Latest Odisha News

BREAKING NEWS

Browsing

Video

ଜୟପୁରରେ ୩ ଦିନ ହେଲା ବୁଲୁଛି ଭାଲୁ, ଲୋକେ ଆତଙ୍କିତ

ଜୟପୁର: ଜୟପୁର ସହରରେ ଭାଲୁ ଆତଙ୍କ । ୩ ଦିନ ହେଲା ଗୋଟିଏ ଭାଲୁ ଜୟପୁର ରେଳ ଷ୍ଟେସନ ଅଞ୍ଚଳରେ ଘୁରୁ ବୁଲୁଛି । ଖବର ପ୍ରଚାର ପରେ ଜୟପୁର ବନଖଣ୍ଡର ଏକ ଟିମ ଭାଲୁକୁ ଖୋଜା ଖୋଜି କରୁଛନ୍ତି । ଗତକାଲି ଭାଲୁଟି ଜୟପୁର ବିମାନବନ୍ଦର ଅଞ୍ଚଳରେ ଦେଖା ଦେଇଥିଲା ଭାଲୁଟି । ଭାଲୁଟିକୁ ଧରି…

ପ୍ରଥମେ ଲୋକଟି ନିଶା ଖାଏ, ପରେ ନିଶା ତାକୁ ଖାଏ: ରାଷ୍ଟ୍ରପତି

ବାରିପଦା: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଦ୍ରୌପଦୀ ମୁର୍ମୁ ଜନ୍ମମାଟିକୁ ଆସିଛନ୍ତି । ୩ ଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଇରଙ୍ଗପୁରର ବାଦାମପାହାଡ଼ରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରେ ବ୍ରହ୍ମ କୁମାରୀ ପକ୍ଷରୁ ଆୟୋଜିତ ନିଶାମୁକ୍ତ ଓଡ଼ିଶା…

ମାଉଣ୍ଟ ଏଲବ୍ରସ ଆରୋହଣ କଲେ ସିଦ୍ଧାର୍ଥ, ଫୁଙ୍କିଲେ ଶଙ୍ଖ

ଭୁବନେଶ୍ୱର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ୟୁରୋପର ସବୁଠୁ ଉଚ୍ଚ ମାଉଣ୍ଟ ଏଲବ୍ରସ ଆରୋହଣ କରିଛନ୍ତି । ଋଷର ସବୁଠୁ ଗିରିଶୃଙ୍ଗ ମାଉଣ୍ଟ ଏଲବ୍ରସର ଉଚ୍ଚତା ୫୬୪୨ ମିଟର ତଥା ୧୮ ହଜାର ୫୧୦ ଫୁଟ୍ । ମାଉଣ୍ଟ ଏଲବ୍ରସର ଶୀର୍ଷରେ ପହଞ୍ଚିବା ସହ ସିଦ୍ଧାର୍ଥ…

ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି, ନିଷ୍ପତ୍ତି ସଂରକ୍ଷିତ ରଖିଲେ ଗୁଜରାଟ ହାଇକୋର୍ଟ

ଅହମଦାବାଦ: ୨୦୧୯ର ବୟାନ ସବୁ ମୋଦି ଚୋର । ଏହି ବୟାନକୁ ରାହୁଲ ଗାନ୍ଧୀ ଫସିଥିବା ବେଳେ ଅଡ଼ୁଆ ବଢ଼ିବାରେ ଲାଗିଛି । ମଙ୍ଗଳବାର ଗୁଜରାଟ ହାଇକୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ କୌଣସି ଅନ୍ତରୀଣ ସୁରକ୍ଷା ଦେଇ ନାହାନ୍ତି । କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସେ ରାୟକୁ…

ମେ ୧୧ ବେଳକୁ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା !

ଭୁବନେଶ୍ୱର: ଏପ୍ରିଲ୍ ମାସ ସରିଯାଇଛି।  କିନ୍ତୁ ଭାରତୀୟ ସାଗରରେ କୌଣସି ବାତ୍ୟା ଆସିନି । ଲଗାତାର ଚତୁର୍ଥ ବର୍ଷ ପାଇଁ ଏପ୍ରିଲରେ ବାତ୍ୟା ଆସି ନଥିବା ବେଳେ ଶେଷ ଥର ପାଇଁ ୨୦୧୯ ଏପ୍ରିଲରେ ବାତ୍ୟା ଫନି ଆସିଥିଲା । ବଙ୍ଗୋପସାଗରରେ ଅବପାତ ଏପ୍ରିଲ ୨୭ରେ ବାତ୍ୟା ଫନିରେ ପରିଣତ ହୋଇଥିଲା । ୩୦…

ହାତ ଧରା ଧରି ହୋଇ ଚାଲିଗଲେ ବାପପୁଅ, ଏକାଠି ଜଳିଲା ଜୁଇ

ସୋନପୁର: ଦଇବ କାହା ଭାଗ୍ୟରେ କଣ ଲେଖିଛି ? ଜାଣିବା ମୁସ୍କିଲ୍ । ଏଇ ଯେମିତି ବାପାଙ୍କୁ ମେଡିକାଲ୍ ନେବା ବେଳେ ପ୍ରଥମେ ପୁଅ ଆଖି ବୁଜିବା ପରେ ପୁଅର ମୃତ୍ୟୁ ଖବର ଶୁଣି ବାପାର ପ୍ରାଣବାୟୁ ଉଡ଼ି ଯାଇଛି । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିରେ । ଶନିବାର ସନ୍ଧ୍ୟାରେ…

କଂଗ୍ରେସର ସାପ ମନ୍ତବ୍ୟକୁ ପିଏମ୍ ମୋଦିଙ୍କ କାଉଣ୍ଟର, କହିଲେ ‘ଶିବଙ୍କ ଗଳାରେ ଶୋଭାପାଏ ସାପ’  

ବେଙ୍ଗଳୁରୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ସାପ ସମ୍ବୋଧନ କରିବା ପରେ କର୍ଣ୍ଣାଟକରେ ମୋଦି କାଉଣ୍ଟର କରିଛନ୍ତି । କୋଲାରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି । ଖଡ଼ଗେଙ୍କ ବିଷାକ୍ତ ସାପ ବୟାନକୁ କାଉଣ୍ଟର କରିବା ନାଁ ନନେଇ…

କାଳବୈଶାଖୀ ଓ ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ମେ ୫ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଥିବା ବେଳେ ରାଜ୍ୟରେ କାଳବୈଶାଖୀ ଆଉ ୪ରୁ ୫ ଦିନ ଲାଗି ରହିବ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୪ ତାରିଖ ସକାଳ ଯାଏ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି…

‘ଓଡ଼ିଶାରେ ଚାଲିଛି ବାବୁଙ୍କ ଶାସନ, ତାଙ୍କ ପାଇଁ ଛତା ଧରି ବୁଲୁଛନ୍ତି ମନ୍ତ୍ରୀ’: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ଚାଲିଛି ବାବୁମାନଙ୍କ ଶାସନ । ବାବୁଙ୍କ ପାଇଁ ଛତା ଧରି ବୁଲୁଛନ୍ତି ପ୍ରଭାବଶାଳୀ ମନ୍ତ୍ରୀ । ଏଭଳି କହି ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଆହୁରି କହିଛନ୍ତି, ମୁଁ ଆଜି ଖବର କାଗଜ ଦେଖିଲି ବାବୁମାନେ…

ଛତିଶଗଡ଼ରେ ନକ୍ସଲ ଆକ୍ରମଣ ପରେ ଓଡ଼ିଶାର ୩ ଜିଲ୍ଲାରେ ହାଇ ଆଲର୍ଟ

ଭୁବନେଶ୍ୱର: ଛତିଶଗଡ଼ର ଦନ୍ତେୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ୧୦ ଯବାନଙ୍କ ସହ ଡ୍ରାଇଭର ସହିଦ ହୋଇଛନ୍ତି । ସୀମାନ୍ତରେ ମାଓବାଦୀଙ୍କ ଏତେ ବଡ଼ ହିଂସା ପରେ ଓଡ଼ିଶାର ୩ ଜିଲ୍ଲାରେ ଜାରି ହୋଇଛି ହାଇ ଆଲର୍ଟ । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି । ୩…