Latest Odisha News

BREAKING NEWS

Yearly Archives

2019

ରାଜଧାନୀ ଏକ୍ସପ୍ରେସରେ ଉତ୍କଳୀୟ ସଂସ୍କୃତି ଓ କଳାର ଝଲକ

ଭୁବନେଶ୍ୱର: ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଦେଖିବାକୁ ମିଳିଛି ଉତ୍କଳୀୟ ସଂସ୍କୃତି ଓ କଳାର ଝଲକ । ଗୁରୁବାର ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଟ୍ରେନକୁ ସବୁଜ ପତାକା ଦେଖାଇଥିଲେ । ଏହି ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନରେ ଭୁବନେଶ୍ୱର ସାଂସଦ ଅପରାଜିତା…

ବିଦାୟ ୨୦୧୯: କ’ଣ ଥିଲା ଏଥରର ଚର୍ଚ୍ଚିତ ଘଟଣାବଳୀ…

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ବର୍ଷ ୨୦୧୯ ବିଦାୟ ନେବାକୁ ଯାଉଥିବା ବେଳେ ଏକ ନୂଆ ଉତ୍ସାହ ଉନ୍ମାଦନାର ସହ ନବବର୍ଷକୁ ପ୍ରାୟ ସମସ୍ତେ ଆଗଭର ହୋଇପଡିଲେଣି । କ୍ୟାଲେଣ୍ଡରେ ପୁଣି ଏକ ପୁରୁଣା ବର୍ଷ ଭାବେ ଯୋଡିହେବାକୁ ଯାଉଥିବା ବର୍ଷ ୨୦୧୯ କାହା ଜୀବନରେ ସୁଖ ଭରିଦେଇଥିଲା ତ ଆଉ କାହା…

ସୂର୍ଯ୍ୟପରାଗ ଲାଗି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ

ପୁରୀ: ସୂର୍ଯ୍ୟପରାଗ ଅବସରରେ ଗୁରୁବାର ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ନୀତି ନିର୍ଘଣ୍ଟ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗତକାଲି ସାରାରାତି ଶ୍ରୀମନ୍ଦିର ଖୋଲା…

ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ୍ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁବାର ଦିନ ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ଦଳ…

୨୦୧୯ର ଶେଷ ସୂର୍ଯ୍ୟପରାଗ: ଜାଣନ୍ତୁ, କେଉଁଠି ହେବ ଦୃଶ୍ୟମାନ

ଭୁବନେଶ୍ୱର: ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଡିସେମ୍ବର ୨୬ ତାରିଖରେ ପଡୁଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାହୁ, କେତୁ ଯେଉଁ ଛାୟା ଗ୍ରହ ଅଛନ୍ତି ସେମାନେ ସୂର୍ଯ୍ୟ ବା ଚନ୍ଦ୍ରଙ୍କୁ ଗ୍ରାସ କରିଲେ ତାହା ଗ୍ରହଣ ବା ପରାଗ ହୋଇଥାଏ । ଏହି ସୂର୍ଯ୍ୟପରାଗ ଡିସେମ୍ବର ୨୬ ତାରିଖରେ ଏସିଆ,…

ଆସନ୍ତା ଜାନୁଆରୀ ୬ରୁ ୨୫ତମ ଗ୍ଲୋରି ଫେଷ୍ଟ ଆରମ୍ଭ

ପୁରୀ: ପୁରୀର ଯୁବ ସାଂସ୍କୃତିକ ଅନୁଷ୍ଠାନ ‘ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର’ ପକ୍ଷରୁ ଆସନ୍ତା ଜାନୁଆରୀ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ୨୫ତମ ଗ୍ଲୋରି ଫେଷ୍ଟ-୨୦୨୦ ଆୟୋଜିତ କରାଯାଉଛି । ଏହି ସମାରୋହରେ ଯୋଗଦାନ ଲାଗି ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୧ହଜାର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୨୬-୧୨-୨୦୧୯ ଗୁରୁବାର *-ଜ୍ଯୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା୨୬ ରିଖ ଗୁରୁବାର ଧନୁ ୧୧ ଦିନ ପୌଷ ମାସ କୃଷ୍ଣ ପକ୍ଷ ଅମାବାସ୍ଯା ଭୁକ୍ତ ପ୍ରତିପଦା ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-:…

୨୦୧୯ ବର୍ଷର ଶେଷ ସୂର୍ଯ୍ୟପରାଗ: କେତେ ଶୁଭ କେତେ ଅଶୁଭ

ଭୁବନେଶ୍ୱର: ପୁରାଣ କଥା ଅନୁସାରେ ରାହୁ, କେତୁ ଯେଉଁ ଛାୟା ଗ୍ରହ ଅଛନ୍ତି ସେମାନେ ସୂର୍ଯ୍ୟ ବା ଚନ୍ଦ୍ରଙ୍କୁ ଗ୍ରାସ କରିଲେ ତାହା ଗ୍ରହଣ ବା ପରାଗ ହୋଇଥାଏ । ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଡିସେମ୍ବର ୨୬ ତାରିଖରେ ପଡୁଛି । ଏହିଦିନ ମଧ୍ୟ ଗୁରୁବାର, ପୌଷ ଅମାବାସ୍ୟା । ଏହି ଦିନରେ…

ସାବଧାନ ! ସୂର୍ଯ୍ୟପରାଗ ସମୟରେ କ’ଣ କରିବା ଅନୁଚିତ୍ ଜାଣନ୍ତୁ…

ଭୁବନେଶ୍ୱର: ଗୁରୁବାର ୨୬ ତାରିଖ  ପୌଷକୃଷ୍ଣ ଅମାବାସ୍ୟାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ସମ୍ପୂର୍ଣ ଭାରତରେ ଦୃଶ୍ୟମାନ ହେବ ଏହି ପରାଗ କାଳର ଅବଧି (ଘ୦୩/୦୯ମି)ତିନିଘଣ୍ଟା ନଅ ମିନଟ ରହିବ ,ପରାଗସ୍ପର୍ଶ ଦିବା ଘ୦୮.୨୦ ମିନଟ ରେ ହେବ ପରାଗ ମଧ୍ୟକାଳ ଦିବା ଘ ୦୯/୫୪ ମିନଟ ଏବଂ ପରାଗ…

୪ ବର୍ଷ ପରେ ଫେଡ୍ କପ ଟିମକୁ ଫେରିଲେ ସାନିଆ

ମୁମ୍ବାଇ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ୪ ବର୍ଷ ପରେ ଫେଡକପ ଟିମରେ ସ୍ଥାନ ପାଇଛନ୍ତି । ଏସିଆ ଓସିଏନ ଗ୍ରୁପ ଏ’ ମୁକାବିଲା ପାଇଁ ସାନିଆଙ୍କୁ ଏହି ଦଳରେ ସାମିଲ କରାଯାଇଛି । ଅଙ୍କିତା ରୈନା, ରିୟା ଭାଟିଆ ଋତୁଜା ଭୋଁସେଲ ଓ ଅଧିନାୟକ କରଗନ କୌର ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି ।…