କାର୍ତ୍ତିକ ପୂର୍ଣ୍ଣିମା: ୨୫୦୦ ହବିଷ୍ୟାଳୀଙ୍କ ଲାଗି ପୁରୀରେ ମାଗଣା ଖାଇବା ଓ ରହିବା ସୁବିଧା
ପୁରୀ: ଆସନ୍ତା ଅକ୍ଟୋବର ୨୪ ତାରିଖରେ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହେବା ପରିପ୍ରେକ୍ଷୀରେ ହବିଷ୍ୟାଳୀ ବ୍ରତ କରିଥିବା ୨୫୦୦ ବ୍ରତଧାରୀଙ୍କ ଲାଗି ମାଗଣାରେ ରହିବା ଏବଂ ଖାଇବାର ସୁବିଧା ଯୋଗାଇଦିଆଯିବ ।
ଏହି ହବିଷ୍ୟାଳୀ ବ୍ରତ ସମୟରେ ସମ୍ପୂର୍ଣ୍ଣ କାର୍ତ୍ତିକ ମାସ ସମାପ୍ତ ହେବା…