ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୭୦ଟି ଦୋକାନ
ସମ୍ବଲପୁର: ସମ୍ବଲପୁରସ୍ଥିତ ଗୋଲବଜାର ଦୈନିକ ପରିବା ମାର୍କେଟରେ ସୋମବାର ଦିନ ଅଗ୍ନିକାଣ୍ଡ ଘଟି ପ୍ରାୟ ୭୦ଟି ଦୋକାନ ଜଳିଜାଇଛି ।
ଏଏନଆଇ ସୂତ୍ରରୁ ଜଣାପଡ଼ିଛି ଯେ, ବଜାରରେ ଥିବା ଏକ ପୂଜା ପେଣ୍ଡାଲରେ ଦୀପ ଦ୍ୱାରା ନିଆଁ ଲାଗି ଯାଇଥିଲା । ଦିନ ପ୍ରାୟ ୨ଟା ୩୦ ସମୟରେ ଏହି ଅଗ୍ନିକାଣ୍ଡ…