Latest Odisha News

BREAKING NEWS

Yearly Archives

2019

ଏହି ଘରୋଇ ଉପଚାର ମାଧ୍ୟମରେ ନିଶ୍ଚିତ ଭଲ ହୋଇଯିବ ଅଧକପାଳି ମୁଣ୍ଡବିନ୍ଧା !

ଭୁବନେଶ୍ୱର: ଅଧକପାଳି ମୁଣ୍ଡବିନ୍ଧା ବା ମାଇଗ୍ରେନ ଯାହାର ହୋଇଥାଏ ସେ ହିଁ କେବଳ ତାର କଷ୍ଟ ଅନୁଭବ କରିପାରେ । ଏବେ ଅଧିକାଂଶ ଲୋକ ଏହି ରୋଗରେ ପୀଡିତ। ଯେତେବେଳେ ଏଭଳି ମୁଣ୍ଡବିନ୍ଧା ହୋଇଥାଏ ସେତେବେଳେ କଣ କରିବେ କଣ ନାହିଁ କିଛି ବୁଝାପଡିନଥାଏ । ସ୍ମାର୍ଟଫୋନ୍, ଟିଭି, କମ୍ପ୍ୟୁଟର…

କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ କଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ହିନ୍ଦୁମାନଙ୍କ ପାଇଁ ଏହି ପୂର୍ଣ୍ଣିମାର ମହତ୍ୱ ସର୍ବାଧିକ । ଏହି ଦିନ ଚନ୍ଦ୍ର କିରଣରେ ପ୍ରଚୁର ପରିମାଣର ସକାରାତ୍ମକ ଶକ୍ତି ରହିଥାଏ । ଏହି ପୂର୍ଣ୍ଣମୀରେ ଉପବାସ ବ୍ରତ ରଖିଲେ ହଜାରେ ଅଶ୍ୱମେଧ ଯଜ୍ଞ ଓ ରାଜସ୍ବୟ ଯଜ୍ଞର…

୫ଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ କଂଗ୍ରେସ: ନରସିଂହ ମିଶ୍ର

ଭୁବନେଶ୍ୱର : ଓଡିଶା ବିଧାନସଭାରେ ଆସନ୍ତା ନଭେମ୍ବର ୧୩ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳନୀନ ଅଧିବେଶନ । ଏହି ଅବସରରେ ରାଜ୍ୟରେ ୫ଟି କାର୍ଯ୍ୟକାରିତା ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବା ପାଇଁ ଯୋଜନା କରୁଛି ବିରୋଧି କଂଗ୍ରେସ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ…

ଖୋର୍ଦ୍ଧା ଗଣଦୁଷ୍କର୍ମ ଘଟଣା: ପ୍ରମାଣ ଅଭାବରୁ କାର୍ ଡ୍ରାଇଭରଙ୍କୁ ଛାଡିଲା ପୋଲିସ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଚଳନ୍ତା ଗାଡି ମଧ୍ୟରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପ୍ରମାଣ ନମିଳିବାରୁ ସୋମବାର ଦିନ ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଛାଡିଦେଇଛି । ଗତ ନଭେମ୍ବର ୭ ତାରିଖରେ ପିଏନ୍ କଲେଜ ନିକଟ ୧୬ନଂ ଜାତୀୟ ରାଜପଥ ନିକଟରେ ସମ୍ପୃକ୍ତ ପିଡିତାଙ୍କୁ…

ଖୁବଶୀଘ୍ର ପରଦାକୁ ଆସୁଛି ଓଡିଆ ଫିଲ୍ମ ‘କିଏ ହେବ ମୋ ହିରୋଇନ୍’

ଭୁବନେଶ୍ୱର: ଏକ୍ସସେଲ୍ ମିଡିଆ ଦ୍ୱାରା ନିର୍ମିତ ‘କିଏ ହେବ ମୋ ହିରୋଇନ୍’ ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ ‘ଦେବଦାସ’ ଫିଲ୍ମର ଲିଡ୍ ହିରୋ ଅସିତ୍ ପାତ୍ରଙ୍କୁ । ଏକ୍ସସେଲ୍ ବ୍ୟାନରର ଏହା ୮ମ ଫିଲ୍ମ ହୋଇଥିବାବେଳେ ଫିଲ୍ମର ନିର୍ଦ୍ଦେଶକ ଭାବେ ରହିଛନ୍ତି ରବିନ୍ଦ୍ର ପଣ୍ଡା । ମୁମ୍ବାଇରେ…

କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗର ଶୋଭାକୁ ଦ୍ବିଗୁଣିତ କରିବ ଏହି ସ୍ବତନ୍ତ୍ର ଡଙ୍ଗା

ଭୁବନେଶ୍ୱର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବକୁ ଅତି ଶ୍ରଦ୍ଧାର ସହ ପାଳନ କରାଯାଏ । ଶ୍ରଦ୍ଧାଳୁ ମାନେ ବଢି ଭୋରୁ ଉଠି ନିଜ ନିଜ ବୋଇତକୁ ପାନ ଗୁଆରେ ସଜାଇ ଭସାଇଦିଅନ୍ତି । କୁହାଯାଏ ପବିତ୍ର କାର୍ତିକମାସର ଶେଷ ଦିନରେ ଏହିଭଳି ବୋଇତ ଭାସାଇଲେ କୋଟି…

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାନ୍ଦିପୋରାଠାରେ ସୋମବାର ଦିନ ସୁରକ୍ଷାକର୍ମୀଙ୍କୁ ଗୁଳିରେ ଦୁଇ ଜଣ ଅତଙ୍କାବାଦୀ ନିହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ରବିବାର…

ହାଇଦ୍ରାବାଦରେ ୨ଟି ଟ୍ରେନ୍ ମୁହଁମୁହିଁ ଧକ୍କା, ବହୁ ଯାତ୍ରୀ ଆହତ

ହାଇଦ୍ରାବାଦ: ହାଇଦ୍ରାବାଦର କୋଚିଗୁଡା ରେଳ ଷ୍ଟେସନ୍ ନିକଟରେ ୨ଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବାଫଳରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1193781933689323520?s=08 ଗଣମାଧ୍ୟମରେ…

ପାରାଦୀପର ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା: ଆଜି ହେଉଛି ପ୍ରଥମ ଦିନ

ପରାଦ୍ବୀପ: ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ କଳିଙ୍ଗ ବଳିଯାତ୍ରା । ପରାଦ୍ବୀପ ଠାରେ ଅନୁଷ୍ଠିତ ହେଉଥିବା ଏହି ପ୍ରସିଦ୍ଧ ଯାତ୍ରା ପାଇଁ ବାଲିଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ଆଜିଠାରୁ ଆରମ୍ଭ ହୋଇ ୧୮ ତାରିଖ ଯାଏଁ ଚାଲିବ ଏହି ମେଳା ।…

ମୋବାଇଲ୍ ଫାଟି ଶ୍ରମିକଙ୍କ ମୃତ୍ୟୁ

ପାରାଦୀପ: ପାରାଦୀପର ଅଠରବାଙ୍କୀ ଅଞ୍ଚଳରେ କୌଣସି କାରଣବଶତଃ ମୋବାଇଲ୍ ଫାଟିଯିବା ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କର ଘର ନୟାଗଡ ଅଞ୍ଚଳରରଣପୁର ଗ୍ରାମର ମୁନା ପ୍ରଧାନ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ଶ୍ରମିକ ଜଣକ ପାରାଦୀପ ଜଗନ୍ନାଥ ଟ୍ରକ୍…