Latest Odisha News

BREAKING NEWS

୧୪ ଫୁଟ ଅହିରାଜ ଉଦ୍ଧାର

ମୟୁରଭଞ୍ଜ: ଉଦ୍ଧାର ହୋଇଛି ୧୪ଫୁଟ ଲମ୍ବାର ଅହିରାଜ ସାପ । ମୟୁରଭଞ୍ଜ ବାଙ୍ଗିରିପୋଷି ରେଞ୍ଜ ନିଶ୍ଚିତା ଗାଁରୁ ଏହି ସାପଟିକୁ ଉଦ୍ଧାର କରାଯାଇଛି । ଜଣେ ବ୍ୟକ୍ତିଙ୍କ ଶୋଇବା ଘରେ ପଶିଯାଇଥିବା ବେଳେ ସ୍ନେକ ହେଲ୍ପଲାଇନ ସହାୟତାରେ ସାପଟିକୁ ଉଦ୍ଧାର କରାଯାଇ ଛି । ସୁରକ୍ଷିତ ଭାବେ ଅହିରାଜକୁ ବାଙ୍ଗିରିପୋଷି ଘାଟି ଜଙ୍ଗଲରେ ଛାଡି ଦିଆଯାଇଛି ।

Leave A Reply

Your email address will not be published.