Latest Odisha News

BREAKING NEWS

Yearly Archives

2018

ଶାଳୀର ଶବକୁ ଭିଣୋଇ ସାଇକେଲରେ ଶ୍ମଶାନ ବୋହିଲେ

ବୌଦ୍ଧ : ସାଇକେଲରେ ଶବ ଗଲା ଶ୍ମଶାନକୁ । ନିଜେ ଭିଣୋଇ ଅନ୍ତିମ ସଂସ୍କାର ଲାଗି ଶାଳୀର ଶବକୁ ସାଇକେଲରେ ବୋହି ବୋହି ଶ୍ମଶାନକୁ ନେଲେ । ଶବ କାନେ୍ଧଇବାକୁ ସମସ୍ତେ ଅମଙ୍ଗ ହେବାରୁ ବାଧ୍ୟ ହୋଇ ଭିଣୋଇ ଏକୁଟିଆ ସାଇକେଲରେ ଶବ ବୋହିଲେ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି ବୌଦ୍ଧରେ ।…

ରାଷ୍ଟ୍ରର ସୁରକ୍ଷା ସହ ସାଲିସ ହେବ ନାହିଁ : ବିଜେପି

ଭୁବନେଶ୍ୱର : ରାଷ୍ଟ୍ରବାଦକୁ ଭୁଲି ଅନୁପ୍ରବେଶକାରୀଙ୍କୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅନୁପ୍ରବେଶକାରୀଙ୍କୁ କୌଣସି ଦେଶ ପ୍ରସୟ ଦିଏ ନାହିଁ । ଆସାମର ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ ତାଲିକାରୁ ୪୦ ଲକ୍ଷ ଅନୁପ୍ରବେଶକାରୀ ବାଦ ପଡିବା ପ୍ରସଙ୍ଗରେ କଂଗ୍ରେସ, ସପା, ଆପ୍,…

ଗୁରୁପ୍ରିୟା ସେତୁ ନିର୍ମାଣରେ ବ୍ୟାପକ ଦୁର୍ନୀତିର ତଦନ୍ତ ସିବିଆଇ କରୁ – ନିରଞ୍ଜନ

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳକୁ ସବୁଦିନିଆ ଯୋଗାଯୋଗ ବ୍ୟବସ୍ଥା କରିବା ସକାଶେ ଗୁରୁପ୍ରିୟା ନଦୀ ଉପରେ ନିର୍ମାଣ କରାଯାଇଥିବା ସେତୁରେ ବ୍ୟାପକ ହେରଫେର ହୋଇଥିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହାର ତଦନ୍ତ ସିବିଆଇ କରୁ ବୋଲି ଓଡ଼ିଶା ପ୍ରଦେଶ…

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୨୨ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୧୦୭୭ଟି ପ୍ରକଳ୍ପ ଲାଗି ୨୮.୯୫ କୋଟି ଟଙ୍କା…

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୬ଟି ବ୍ଲକ ଲାଗି ୨୮.୯୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡ଼ିକ ହେଲା ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଭଦ୍ରକ ଜିଲ୍ଲାର ବନ୍ତ, କଟକ ଜିଲ୍ଲାର ବାରଙ୍ଗ,…

ଲିଙ୍ଗଗତ ହିଂସା ରୋକିବା ପାଇଁ ସଚେତନତା ସୃଷ୍ଟି କରିବେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ୱର : କ୍ରମବର୍ଦ୍ଧିଷ୍ଣୁ ଲିଙ୍ଗଗତ ହିଂସାକୁ ରୋକିବା ଦିଗରେ ସମାଜରେ ସଚେତନତା ଆଣିବା ଜରୁରୀ । ଏହି ପରିପ୍ରେକ୍ଷୀରେ ଲିଙ୍ଗଗତ ହିଂସା ରୋକିବା ଦିଗରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ ପକ୍ଷରୁ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ସୋଆ ଛାତ୍ରଛାତ୍ରୀମାନେ ନଭେମ୍ବର…

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ…

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ... ବାହୁଡା ଦିନ ସକାଳୁ, ପ୍ରୟାଗ ଗାଧୁଆ ଘରୁ ଗାଧୋଇ ସାରି ବାହାରିଲା ବେଳକୁ, ପୂଜା ଘର ସାମ୍ନାରେ ପାଦ ତାର ଆପେ ଆପେ ଅଟକି ଗଲା। ପୂଜା ଘର ଦରଜା ଖୋଲାଥିଲା। ନଜର ମିଶିଲା ପ୍ରୟାଗର, ଗୋଲ ଗୋଲ ଯୋଡ଼େ ଆଖି ସାଙ୍ଗରେ। ମନେ ମନେ ଭାବିଲା ସେ “ତୋର…

ଆଜି ମହାପ୍ରଭୁଙ୍କ ବନକଲାଗି ବେଶ: କିପରି ଓ କେମିତି ହୁଏ ବନକଲାଗି !

ପୁରୀ : ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ବେଶ ଅନୁଷ୍ଠିତ ହେଉଛି । ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ସେବକମାନେ ନୀଳାଦ୍ରୀବିଜେ ପରେ ପ୍ରଥମଥରଲାଗି ବନକଲାଗି ବେଶ କରାଉଛନ୍ତି । ବନକଲାଗିର ଶୃଙ୍ଗାର ପରେ ମହାପ୍ରଭୁଙ୍କ ଶ୍ରୀମୁଖ…

ଭଦ୍ରକ ଡ଼ବଲ ମର୍ଡ଼ର: ୨ ଲକ୍ଷ ଟଙ୍କା ଲୋଭରେ ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ

ଭଦ୍ରକ : ଭଦ୍ରକ ଧାମନଗର ଅଞ୍ଚଳରେ ଘଟିଥିବା ନୃଶଂସ ଡ଼ବଲ ମର୍ଡ଼ର ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ଏହି ଘଟଣା ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ବବୁଆ ମହାନ୍ତି ପୋଲିସ ଆଂଗରେ ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇଛି । ଫଳରେ ଏହି ହତ୍ୟାକାଣ୍ଡ ଏକ ନାଟକୀୟ ମୋଡ଼ ନେଇଛି । ତଥାପି ଅନେକ ରହସ୍ୟ ଲୁଚିଥିବା…

ମହିଳା ବିଶ୍ୱକପ ହକି: ଭାରତ କ୍ୱାର୍ଟର୍ ଫାଇନାଲରେ, ୩-୦ ରେ ଇଟାଲୀକୁ ପରାସ୍ତ କଲା

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା ମହିଳା ବିଶ୍ୱକପ ହକିରେ ଭାରତୀୟ ଦଳ ଚମତକାର ଖେଳ ପ୍ରଦର୍ଶନ କରି ନକଆଉଟ ମ୍ୟାଚରେ ଇଟାଲୀକୁ ୩-୦ ଗୋଲରେ ପରାସ୍ତ କରି କ୍ୱାର୍ଟର୍ ଫାଇନାଲକୁ ଉନ୍ନୀତ ହୋଇଛି । ଭାରତୀୟ ଦଳ ଏହି ମ୍ୟାଚରେ ବେଶ୍ ଆତ୍ମବିଶ୍ୱାସର ସହିତ ଖେଳୁଥିବାର ଦେଖାଯାଇଥିଲା ।…

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପାଳନ କଲା ସପ୍ତମ ଦୀକ୍ଷାରମ୍ଭ ଉତ୍ସବ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ତାର ସପ୍ତମ ଦୀକ୍ଷାରମ୍ଭ ଉତ୍ସବ ଆଜି ୩୧ ଜୁଲାଇ ୨୦୧୮ ଦିନ ପାଳନ କରିଛନ୍ତି।୨୦୧୨ ରେ ଶୈକ୍ଷିକ ବର୍ଷ ଆରମ୍ଭ କରିଥିବା ଏହି ବିଶ୍ୱବିଦ୍ୟାଳୟ ଏକ ନିଆରା ଅନୁଭବ ସାଙ୍ଗରେ ନିରାମିଷ ମାଦକ ମୁକ୍ତ କ୍ୟାମ୍ପସ ପ୍ରସ୍ତୁତ କରିଅଛି । ଏହି ବିଶ୍ୱବିଦ୍ୟାଳୟ ବିଭିନ୍ନ ବିଭାଗ…