Latest Odisha News

BREAKING NEWS

Yearly Archives

2018

ରିଲିଜ୍ ହେଲା ‘ମଣିକର୍ଣ୍ଣିକା’ର ଅଫିସିଆଲ ଟ୍ରେଲର୍, ସୋସିଆଲ୍ ମିଡ଼ିଆରେ ହେଲା ଭାଇରାଲ୍

ମୁମ୍ବାଇ: କଙ୍ଗନା ରାନାୱତଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ମଣିକର୍ଣ୍ଣିକା: ଦି କୁଇନ ଅଫ ଝାନସୀ’ର ଅଫିସିଆଲ୍ ଭିଡ଼ିଓ ଟ୍ରେଲର୍ ରିଲିଜ୍ ହୋଇଛି । ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କ ଜୀବନୀକୁ ନେଇ ଆଧାରିତ ଏହି ଫିଲ୍ମରେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନାୱତ୍ ରାଣୀ ଲକ୍ଷ୍ମୀବାଇଙ୍କ ଭୂମିକାରେ…

ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା, ଜୀବନ ଯାତ୍ରା ବାଧାପ୍ରାପ୍ତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ସହରରେ ବୁଧବାର ଦିନ ‘ତାଳଚେର ସୁରକ୍ଷା ପରିଷଦ’ ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ ଡ଼ାକରା ଦିଆଯାଇଛି । ଏହି ବନ୍ଦ ଡ଼ାକରା ଯୋଗୁଁ ତାଳଚେର ସହରର ସମସ୍ତ ଦୋକାନ ବଜାର ଏବଂ ରାସ୍ତାରୋକୋ ହେବା ଫଳରେ ଜୀବନ ଯାତ୍ରା ଏକପ୍ରକାର ବ୍ୟାହତ ହୋଇପଡ଼ିଛି । ମିଳିଥିବା…

ଝାରସୁଗୁଡ଼ା ମୁଖ୍ୟ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ଲାଗି ଟ୍ରେନ ଚଳାଚଳରେ ପରିବର୍ତ୍ତନ

ଭୁବନେଶ୍ୱର : ଝାରସୁଗୁଡା ମୁଖ୍ୟ ଷ୍ଟେସନର ଆଧୁନିିକୀକରଣ କରାଯାଉଥିବା ବେଳେ ଏହାକୁ ନଜରରେ ରଖି ରେଳବାଇ ପକ୍ଷରୁ କେତେକ  ଟ୍ରେନ ଚଳାଚଳରେ ପରିବର୍ତ୍ତନ ହୋଇଛି  ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ବସ ସେବା ପ୍ରଦାନ ନିମନ୍ତେ ନିଷ୍ପତ୍ତି ନେଇଛି । ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ମିଳିଥିବା…

ଭିଜିଲାନ୍ସ ଜାଲରେ ଫସିଲେ ଝାରସୁଗୁଡା ଜିଲ୍ଲା ଚିକିତ୍ସା ଅଧିକାରୀ

ଝାରସୁଗୁଡ଼ା : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସା ଅଧିକାରୀ ଉଷାରାଣୀ ଦାଶ । ମିଳିଥିବା ସୂଚନା ଅନୁଯାୟୀ ଇଲେକ୍ଟିକାଲ୍ ଠିକାଦାରଙ୍କ ବିଲ୍ ପାସ୍ କରାଇଦେବା ପାଇଁ ଉଷାରାଣୀ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରବର୍ତ୍ତୀ ସମୟରେ ଏନେଇ ଉକ୍ତ ଠିକାଦାର…

ଓଡିଶା ସ୍ୱିମର୍ ପ୍ରତ୍ୟାଶା ରାୟ ଜିତିଲେ ‘ନ୍ୟାସନାଲ୍ ସ୍କୁଲ୍ ଗେମ୍ସ ସ୍ୱିମିଂ ଚାମ୍ପିୟନସିପ୍’

ଭୁବନେଶ୍ୱର : ଓଡିଶା ଝିଅ ପ୍ରତ୍ୟାଶା ରାୟ ନ୍ୟାସନାଲ୍ ସ୍କୁଲ୍ ଗେମ୍ସ ସ୍ୱିମିଂ ଚାମ୍ପିୟନ୍ସିପ୍ରେ ୧୭ ବର୍ଷରୁ କମ୍ ୨୦୦ ମିଟର ସନ୍ତରଣ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି । ନୂଆଦିଲ୍ଲୀ ସ୍ଥିତ ତାଲକୋଟ୍ରା ଷ୍ଟାଡିୟମରେ ଚାଲିଥିବା ୬୪ତମ ନ୍ୟାସନାଲ୍ ସ୍କୁଲ୍ ଗେମ୍ସ ସ୍ୱିମିଂ…

ଓଡିଆ ଝିଅ ପଦ୍ମିନୀ ରାଉତ ଜିତିଲେ ‘ଏସିଆନ୍ କଣ୍ଟିନେଣ୍ଟାଲ୍ ଚେସ୍ ଚାମ୍ପିୟନସିପ’

ଭୁବନେଶ୍ୱର : ‘ଇଣ୍ଟରନେସନାଲ ଚେସ୍ ମାଷ୍ଟର’ ପଦ୍ମିନୀ ରାଉତ ରାଜ୍ୟ ପାଇଁ ପୁଣିଥରେ ଗୌରବ ଆଣିଦେଇଛନ୍ତି । ଫିଲିପାଇନ୍ସର ମକାଟି ଠାରେ ଅନୁଷ୍ଠିତ ‘ଏସିଆନ୍ କଣ୍ଟିନେଣ୍ଟାଲ୍ ଚେସ୍ ଚାମ୍ପିୟନ୍ସିପ’ରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ପଦ୍ମିନୀ । ପଦ୍ମିନୀ ୯ ରାଉଣ୍ଡରୁ ୭ ପଏଣ୍ଟ ହାସଲ କରି ଏହି…

ବିଜେପି କ୍ଷମତାକୁ ଆସିଲେ ସମସ୍ତ କୃଷି ଋଣ ଛାଡ଼ ହେବ: ବିଜେପି

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ଚାଷୀ ମାନଙ୍କର ସମସ୍ତ କୃଷି ଋଣ ଛାଡ଼ କରିଦିଆଯିବ ବୋଲି ମଙ୍ଗଳବାର ଦିନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ…

କଂଗ୍ରେସର ପ୍ରାଥମିକ ପଦରୁ ଇସ୍ତଫା ଦେଲେ ସଜ୍ଜନ କୁମାର

ନୂଆଦିଲ୍ଲୀ : ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ କଂଗେସ ନେତା ସଜ୍ଜନ କୁମାର ମଙ୍ଗଳବାର ଦିନ କଂଗ୍ରେସର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନିକଟକୁ ପଠାଇଥିବା ନିଜର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି “ ମୋ…

ଆଇପିଏଲ୍ ୨୦୧୯: ଆଜି ଜୟପୁରରେ ଖେଳାଳି ନିଲାମ

ନୂଆଦିଲ୍ଲୀ : ଭାରତୀୟ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ସିଜନ-୧୨ ପାଇଁ ଖେଳାଳିମାନଙ୍କ ନିଲାମି ପ୍ରକ୍ରିୟା ମଙ୍ଗଳବାର ଜୟପୁରରେ ଆରମ୍ଭ ହେବାକୁ ଯାଉଛି । ଏହି ନିଲାମରେ ସର୍ବମୋଟ ୧୦୦୩ ଜଣ ରେଜିଷ୍ଟ୍ରେସନ୍ କରିଥିବାବେଳେ ପ୍ରାୟ ୩୪୬ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିବା ଜଣାପଡିଛି ।…

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ରାଞ୍ଚିର ଇଞ୍ଜିନିୟରିଂ ଛାତ୍ର ନିଖୋଜ

ପୁରୀ: ପୁରୀ ହୋଲିଡ଼େ ରିସର୍ଟ ନିକଟସ୍ଥ ସମୁଦ୍ରରେ ଗାଧୋଇବା ସମୟରେ ରାଞ୍ଚିର ଜଣେ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହୋଇଯାଇଛନ୍ତି । ଏହି ଛାତ୍ର ଜଣକ ରାଞ୍ଚି ର ସାଇ କ୍ରିଷ୍ଣା କୁମାର ବୋଲି ଚିହ୍ନିତ ହୋଇଛନ୍ତି, ସେ ବୋକାରସ୍ଥିତ ବିଟ୍ସ କଲେଜର ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି ।…