Latest Odisha News

BREAKING NEWS

Yearly Archives

2018

ଓଡ଼ିଶାର ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳର ପରିସ୍ଥିତି ଏବେ ନିୟନ୍ତ୍ରଣାଧିନ

ଭୁବନେଶ୍ୱର: ରାଜ୍ୟର ପଶୁ ସମ୍ପଦ ବିଭାଗ ଦ୍ୱାରା ବାର୍ଡ ଫ୍ଲୁ ନ ବ୍ୟାପିବା ଲାଗି ଆଶୁ ପଦକ୍ଷେପ ଗ୍ରହଣ କରାଯିବା ଦ୍ୱାରା ଏହା ଯଦିଓ ନିୟନ୍ତ୍ରଣାଧୀନ ରହିଛି କିନ୍ତୁ ରାଜ୍ୟର କେତେକ ସ୍ଥାନରେ ପାରା ଓ କାଉ ମୃତ୍ୟୁ ଘଟଣା ନଜରକୁ ଆସିଛି । ଇତିମଧ୍ୟରେ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର…

ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ଦାବି: ଅବିଭକ୍ତ କୋରାପୁଟରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଜୟପୁର: ଅବିଭକ୍ତ କୋରାପୁଟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ପ୍ରଭାବରେ ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ,…

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଘୂର୍ଣ୍ଣିଝଡ ‘ପିଥାଇ’ ସ୍ଥଳ ଭାଗ ଛୁଇଁଲା ପରେ ଧୀରେ ଧୀରେ ଦୁର୍ବଳ ହେଉଥିବା ବେଳେ ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।…

କେନ୍ଦ୍ର ପକ୍ଷରୁ ତିିତଲି କ୍ଷୟକ୍ଷତି ଲାଗି ‘ଏନଡ଼ିଆରଏଫ’ରୁ ୧୦୨୩ କୋଟି ଟଙ୍କା ସହାୟତା ମଞ୍ଜୁର

ଭୁବନେଶ୍ୱର: ଅକ୍ଟୋବର ମାସରେ ଓଡ଼ିଶାରେ ବାତ୍ୟା ‘ତିତଲି’ ଯୋଗୁ ହୋଇଥିବା କ୍ଷୟକ୍ଷତିର ସହାୟତା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ସହାୟତା ରାଶିର ମଞ୍ଜୁର କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାକୁ ଜାତୀୟ…

ଅହମ୍ମଦାବାଦ ଅସ୍ପିଟାଲରେ ଚିକିତ୍ସାଧିନ ପିଲାମାନଙ୍କୁ ଭେଟିଲେ ନବୀନ

ଅହମ୍ମଦାବାଦ: ଗୁଜରାଟ ଗସ୍ତରେ ଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଅହମ୍ମଦାବାଦସ୍ଥିତ ଶ୍ରୀସତ୍ୟସାଇ ହାର୍ଟ ହସ୍ପିଟାଲରେ ପହଞ୍ଚି ସେଠାରେ ଚିକିତ୍ସାଧିନ ଥିବା ଓଡ଼ିଆ ପିଲାମାନଙ୍କୁ ଭେଟିଛନ୍ତି । ଏହି ହସ୍ପିଟାଲରେ ପାଖାପାଖି ୧୫୦ ଜଣ ପିଲା ହୃଦରୋଗ ଲାଗି ବିନା…

ଘୂର୍ଣ୍ଣିଝଡ଼ ‘ପିଥାଇ’ ଛୁଇଁଲା ଆନ୍ଧ୍ର ସ୍ଥଳଭାଗ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ସ୍ଥଳଭାଗ ଛୁଇଁଲା ଘୂର୍ଣ୍ଣିଝଡ଼ ‘ପିଥାଇ’ । ଏହି ସାମୁଦ୍ରିକ ଝଡ଼ କ୍ରମେ ଦୁର୍ବଳ ହୋଇ ଆନ୍ଧ୍ର ଉପକୂଳ କାକିନାଡ଼ାରୁ ୬୦ କିମି ଦୂର ଏବଂ ପୁଡୁଚେରୀ ଦକ୍ଷିଣରେ ଥିବା ୩୫ କିମି ଦୂର ୟାନମ ସ୍ଥଳଭାଗରେ ପହଞ୍ଚିଛି । ସୋମବାର ଅପରାହ୍ନ ୧୨.୩୦ ସମୟରେ ‘ପିଥାଇ’…

ମଧ୍ୟପ୍ରଦେଶରେ ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କମଳନାଥ

ଭୋପାଳ : ବରିଷ୍ଠ କଂଗ୍ରେସ ନେତା କମଳନାଥ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କମଳନାଥ ପୂର୍ବରୁ ଛିନ୍ଦୱାଡା ସଂସଦୀୟ କ୍ଷେତ୍ରରୁ ୯ଥର ନିର୍ବାଚିତ…

ଧାନର ‘ଏମଏସପି’ ବୃଦ୍ଧି ଦାବି ନେଇ ଜାନୁଆରୀ ୮ ରେ ବିଜେଡିର ସଂସଦ ସାମ୍ନାରେ ବିକ୍ଷୋଭ

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ଦାବିରେ ବିଜୁ ଜନତା ଦଳ ଆସନ୍ତା ଜାନୁଆରୀ ୮ ତାରିଖରେ ସଂସଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ । ଦଳୀୟ କାର୍ଯ୍ୟାଳୟଠାରେ ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ବିଜେଡ଼ି…

ଘୂର୍ଣ୍ଣିଝଡ ‘ପିଥାଇ’, ଗଜପତିରେ ସ୍ଥାନାନ୍ତରୀତ ହେଲେ ୧୧ ହଜାର ଲୋକ

ଭୁବନେଶ୍ୱର : ଘୂର୍ଣ୍ଣିଝଡ ‘ପିଥାଇ’ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା ବେଳେ ଏହାର ପ୍ରଭାବ ଓଡିଶାରେ ମଧ୍ୟ ପଡିବା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଥିଲା । ଫଳରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି।…

ନନ୍ଦନକାନନରେ କାଉ ମଡ଼କ: ବାର୍ଡ୍ ଫ୍ଲୁ ଆଶଙ୍କା ଯୋଗୁଁ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନର ଆଖପାଖ ଅଞ୍ଚଳରେ ବହୁସଂଖ୍ୟାରେ ପକ୍ଷୀ ମଡ଼କ ଦେଖାଯିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି । ଏହି ଅଞ୍ଚଳରେ ବହୁ ସଂଖ୍ୟାରେ କାଉ ମରିଯାଉଥିବା ଲକ୍ଷ୍ୟ କରାଯାଉଥିବା ବେଳେ ବିଭିନ୍ନ ପ୍ରକାରର ପକ୍ଷୀମାନଙ୍କର ମଧ୍ୟ…