭା ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।…

‘ତେଲେଙ୍ଗାନା ରାଜନୀତି’, ବିଆରଏସ ବଳରେ ହାତ ହେଉଛି ବଳିୟାନ!

ଭୁବନେଶ୍ୱର: ସରଗରମ ହେଉଛି ତେଲେଙ୍ଗାନା ରାଜନୀତି। ନିର୍ବାଚନ ଯେତିକି ନିକଟତର ହେଉଛି ପ୍ରମୁଖ ଦଳଗୁଡିକ ନିଜ ନିଜର ଶକ୍ତି ସାଉଁଟିବା କାର୍ଯ୍ୟକୁ ତୀଵ୍ର କରୁଛନ୍ତି। ରାଜନୈତିକ ସମୀକରଣ ମଧ୍ୟ ବଦଳୁଛି। ଏଭଳି ସ୍ଥିତିରେ ତେଲେଙ୍ଗାନାରେ ବିଆରଏସକୁ ବଡ଼ ଝଟକା ଲାଗିବାକୁ ଯାଉଛି।…

ବିରୋଧୀଙ୍କୁ ନବୀନଙ୍କ ଜବାବ, ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଇଲେ ପାଣ୍ଡିଆନ୍

ବରଗଡ଼: ବରଗଡ଼ରୁ ବିରୋଧୀଙ୍କୁ ଜବାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ପ୍ରଶ୍ନ କରୁଥିବା ବେଳେ ମଞ୍ଚରେ ପାଣ୍ଡିଆନ୍ ନବୀନଙ୍କ ଅଡିଓ ବାର୍ତ୍ତା ଶୁଣାଇ ଜବାବ ରଖିଛନ୍ତି । ଆଜି ବରଗଡ଼ ଗସ୍ତ ବେଳେ ନିଶାମଣି ହାଇସ୍କୁଲ୍ ପଡ଼ିଆ କାର୍ଯ୍ୟକ୍ରମରେ…

ନିର୍ମାଣର ୫ ବର୍ଷ ପରେ ବି ଆବଣ୍ଟନ ହୋଇନି ସରକାରୀ କ୍ୱାର୍ଟର, ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳ

ଯାଜପୁର: ଗଛଲତା, ଉଇହୁଙ୍କାରେ ପରିପୂର୍ଣ୍ଣ ଘର । ପଡ଼ିଛି ଗଦା ଗଦା ମଦ ବୋତଲ ସାଙ୍ଗକୁ ସିଗାରେଟ୍ ଓ ଦିଆସିଲ୍ । ଆପଣ ଭାବୁଥିବେ ଏ ଦୃଶ୍ୟ ବୋଧେ କେଉଁ ଭୂତ କୋଠିର । ଆଜ୍ଞା ନା ଆପଣଙ୍କ ଅନୁମାନ ଭୁଲ୍ । ଏସବୁ ଘର ହେଉଛି ସରକାରୀ କ୍ୱାର୍ଟର । ଆପଣ ଦେଉଥିବା ଟିକସ ଟଙ୍କାରେ ସରକାର ଏସବୁ ଘର…

କଂଗ୍ରେସର ନିର୍ବାଚନ ବାର୍ତ୍ତା, ଦଳକୁ ଆସିଲେ ମିଳିବ ପଦ ଆଉ ସମ୍ମାନ!

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟ ବିଧାନସଭା ଓ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କର୍ଣ୍ଣାଟକରେ କଂଗ୍ରେସ ବଡ଼ ଚାଲ ଖେଳିଥିବା ଆଲୋଚନା ହେଉଛି। ଅନ୍ୟ ପ୍ରମୁଖ ଦଳ ଦ୍ୱାରା ଅପଚରା ପ୍ରମୁଖ ନେତାଙ୍କୁ ସମ୍ମାନ ଦେବା ସହ ପ୍ରମୁଖ ପଦ ଦେଇ ଦେଶବ୍ୟାପି ଏକ ବାର୍ତ୍ତା ଦେବାକୁ ଦଳ ଉଦ୍ୟମ କରିଛି।…

କଂଗ୍ରେସର କର୍ଣ୍ଣାଟକ ଫଣ୍ଡା ମଧ୍ୟପ୍ରଦେଶରେ ଆପଣାଉଛି ବିଜେପି!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ରାଜନୈତିକ ଲଢେଇ ଚରମ ସୀମାରେ ପହଞ୍ଚିଛି। କଂଗ୍ରେସ ମଧ୍ୟପ୍ରଦେଶରେ ସରକାର ଗଢିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି। କର୍ଣ୍ଣାଟକ ଢାଞ୍ଚାରେ ରାଜ୍ୟରେ ମାହୋଲ ତିଆରି କରିବା ସହ ରାଜ୍ୟବାସୀଙ୍କୁ ୫ ଟି ଗ୍ୟାରେଣ୍ଟି ଦିଆଯାଇଛି। ଏଭଳି ସ୍ଥିତିରେ…

ବିଜେପିକୁ ହରାଇବା ବାଟ ପାଇଗଲେ ବିରୋଧୀ !

ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ବିରୋଧୀ ଶକ୍ତି ଏକାଠି ହୋଇଛନ୍ତି। ଦେଶର ୧୫ ଟି ବିରୋଧୀ ଦଳର ମୁଖିଆମାନେ ପାଟନାରେ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଜେପିକୁ ଶାସନରୁ ହଟାଇବା ପାଇଁ ଫର୍ମୁଲା କଣ ହେବ, ସିଟ ବୁଝାମଣା କେଉଁ ଭିତ୍ତିରେ ହେବ ଏ ସବୁ…

ସାରା ଓଡ଼ିଶାକୁ ଅଗ୍ରସର ହେଲା ମୌସୁମୀ, ୨ ଦିନ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ଅଗ୍ରସର ହୋଇଛି । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟା ରେ ରାଜ୍ୟରେ ୨୧.୩ ମିମି ବର୍ଷା ରେକର୍ଡ କରାଯାଇଛି ଯାହା କି ସ୍ୱାଭାବିକ ବର୍ଷା ୮.୯ ମିମି ତୁଳନାରେ ୧୩୯ ପ୍ରତିଶତ ଅଧିକ ।…

ମୋଦିଙ୍କ ଗସ୍ତ ବେଳେ ଭାରତ-ଆମେରିକା ମଧ୍ୟରେ ୮ଟି ବଡ଼ ବୁଝାମଣା

ନୂଆଦିଲ୍ଲୀ: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ଗସ୍ତ ସମୟରେ ଅନେକ ବଡ଼ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି । ହ୍ୱାଇଟ୍ ହାଉସର ଓଭାଲ କାର୍ଯ୍ୟାଳୟରେ ପିଏମ୍ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବୈଠକ ସହ ଗୋଟିଏ ପରେ ଗୋଟିଏ ବୁଝାମଣା ଉପରେ ମୋହର…

ରାହୁଲଙ୍କ ହାତ ଧରିବେ ଶର୍ମିଳା!

ଭୁବନେଶ୍ୱର: କଂଗ୍ରେସରେ ମିଶିଵ କି ୱାଇଏସଆର ତେଲେଙ୍ଗାନା ପାର୍ଟି? ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ଭଉଣୀ ୱାଇଏସ ଶର୍ମିଳାଙ୍କ ଆଭିମୁଖ୍ୟକୁ ଦେଖି ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଚର୍ଚ୍ଚା ଅନୁଯାୟୀ ଆସନ୍ତା ଜୁଲାଇ ଆଠ ତାରିଖରେ ଶର୍ମିଳାଙ୍କ ଦଳ କଂଗ୍ରେସରେ…