Latest Odisha News

BREAKING NEWS

Yearly Archives

2018

ବୋମା ବିସ୍ଫୋରଣରେ ତିନି ଯୁବକ ଆହତ

ନୟାଗଡ : ଗତକାଲି ବିଳମ୍ବିତ ରାତିରେ ନୟାଗଡରେ ହୋଇଥିବା ସିରିଜ ବୋମା ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି କୋମଣ୍ଡ ଓ ତା ଆଖପାଖ ଅଞ୍ଚଳରେ ବୋମା ମାଡ କରିଥିଲେ । ଏହି ସମୟରେ ଫିଙ୍ଗୁଥିବା ବୋମାରେ ସେମାନେ ନିଜେ…

ଏସୀୟ କ୍ରୀଡ଼ା: ଇତିହାସ ରଚିଲେ ସିନ୍ଧୁ, ଫାଇନାଲରେ ପହଞ୍ଚି ପଦକ ନିଶ୍ଚିତ କଲେ

ଜାକର୍ତ୍ତା: ଆଇକନ ମହିଳା ଖେଳାଳି ପି.ଭି ସିନ୍ଧୁ ଏସିଆନ ଗେମ୍ସର ବ୍ୟାଡ଼ମିଣ୍ଟନ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ସିନ୍ଧୁ ଜାପାନର ୨ନଂ ସିଡ଼େଡ଼ ଖେଳାଳି ଏସ ୟାମାଗୁଚିଙ୍କୁ ୨୧-୧୭, ୧୫-୨୧, ୨୧-୧୦ ଗେମରେ ପରାସ୍ତ କରିଛନ୍ତି । ପି.ଭି. ସିନ୍ଧୁ…

ଦୂତି ଚାନ୍ଦଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ଆଜି ଭାରତୀୟ ଲଳନା ମାନେ ଆଥଲେଟିକରେ ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି । ମହିଳା ୧୦୦ମି. ଦୌଡରେ ଦୂତି ଚାନ୍ଦ ରୌପ୍ୟ ପଦକ ହାସଲ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ତେଣୁ ଏହି ରୌପ୍ୟ ପଦକର ମହତ୍ୱ ଅଧିକ…

ସିଙ୍ଗାପୁରରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ

ସିଙ୍ଗାପୁର : ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ । ସିଙ୍ଗାପୁରରେ ରହୁଥିବା ପ୍ରବାସୀ ଓଡିଆ ମାନେ ଆନନ୍ଦ ଉଲ୍ଲାସରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି । ଏଠାରେ ରହୁଥିବା ‘ପ୍ରବାସୀ ଓଡିଆ’ ଏବଂ ‘ସିଙ୍ଗାପୁର ହିନ୍ଦୁ ସେଣ୍ଟର’ର ମିଳିତ ଉଦ୍ୟମରେ ‘ରକ୍ଷା ବନ୍ଧନ ୨୦୧୮’ ପାଳିତ ହୋଇଛି ।…

ଦୂତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଏସୀୟ କ୍ରୀଡ଼ାରେ ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ ୧୦୦ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ହାସଲ କରିଛନ୍ତି । ଦୂତିଙ୍କ ଏହି ସଫଳତାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଓଡ଼ିଆ ଝିଅ ଦୂତି ଚାନ୍ଦ ୧୦୦ ମିଟର ଦୌଡ଼ରେ ଜିତିଲେ ରୌପ୍ୟ ପଦକ

ଜାକର୍ତ୍ତା : ଭାରତର ଦ୍ରୁତତମ ମହିଳା ଦୂତି ଚାନ୍ଦ ଏସିଆନ ଗେମ୍ସର ସମ୍ମାନ ଜନକ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଛନ୍ତି । ଓଡ଼ିଶାର ଗର୍ବ ଓ ଗୌରବ ଦୂତି ବାହାରିନ, ଚୀନ ଓ କାଜାକସ୍ଥାନର ପ୍ରତିଦ୍ୱନ୍ଦୀମାନଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇ ମାତ୍ର କିଛି ସେକେଣ୍ଡରୁ ବଞ୍ଚିତ ହୋଇଛନ୍ତି…

୧୦୦ ମିଟର ଫାଇନାଲରେ ପହଞ୍ଚିଲେ ଦୂତି ଚାନ୍ଦ, ହିମାଙ୍କୁ ୪୦୦ ରେ ରୌପ୍ୟ ପଦକ

ଜାକର୍ତ୍ତା : ଓଡ଼ିଆ ଝିଅ ଦୂତି ଚାନ୍ଦ ଏସୀୟ କ୍ରୀଡ଼ା ମହିଳା ୧୦୦ ମିଟର ଫାଇନାଲରେ ପହଞ୍ଚିଛନ୍ତି । ଦୂତି ଆଜି ଦୌଡ଼ିଥିବା ସେମିଫାଇନାଲରେ ୧୧.୪୩ ସେକେଣ୍ଡରେ ୧୦୦ ମିଟରକୁ ଅତିକ୍ରମ କରିଛନ୍ତି । ତେବେ ଶନିବାରଦିନ ହିଟ୍ସରେ ୧୧.୩୮ ସେକେଣ୍ଡରେ ଶେଷ କରିଥିଲେ ଦୂତି । ଆଜି ରାତି ୭:୪୦…

ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲାର ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀ ମହିଳା ଓ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ସୂଚନା ଅନୁଯାୟୀ ଚର୍ଚ୍ଚ ବସ୍ତି ନିକଟସ୍ଥ ଭାମା…

ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା: ଭାଇ ଜଗା-ବଳିଆ ପିନ୍ଧିଲେ ସୁନାଭଉଣୀ ସୁଭଦ୍ରାଙ୍କ ରାକ୍ଷୀ

ପୁରୀ: ଭାରତୀୟ ପରମ୍ପରାରେ ଆଜିର ଦିନଟିକୁ ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳିତ ହୋଇଥାଏ । ଆଜି ଓଡ଼ିଶାର ପୁରପଲ୍ଲୀରେ ଏହି ପବିତ୍ର ଦିନରେ ଓଡ଼ିଆ ଝିଅମାନେ ସେମାନଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ମଧ୍ୟ ଆଜି ଏହି ରାକ୍ଷୀ ପୂର୍ଣ୍ଣିମା…

ରାକ୍ଷୀ ସହିତ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ସଙ୍ଗୀତ ଓ ସିନେମା

ଭାରତୀୟ ହିନ୍ଦୁ ସଂସ୍କୃତିରେ ରାକ୍ଷୀ ବା ରକ୍ଷାବନ୍ଧନ ଉତ୍ସବକୁ ଏକ ପାରମ୍ପରିକ ପର୍ବ ଭାବେ ପାଳନ କରାଯାଇଥାଏ । ଗୋଟିଏ ସୂତାରେ ହିଁ ବାନ୍ଧି ହୋଇାଯାଇଥାଏ ସମ୍ପର୍କର ସେତୁବନ୍ଧ । ଭାଇ ଓ ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ହୋଇ ରହିଯାଇଥାଏ ରକ୍ଷାବନ୍ଧନର ସ୍ମରଣୀୟ ଦିନଟି ।…