“ଆଦିବାସୀଙ୍କୁ ଶୋଷଣ ଲାଗି ଗୁରୁପ୍ରୀୟା ସେତୁ ନିର୍ମିତ”- ଗଣମାଧ୍ୟମକୁ ମାଓବାଦୀଙ୍କ ଚିଠି
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଜନବାଇ ନଦୀ ଉପରେ ନିର୍ମିତ ଗୁରୁପ୍ରିୟା ସେତୁକୁ ନେଇ ମାଓବାଦୀ ମାନେ ପୁଣି ଥରେ ବିରୋଧ କରିଛନ୍ତି ।
ଗଣମାଧ୍ୟମକୁ ଏକ ପତ୍ର ଦ୍ୱାରା ମାଓବାଦୀମାନେ ଜଣାଇଛନ୍ତି “ ମାଲକାନଗିରି କୋରାପୁଟ ବିଶାଖା…