ସଂକଟରେ ସିବିଆଇ
ଭୁବନେଶ୍ୱର: ଯେଉଁ ତଦନ୍ତକାରୀ ସଂସ୍ଥାକୁ ନେଇ ସାରା ଦେଶ ଗର୍ବ କରୁଥିଲା, ଏବେ ସେଇ ସଂସ୍ଥା ଉପରୁ ଯେମିତି ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି । ସିବିଆଇର ଉପର ଅଧିକାରୀମାନଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ତେବେ ଉପର ଅଧିକାରୀଙ୍କ ସହ ସରକାର ଏଥିରେ ରାଜନୀତି ପୁରାଉ ଥିବାରୁ…