Latest Odisha News

BREAKING NEWS

Yearly Archives

2018

କଟକ ଠାରେ ‘ବର୍ଜ୍ୟଜଳ ବିଶୋଧନାଗାର’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ : କଟକ ସ୍ଥିତ ସିଡିଏ-୧ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅତ୍ୟାଧୁନିକ ‘ବର୍ଜ୍ୟଜଳ ବିଶୋଧନାଗାର’ର ଉଦଘାଟନ କରିଛନ୍ତି । ‘ଆମ ସହର ଆମ ଉନ୍ନତି’ କାର୍ଯ୍ୟକ୍ରମର ଏହା ଏକ ପ୍ରକଳ୍ପ । ମିଳିଥିବା ସୂଚନା ଅନୁଯାୟୀ ‘ଆମ ସହର ଆମ ଉନ୍ନତି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି…

ଦାଶରଥି ଦାସଙ୍କ ସମେତ ୪ଜଣ ଓଡିଆ ଲେଖକଙ୍କୁ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’

ଭୁବନେଶ୍ୱର : ଓଡିଶାର ୪ଜଣ ବିଶିଷ୍ଟ ସାହିତ୍ୟିକଙ୍କୁ ୨୦୧୮ ଲାଗି ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ଘୋଷଣା କରାଯାଇଛି । ପ୍ରଖ୍ୟାତ ସାହିତ୍ୟିକ ଡ.ଦାଶରଥି ଦାସ ତାଙ୍କର ପୁସ୍ତକ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ୨୦୧୮ ମନୋନୀତ ହୋଇଛନ୍ତି ।…

ଓଡ଼ିଶା ହାଇକୋର୍ଟରେ ଅଭିଜିତ ଆୟାର ମିତ୍ରଙ୍କୁ ମିଳିଲା ଜାମିନ

କଟକ: ଓଡ଼ିଶା ତଥା ଓଡ଼ିଆ ସଂସ୍କୃତି ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ରଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଅଦାଲତ ସହିଦ ନଗର ଏବଂ କୋଣାର୍କ ପୋଲିସ ଦ୍ୱାରା ରୁଜୁ ହୋଇଥିବା ମାମଲାରେ ଅଭିଜିତଙ୍କୁ ଜାମିନ ପ୍ରଦାନ…

ସେଲଟର୍ ହୋମ ଯୌନ ଶୋଷଣ ମାମଲାରେ ଏନଏଚଆରସି ହସ୍ତକ୍ଷେପ କରିବ

ଭୁବନେଶ୍ୱର: ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଏକ ସେଲଟର୍ ହୋମରେ ଥିବା ନାବାଳକ/ନାବାଳିକା ଅନ୍ତେବାସିନୀଙ୍କ ଉପରେ ହୋଇଥିବା ଯୌନ ଶୋଷଣ ଅଭିଯୋଗକୁ ଭିତ୍ତି କରି ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ ନାମକ ଏନଜିଓ ସଂସ୍ଥାର ଏମଡ଼ି ଫୟାଜ୍ ଅହମ୍ମଦଙ୍କୁ ପୋଲିିସ ଗିରଫ କରିଥିଲେ । ଗିରଫ ହେବା ପରେ ଫୟାଜ୍…

ରାୟଗଡାରେ ନକଲି ମାଓବାଦୀ ଗିରଫ

ରାୟଗଡ଼ା : ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଜଣେ ଠିକାଦାରଙ୍କ ଠାରୁ ବଟି ଆଦାୟ କରୁଥିବା ୨ଜଣଙ୍କୁ ନକଲି ମାଓବାଦୀଙ୍କୁ ରାୟଗଡ଼ା ପୋଲିସ ଗିରଫ କରିଛି । ଏହି ଅଭିଯୁକ୍ତ ଦ୍ୱୟ ରାୟଗଡ଼ା କସ୍ତୁରୀ ନଗରର କେ. ମାଧବ ରାଓ ଏବଂ ଅନ୍ୟଜଣେ ଜେ.କେ.ପୁର ଅଞ୍ଚଳର ଭି. ଜଗନ୍ନାଥ ବୋଲି ଜଣାପଡିଛି ।…

ରାଉରକେଲା ଏନଆଇଟିରେ ଭୟାବହ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି (ଏନଆଇଟି)ରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ କିଛି ଛାତ୍ର ଓ୍ୱାର୍କ୍ସ ଓ…

ରାଉରକେଲା: ସଡକ ଦୁର୍ଘଟଣାରେ ପୋଲିସ ଅଫିସରଙ୍କ ଶୋଚନୀୟ ମୃତ୍ୟୁ

ରାଉରକେଲା: ରାଉରକେଲା ବିର୍ସାମୁଣ୍ଡା ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ମନୋଜ ନାୟକ ଏବଂ ସେ ରାଉରକେଲା ସ୍ଥିତ କୁଆଁରମୁଣ୍ଡା ଫାଣ୍ଡି ରେ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ…

ରାଇରଙ୍ଗପୁର: ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର ଆହତ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ବିଶୋଇ ସ୍ଥିତ ଏକ ପୋଲ ନିକଟରେ ଏକ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡ୍ରାଇଭର ମୃତୁଞ୍ଜୟ ଶ୍ରୀବାସ୍ତବ (୪୫) ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଘର ଝାଡଖଣ୍ଡର ଜାମଶେଦପୁର…

ଅଭିଜିତ ଆୟାରଙ୍କୁ କ୍ଷମା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କଲେ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ

ଭୁବନେଶ୍ୱର : ଅଭିଜିତ ଆୟାରଙ୍କୁ ରାଜ୍ୟ ସରକାର କ୍ଷମା ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହୃଦୟତାକୁ ପ୍ରଂଶସା କରିଛନ୍ତି ବିଜେପି ବରିଷ୍ଠ ନେତା ସୁବ୍ରମଣ୍ୟମ୍ ସ୍ୱାମୀ । https://twitter.com/Swamy39/status/1070077770061950976 ମହାପ୍ରଭୁ ଶ୍ରୀ ଜଗନ୍ନାଥ,…

ସଂସଦ ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩ % ଆସନ ସଂରକ୍ଷଣ ଲାଗି ବିଲ୍ ପାସ୍ ହେଉ: ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ସଂସଦ ତଥା ରାଜ୍ୟ ବିଧାନସଭାମାନଙ୍କରେ ମହିଳା ମାନଙ୍କ ଲାଗି ଏକ ତୃତୀୟାଂଶ ଆସନ ସଂରକ୍ଷଣ ରଖିବା ନେଇ ବିଲ୍ ପାସ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ତାଙ୍କ ପତ୍ରରେ…