Latest Odisha News

BREAKING NEWS

Yearly Archives

2019

ଆଜି ଶିଶୁ ଦିବସ; ଜାଣନ୍ତୁ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସମ୍ପର୍କରେ କିଛି

ଭୁବନେଶ୍ୱର: ନଭେମ୍ବର ୧୪ ତାରିଖ ଆଜିର ଦିନକୁ ସାରା ଦେଶରେ ‘ଶିଶୁ ଦିବସ’ ଭାବେ ପାଳନ କରାଯାଉଛି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ଦେଶବ୍ୟାପୀ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ । ଆଜି ଏହି ମହାନ ବ୍ୟକ୍ତିତ୍ୱଙ୍କର ୧୩୦ ତମ ଜୟନ୍ତୀ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୪-୧୧-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୧୯ ମସିହା ନଭେମ୍ବର  ତା ୧୪ ରିଖ ଗୁରୁବାର  ତୁଳା ୨୮ ଦିନ ମାର୍ଗଶିର   ମାସ କୃଷ୍ଣ   ପକ୍ଷ   ଦ୍ବିତୀୟା  ତିଥି  ରୋହିଣୀ  ନକ୍ଷତ୍ର ବୃଷ   …

ଓଡ଼ିଶା ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଆଗତ ହେଲା ୮୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍

ଭୁବନେଶ୍ୱର: ବିଧାନସଭାରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୮୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷରେ ଅତିରିକ୍ତ ବଜେଟ ଆଗତ ହୋଇଛି । ଶୀତକାଳୀନ ଅଧିବେଶନର…

ଆସନ୍ତାକାଲି ଏହିସବୁ ଗୁରୁତ୍ତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ !

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲାର ରାୟ ପରେ ଗୁରୁବାର ଆଉ ୨ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବାକୁ ଯାଉଛନ୍ତି ସୁପ୍ରିମକୋର୍ଟ। ସାବରୀମାଲା ଏବଂ ରାଫେଲ ପ୍ରସଙ୍ଗରେ ଦାଖଲ ହୋଇଥିବା ଯାଚିକା ଉପରେ ଗୁରୁବାର ଦିନ ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇବେ ବୋଲି ସୂଚନା…

ଆଉ ୨ ଦିନ ବଢିଲା ଐତିହାସିକ କଟକ ବାଲିଯାତ୍ରା !

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ଦ୍ୱିତୀୟ ଦିନ। ଏହି ଅବସରରେ ଆଉ ୨ ଦିନ ଲାଗି ବାଲିଯାତ୍ରାକୁ ବୃଦ୍ଧି କରାଯାଇଥିବା ବେଳେ ଏହା ଏବେ ନଭେମ୍ବର ୨୧ ତାରିଖରେ ସମାପ୍ତ ହେବ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୮ଦିନ ଧରି ଚାଲିବାକୁ…

ଓଡ଼ିଆ ଝିଅ ଓଁ ନାରାୟଣୀ ହେଲେ ନାସା ବୈଜ୍ଞାନିକ

ଭୁବନେଶ୍ୱର: ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା (ନାସା)ର ବୈଜ୍ଞାନିକ ହୋଇ ନିଜ ପିଲାଦିନର ସ୍ବପ୍ନ ପୂରଣ କରିଛନ୍ତି ଓଡ଼ିଆ ଝିଅ ଓଁ ନାରାୟଣୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ହାଟସାହିର ଝିଅ ନାରାୟଣୀ ଏବେ ଆମେରିକାରେ ବାପା ବିରଞ୍ଚି ନାରାୟଣ ଓ ମାଆ ଗୀତାଞ୍ଜଳିଙ୍କ ସହ…

ଶୀତ ଦିନରେ ଏହିପରି ନିଅନ୍ତୁ ତ୍ୱଚାର ଯତ୍ନ…

ଭୁବନେଶ୍ୱର: ଶୀତ ଦିନ ଆସିବା ମାତ୍ରେ ଆମ ତ୍‌ବଚା ଶୁଷ୍କ ହୋଇ ରୁକ୍ଷ ଦେଖାଯାଏ । ତ୍ୱଚାକୁ ସତେଜ ରଖିବା ପାଇଁ ଶୀତ ଦିନେ ଏହିପରି ନିଅନ୍ତୁ ନିଜ ତ୍ୱଚାର ଯତ୍ନ... କେବଳ ଉଷୁମ ପାଣିରେ ଗାଧୋଇବା ଓ ମଇଶ୍ଚରାଇଜର ଲଗାଇବା ଦ୍ୱାରା ତ୍ୱଚାର କେୟାର ହୁଏ ନାହିଁ । ନିଜ ତ୍ୱଚାକୁ ସତେଜ ରଖିବାକୁ…

ମୋବାଇଲରୁ ପରାମର୍ଶ ନେଇ ବଲାଙ୍ଗୀରର ଏହି ଚାଷୀ କିପରି ଅଧିକ ଅମଳ କରି ଭଲ ଉପାର୍ଜନ କଲେ, ଜାଣନ୍ତୁ…

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡମହୁଲ ଗ୍ରାମର ଦିଲ୍ଲେଶ୍ୱର ସାହୁ ଏବେ ଜଣେ ସଫଳ ଚାଷୀ । ଦିଲ୍ଲେଶ୍ୱରଙ୍କର ୯ ଏକ ଚାଷଜମି ଅଛି । ସେ ତାଙ୍କର ତିନି ଏକର ଚାଷଜମିରେ ଧାନ ଚାଷ କରି ଅବଶିଷ୍ଟ ଜମିରେ ପରିବା ଚାଷ କରିଥାଆନ୍ତି । “ଆମ ପରିବାର କହିଲେ ସମୁଦାୟ…

ଚୋରି କରିବା ପରେ ବ୍ୟାଗରେ ଥିବା ସାର୍ଟିଫିକେଟକୁ ଫେରାଇଲା ଚୋର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଜଣେ ଚୋର ଚୋରି କରିଥିବା ବ୍ୟାଗରେ ଥିବା ସମସ୍ତ ଜିନିଷକୁ ରଖି ଫେରାଇଦେଇଛି ସାର୍ଟିଫିକେଟ । ପ୍ରାପ୍ତ ସୂଚନ ଅନୁଯାୟୀ, ଅକ୍ଟୋବର ୮ ତାରିଖରେ ଜଣେ ଚୋର ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରୁ ଏକ ବ୍ୟାଗ ଚୋରି…

ଜାଣନ୍ତୁ ‘ଲାଲ୍ କିଲ୍ଲା’ ସମ୍ବଦ୍ଧରେ କିଛି ଅଜଣା କଥା

କଳା ସଂସ୍କୃତିର ସାମ୍ରାଜ୍ୟ ଆମଦେଶ ଭାରତ । ନିଜର ଐତିହ ଓ ପରମ୍ପରା ପାଇଁ ସାରା ବିଶ୍ୱରେ ଏହା ସୃଷ୍ଟି କରିପାରିଛି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଭାରତର କୋଣ ଅନୁକୋଣରୁ ଭାସି ଆସେ ଏହାର ମହାନତାର ବାସ୍ନା । ଏଠାକାର ମନ୍ଦିର ଓ ପ୍ରସ୍ତର ଆଜିବି ନିଜ ଭିତରେ ସାଇତି ରଖିଛନ୍ତି ହଜାର ହଜାର…