ଆଇଏମଡ଼ିର ପୂର୍ବାନୁମାନକୁ ଲକ୍ଷ୍ୟ ରଖି ସରକାର ପଦକ୍ଷେପ ଗ୍ରହଣ କରିବେ: ଏସଆରସି
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ କ୍ରମେ ଓଡିଶା ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତଥିବା ବୁଧବାର ଦିନ ଓଡିଶା ସରକାର ସୂଚନା ପ୍ରଦାନ କରିଛନ୍ତି ।
ଗଣମାଧ୍ୟମକୁ ସୂଚନାଦେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି ଯେ, ଜାତୀୟ ପାଣିପାଗ…