Latest Odisha News

BREAKING NEWS

Yearly Archives

2018

କେରଳ ବନ୍ୟା ପୀଡ଼ିତଙ୍କୁ ବାଲୁକା କଳାରେ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କେରଳ ବନ୍ୟାରେ ମୃତ୍ୟୁବରଣ କରିଥିବା ସ୍ୱର୍ଗତ ଆତ୍ମାମାନଙ୍କ ପ୍ରତି ବାଲୁକା ପ୍ରତିକୃତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ସମବେଦନା ଜଣାଇ ସୁଦର୍ଶନ ଟ୍ୱିଟ୍…

କେରଳକୁ ଆଉ ୫ କୋଟି ଦେଲା ଓଡିଶା

ଭୁବନେଶ୍ୱର : ବନ୍ୟା ବିଧ୍ବସ୍ତ କେରଳକୁ ଆହୁରି ୫ କୋଟି ଟଙ୍କାର ଅତିରିକ୍ତ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କେରଳର ବନ୍ୟାପୀଡିତଙ୍କ ପାଇଁ ଏହି ଅର୍ଥ ପ୍ରଦାନ କରାଯିବ । ଏହା ପୂର୍ବରୁ କେରଳ ପାଇଁ ମୁଖ୍ୟମନ୍ତ୍ରୀ…

ଏସୀୟ କ୍ରୀଡ଼ା: ମହିଳା ହକିରେ ଇଣ୍ଡୋନେସିଆକୁ ଭାରତ ଦେଲା ୮ଟି ଗୋଲ୍ !

ଜାକର୍ତ୍ତା : ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଚାଲିଥିବା ୧୮ତମ ‘ଏସୀୟ କ୍ରୀଡ଼ା’ କ୍ରୀଡ଼ା ପ୍ରତିଯୋଗିତାର ମହିଳା ହକିରେ ଭାରତ ଆୟୋଜକ ଇଣ୍ଡୋନେସିଆକୁ ୮-୦ ଗୋଲରେ ପରାସ୍ତ କରି ତା’ର ବିଜୟ ଅଭିଯାନ ଆରମ୍ଭ କରିଛି । ସ୍ୱର୍ଣ୍ଣପଦକ ଆଶାୟୀ ଭାରତୀୟ ମହିଳା ଦଳ ଆରମ୍ଭରୁ ହିଁ ଆୟୋଜକ…

ଏସୀୟ କ୍ରୀଡ଼ା: କୁସ୍ତି ଯୋଦ୍ଧା ବଜରଙ୍ଗୀ ପୁନିଆ ଭାରତ ଲାଗି ପ୍ରଥମ ସ୍ୱର୍ଣ୍ଣ ଜିତିଲେ

ଜାକର୍ତ୍ତା : ୨୦୧୮ ମସିହାର ‘ଏସୀୟ କ୍ରୀଡ଼ା’ରେ ଭାରତକୁ ମିଳିଛି ଆଜି ପ୍ରଥମ ପଦକ ଏବଂ ତାହା ପୁଣି ସ୍ୱର୍ଣ୍ଣ ପଦକ । ପ୍ରବୀଣ କୁସ୍ତି ଯୋଦ୍ଧା ବଜରଙ୍ଗୀ ପୁନିଆ ୬୫କେଜି କ୍ୟାଟେଗୋରୀରେ ଜାପାନ କୁସ୍ତି ଯୋଦ୍ଧା ଡ଼ାଇଚି ତାକାତାନିଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛନ୍ତି । ପୂର୍ବରୁ ସେ…

ଭୁବନେଶ୍ୱର: ରେଡ୍ ହେଲା ୩ଟି ଡ୍ୟାନ୍ସ ବାର୍ , ଉଦ୍ଧାର ହେଲେ ୩ ଜଣ ଯୁବତୀ

ଭୁବନେଶ୍ୱର : କମିଶନରେଟ ପୋଲିସ ଶନିବାର ରାତିରେ ୩ଟି ଡ୍ୟାନ୍ସ ବାର ଉପରେ ଅତର୍କିତ ଭାବରେ ଚଢଉ କରିଛି । ଏହି ଚଢଉ କରି କମିଶନରେଟ ପୋଲିସ ୩ ଜଣ ଯୁବତୀଙ୍କୁ ଏହି ଡ୍ୟାନ୍ସ ବାର ମଧ୍ୟରୁ ଉଦ୍ଧାର କରିଛି । ମିଳିଥିବା ସୂତ୍ର ଅନୁଯାୟୀ, ଏକାସଙ୍ଗରେ ପୋଲିସ ୨ଟି ଚଢଉ କଟକ ରୋଡ଼ରେ ଏବଂ…

୨୦୧୯ ନିର୍ବାଚନ ଲାଗି କଂଗ୍ରେସର ପ୍ରସ୍ତୁତି: ‘ମୋ ବୁଥ୍, ମୋ ଗୌରବ’ ଅଭିଯାନ ଆରମ୍ଭ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ସକାଶେ କଂଗ୍ରେସ ନିଜକୁ ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରିବା ଆରମ୍ଭ କରିଛି । ରବିବାର ଦିନ ରାଜ୍ୟ କଂଗ୍ରେସ ଭବନଠାରେ କଂଗ୍ରେସର ନୂତନ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ବୈଠକ ବସି ନିର୍ବାଚନ ପୂର୍ବରୁ ଦଳର ରଣନୀତି ଏବଂ ଲୋକଙ୍କର ନିକଟତର ହେବାକୁ ସମସ୍ତ…

ଏସୀୟ କ୍ରୀଡ଼ା: ଆଜି ‘ମହିଳା ହକି’ରେ ଶକ୍ତିଶାଳୀ ଭାରତ ଭେଟୁଛି ଇଣ୍ଡୋନେସିଆକୁ

ଜାକର୍ତ୍ତା : ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଚାଲିଥିବା ୧୮ତମ ‘ଏସୀୟ କ୍ରୀଡ଼ା’ କ୍ରୀଡ଼ା ପ୍ରତିଯୋଗିତାର ମହିଳା ହକିରେ ଭାରତ ଭେଟୁଛି ଆୟୋଜକ ଇଣ୍ଡୋନେସିଆକୁ । ରାଣୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ଏହି ଏସୀୟ କ୍ରୀଡ଼ାରେ ନିଶ୍ଚିତ ରୂପେ ସ୍ୱର୍ଣ୍ଣ ପଦକ ହାସଲ କରିବ…

ହକି ବିଶ୍ୱ କପ ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୨୮ ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୪ତମ ପୁରୁଷ ହକି ବିଶ୍ୱ କପ୍ ଯୋଗୁଁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ପର୍ତୁଗାର୍ଲ ଆଣ୍ଡ ଲାଓସ୍ର ପୂର୍ବତନ ଭାରତୀୟ…

ପ୍ରବଳ ବର୍ଷା ଆଶଙ୍କା: ୧୧ଟି ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅନୁଭୁତ ହୋଇଥିବା ଘୂର୍ଣ୍ଣିବଳୟ କ୍ରମେ ଲଘୁଚାପରେ ରୂପାନ୍ତରିତ ହେଉଛି । ତେଣୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ୧୧ଟି ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି ।…

କେରଳ ବନ୍ୟା ବିତ୍ପାତ: ମାଗଣାରେ ରିଲିଫ ସାମଗ୍ରୀ ପରିବହନ କରିବ ରେଳବାଇ

ଭୁବନେଶ୍ୱର : କେରଳରେ ବନ୍ୟା ସ୍ଥିତି ଉଦବେଗଜନକ ହୋଇପଡିଥିବା ବେଳେ ମୌସୁମୀ ବର୍ଷା କମିବାର ନା ଧରୁନି । ରାଜ୍ୟରେ ୧୧ଟି ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ପାଖାପାଖି ୩୫୦କୁ ବୃଦ୍ଧି ହେଲାଣି । ଏହି ପରିପ୍ରେକ୍ଷିରେ ଭାରତୀୟ ରେଳ ବିଭାଗ କେରଳ ପୀଡିତଙ୍କ…