ଯାଜପୁର ଷ୍ଟେସନରେ ରେଷ୍ଟସେଡକୁ ଧକ୍କା ଦେଲା ମାଲବାହୀ ଟ୍ରେନ
ଯାଜପୁର: ଯାଜପୁର ରେଳଷ୍ଟେସନର ୩ ନଂ ପ୍ଲାଟଫର୍ମରେ ଥିବା ଏକ ଯାତ୍ରୀ ବିଶ୍ରାମାଗାରକୁ ଶୁକ୍ରବାର ସକାଳେ ଏକ ମାଲବାହୀ ଟ୍ରେନ ଧକ୍ମା ଦେଇଛି ।
ଶୁକ୍ରବାର ସକାଳେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ପ୍ଲାଟଫର୍ମର ଏକ ରେଷ୍ଟସେଡ୍ ଉପରେ ପ୍ରଚଣ୍ଡ ଧକ୍କା ଦେଇଥିବାର ସୂଚନା ମିଳିଛି ।…