Latest Odisha News

BREAKING NEWS

ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ପୋଷ୍ଟ ବଜେଟ ଆଲୋଚନାରେ ଯୋଗ ଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ସଂଧ୍ୟାରେ ଆସି ଭୁବନେଶ୍ୱର ପହଂଚିଛନ୍ତି । ଶୁକ୍ରବାର ସେ ହୋଟେଲ ‘ମେ ଫେୟାର’ରେ ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ ଯୋଗ ଦେବୋ ଏହାପରେ ଖୋର୍ଦ୍ଧା ଅରୁଗୁଳସ୍ଥିତ ଆଇଆଇଟିରେ ଛାତ୍ରଛାତ୍ରୀମାନଙ୍କ ସହ ଏକ ଆଲୋଚନା ଚକ୍ର ରହିିଛି ।

ବିମାନବନ୍ଦରରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ବିଜେପିର ବରିଷ୍ଠ ନେତା କେ.ଭି ସିଂ ଦେଓ, ମନମୋହଲ ସାମଲ, ଗୋଲକ ମହାପାତ୍ର ସ୍ୱାଗତ କରିଥିଲେ ।

Leave A Reply

Your email address will not be published.