ସାତକୋଶିଆରେ କାହ୍ନା ମହାବଳ ବାଘର ମୃତ୍ୟୁ !
ଅନୁଗୁଳ : ବାଘୁଣୀ ‘ସୁନ୍ଦରୀ’କୁ ନେଇ ଚର୍ଚ୍ଚା ଥମିନଥିଲାବେଳେ ‘କାହ୍ନା ବ୍ୟାଘ୍ର ପ୍ରକଳ୍ପ’ରୁ ସାତକୋଶିଆ ଅଣାଯାଇଥିବା ମହାବଳ ବାଘର ମୃତ୍ୟୁ ଘଟିଛି । ସାତକୋଶିଆ କୋର୍ ଅଞ୍ଚଳରୁ ବାଘର ଦେହ ଠାବ କରାଯାଇଛି ।
ଉକ୍ତ ବାଘକୁ ଦୀର୍ଘ ୫ମାସ ହେବ ଟ୍ରାକିଂ କରାଯାଉଥିବାବେଳେ ହଠାତ୍ ବାଘର…