ଭାରତୀୟ ମହିଳା ହକି ଦଳକୁ ମିଳିଲା ଟୋକିଓ ଅଲିମ୍ପିକ୍ସ ଟିକଟ; ଉନ୍ନତ ଗୋଲ ବ୍ୟବଧାନରେ ଯୋଗ୍ୟତା ଅର୍ଜନ
ଭୁବନେଶ୍ୱର: ଏଫଆଇଏଚ ଅଲିମ୍ପିକ୍ସ କ୍ୱାଲିଫାୟାର୍ସ ହକି ମ୍ୟାଚରେ ଆଜି ଭାରତୀୟ ମହିଳା ହକି ଦଳ ଆମେରିକା ଟିମଠୁ ୧-୪ ଗୋଲ ବ୍ୟବଧାନରେ ପରାଜୟ ବରଣ କରି ମଧ୍ୟ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିପାରିଛି ।
କଳିଙ୍ଗ ଷ୍ଟାଡ଼ିୟମରେ ଗତକାଲି ଖେଳାଯାଇଥିବା ଆମେରିକା ବିପକ୍ଷ ମ୍ୟାଚରେ ଭାରତ ୫-୧…