Latest Odisha News

BREAKING NEWS

କରନ୍ତୁ ଏହି ସରଳ ଉପାୟ; ଦୂର ହୋଇଯିବ ସମସ୍ତ ବାସ୍ତୁ ସମସ୍ୟା !

ଭୁବନେଶ୍ୱର: ଆମ ଅଜାଣତରେ ଜୀବନରେ ଲାଗି ରହୁଥିବା ଅନେକ ସମସ୍ୟାର କାରଣ ହେଉଛି ବାସ୍ତୁ ଦୋଷ। ଏହା ମଣିଷର ଶାରୀରିକ ଓ ମାନସିକ ଉଭୟ ଅବସ୍ଥାକୁ କ୍ଷତି ପହଞ୍ଚାଇ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ସମାଧାନ କହିବୁ ଯାହା ଆପଣଙ୍କ ଘରର ସମସ୍ତ ବାସ୍ତୁ ଦୋଷ ଦୂର କରିବ…

ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣଙ୍କ ଘରେ କୌଣସି ବାସ୍ତୁ ସମସ୍ୟା ରହିଛି ତେବେ କରନ୍ତୁ ଏହିସବୁ ଉପଚାର…

*ଘରର ମୁଖ୍ୟଦ୍ୱାରରେ ହଳଦୀରେ ଶୁଭ ଓ ଲାଭ ଲେଖନ୍ତୁ। ହଳଦୀରେ କିଛି ଜଳ ମିଶାଇ ଏକ ପାନପତ୍ର ଦ୍ୱାରା ସମ୍ପୂର୍ଣ୍ଣ ଘରେ ଛିଂଚନ କରନ୍ତୁ। ଏପରି କରିବା ଦ୍ୱାରା ଗୃହରେ ମା’ଲକ୍ଷ୍ମୀ ସର୍ବଦା ବାସ କରନ୍ତି।

* ଘରର ଅଗଣାରେ ତୁଳସୀ ବୃକ୍ଷ ଓ ସମ୍ମୁଖ ଭାଗରେ କଦଳୀ ବୃକ୍ଷ ଲଗାନ୍ତୁ।

*ଘରର ମୁଖ୍ୟଦ୍ୱାରରେ ପ୍ରଭୁ ହନୁମାନଙ୍କ ସିନ୍ଦୂରରେ ସ୍ୱସ୍ତିକ ଚିହ୍ନ କରନ୍ତୁ।

*ଘରେ ଘୋଡ଼ାର ନାଲ ରଖନ୍ତୁ। ଏହା ନକରାତ୍ମକ ଶକ୍ତିକୁ ଦୂର କରିଥାଏ।

*ଘରର ଐଶାନ୍ୟ କୋଣରେ ସଫାପାତ୍ରରେ ଜଳ ଭର୍ତି କରି ରଖନ୍ତୁ । ଘରର ସମ୍ମୁଖଭାଗକୁ ସଫା ରଖନ୍ତୁ।

Leave A Reply

Your email address will not be published.