Latest Odisha News

BREAKING NEWS

Yearly Archives

2019

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଭାଇ-ଭଉଣୀ ମୃତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଦେଓଗାଁ-ତୁଷୁରା ନିକଟ ମହିପୁର ଛକଠାରେ ଆଜି ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଭାଇ-ଭଉଣୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ମହିପୁର ରାସ୍ତାଦେଇ ଏକ ବାଇକ୍ ଯୋଗେ ଉଭୟ ଭାଇ ଓ ଭାଉଣୀ ଯାଉଥିବା ବେଳେ ଏକ ଟ୍ରକ…

ପାର୍ବଣରେ ବୁଲିଯାଆନ୍ତୁ ଝଙ୍କଡ ବାସିନୀ ମାଆ ସାରଳାଙ୍କ ପୀଠ

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ପାର୍ବଣର ମାହୋଲ । ଜଗତଜନନୀ ମାଆ ଦୁର୍ଗାଙ୍କ ଦଶହରା ପୂଜା ପରେ ଆଗକୁ ଆସୁଛି ମା କାଳୀଙ୍କ ପୂଜା । ପାର୍ବଣର ଏହି ମାହୋଲରେ ବୁଲି ଯାଆନ୍ତୁ ଜଗତସିଂହପୁର ଝଙ୍କଡ଼ ସ୍ଥିତ ମା' ସାରଲଙ୍କ ପୀଠ । ହିନ୍ଦୁମାନଙ୍କ ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ମଧ୍ୟରୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୫-୧୦-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୫ ତାରିଖ ମଙ୍ଗଳବାର କନ୍ୟା ୨୯ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଦ୍ବିତୀୟାତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର…

ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ ପାଇବେ ଅର୍ଥନୀତିରେ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ଆମେରିକାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ତଥା ବିଶିଷ୍ଟ ଅଥନୀତିଜ୍ଞ ଅଭିଜିତ ବାନାର୍ଜୀ ଅର୍ଥନୀତି ଲାଗି ଚଳିତ ବର୍ଷର ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ନ୍ୟୁୟର୍କଠାରେ ୨୦୧୯ ବର୍ଷ ଲାଗି ଅର୍ଥନୀତିରେ ଯେଉଁ ୩ ଜଣ ବ୍ୟକ୍ତି ନୋବେଲ୍ ପୁରସ୍କାର ପାଇବାକୁ…

ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସକୁ ଉଦଘାଟନ କରିବେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ କୁ ଉଦଘାଟନ କରିବେ। ଆସନ୍ତାକାଲିଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନର ପ୍ରଚଳନକୁ ରେଳ ମନ୍ତ୍ରଣାଳୟ ସ୍ଥିର କରିଅଛି I ଭୁବନେଶ୍ୱର ଠାରୁ ଏହି ଟ୍ରେନ…

ହସ୍ପିଟାଲ୍ ବାରଣ୍ଡାରେ ଗର୍ଭବତୀ ମହିଳାଙ୍କ ଯାଆଁଳା ଶିଶୁ ପ୍ରସବ !

ଭଦ୍ରକ: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିକେ ପାଣ୍ଡିଆନ୍ ଭଦ୍ରକ ଜିଲ୍ଲାରେ ‘ମୋ ସରକାର’ କାର୍ଯ୍ୟକ୍ରମ ତଦାରଖ କରିବାର କିଛି ଘଣ୍ଟା ପୂର୍ବରୁ ସୋମବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାରଣ୍ଡାରେ ଜଣେ ମହିଳା ଯାଆଁଳା ଶିଶୁ ପ୍ରସବ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ତିହିଡ଼ି…

ଭିନ୍ନମୋଡ଼ ନେଲା ଚୌଦ୍ୱାର ଡ଼ବଲ୍ ଏନକାଉଣ୍ଟର୍; ଅପରାଧୀଙ୍କ ପ୍ରେମିକା ମଧ୍ୟ ଗ୍ୟାଙ୍ଗରେ ସଂପୃକ୍ତ !

କଟକ: ଚୌଦ୍ୱାର ପୋଲିସ ଦ୍ୱାରା ୨୪ ଘଣ୍ଟା ମଧ୍ୟରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଏନକାଉଣ୍ଟର୍ ମାଧ୍ୟମରେ ଏନକାଉଣ୍ଟର୍ କରି ଗିରଫ କରାଯାଇଥିଲା । ଗିରଫ ହୋଇଥିବା ଏହି ଅପରାଧୀମାନଙ୍କ ମଧ୍ୟରୁ ଜଣେ ଅପରାଧୀଙ୍କ ପ୍ରେମିକା ସମେତ ୩ ଜଣ ପରିବାର ସଦସ୍ୟଙ୍କୁ ସୋମବାର ଦିନ ଗିରଫ କରିଛି କମିଶନରେଟ…

ମୁମ୍ବାଇ କମର୍ସିଆଲ୍ ବିଲ୍ଡିଂ ୨୨ମହଲାରେ ଅଗ୍ନିକାଣ୍ଡ, ଚାଲିଛି ଉଦ୍ଧାର କାର୍ଯ୍ୟ

ମୁମ୍ବାଇ: ମୁମ୍ବାଇର ଅନେ୍ଧରୀ ଅଞ୍ଚଳରେ ରହିଥିବା ଏକ କମର୍ସିଆଲ୍ ବିଲ୍ଡିଂରେ ସୋମବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅପରାହ୍ନ ସମୟରେ ଏହି କମ୍ପେ୍ଲକ୍ସଟିର ୨୨ମହଲାରେ ନିଆଁ ଲାଗିଯାଇଥିବାର ସୂଚନା ମିଳିଛି । Maharashtra: Fire breaks out at a commercial building in…

ଗ୍ରାହକଙ୍କ ଲାଗି ଦିୱାଲୀ ଅଫର; ୮,୦୦୦ ଟଙ୍କା ଡ଼ିସକାଉଣ୍ଟରେ ମିଳୁଛି ଓପୋ କେ-୧ !

ମୁମ୍ବାଇ: ଅଗ୍ରଣୀ ମୋବାଇଲ୍ ନିର୍ମାତା କମ୍ପାନୀ ଓପୋ କେ-୧ ସିରିଜ୍ ଫୋନରେ ଏବେ ଫିଙ୍ଗରପ୍ରିଣ୍ଟ ସେନସର୍ ଡ଼ିସପ୍ଲେ ଉପଲବ୍ଧ ହେଉଛି । ଗ୍ରାହକମାନେ ଓପୋ କେ-୧ ମୋବାଇଲ୍ ଫୋନ ଫ୍ଲିପକାର୍ଟ ଅନଲାଇନ ମାଧ୍ୟମରେ ମଧ୍ୟ କ୍ରୟ କରିପାରିବେ । ଏହି ଫୋନ ୧୮,୯୯୦ ଟଙ୍କାରେ ପ୍ରଥମେ ବିକ୍ରି ହେଉଥିଲେ…