Latest Odisha News

BREAKING NEWS

Yearly Archives

2019

ଆସନ୍ତା ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ୨୦୨୦ ମସିହା ଫେବ୍ରୁଆରୀ ମାସ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜଣାପଡିଛି। ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ମଧ୍ୟରେ ସମାପ୍ତ ହେବ । ପରୀକ୍ଷା ସମୟ ସକାଳ ୧୦ଟାରୁ…

ଜାନୁଆରୀ ୨୫ରୁ ଆରମ୍ଭ ହେବ ସମସ୍ତ +୨ ପ୍ରାକ୍ଟିକାଲ୍ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୫ରୁ ଆରମ୍ଭ ହେବ +୨ ପ୍ରାକ୍ଟିକାଲ ପରୀକ୍ଷା । ଏନେଇ ଆସନ୍ତା ଜାନୁଆରୀ ୫ରୁ ୧୫ତାରିଖ ମଧ୍ୟରେ ସବୁ କଲେଜର ଭିତ୍ତିଭୂମି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଯଦିଓ ଜାନୁଆରୀ ୧୫ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା…

୨୦୧୯: କ୍ରିକେଟର ୬ ବଡ଼ ବିବାଦୀୟ ମୂହୁର୍ତ୍ତ…

ଭୁବନେଶ୍ୱର: ୨୦୧୯ ସରିବାକୁ ବସିଛି । ଭାରତୀୟ କ୍ରିକେଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜରେ ବିଜୟ ହାସଲ କରିବା ସହ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଶେଷ କରିବାକୁ ଯାଉଛି । ତେବେ ଆମେ ୨୦୧୯ରେ କ୍ରିକେଟର ଘଟିଥିବା ୬ ବିବାଦ ବିଷୟରେ ନିମ୍ନରେ ଉଲ୍ଲେଖ କରୁଛୁ । କଫି ୱିଥ କରଣ ବିବାଦ:…

ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ..

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରେ ଆଜିଠାରୁ ( ଡିସେମ୍ବର ୨୪) ଆରମ୍ଭ ହେଉଛି ବେଳାଭୂମି ମହୋତ୍ସବ । ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଠାରେ ପହଂଚି ସେଠାରୁ ଗୋପାଳପୁର…

ବଜ୍ରକାପ୍ତା ଚାଲାଣ ନେଇ ଖୋଲୁଛି ନୂଆ ଗୁମର

ଆଠଗଡ: ବଜ୍ରକାପ୍ତା ଚାଲାଣର କିଙ୍ଗପିନ ମାଧବ ଚନ୍ଦ୍ର ପାତ୍ରକୁ ସୋମବାର ଦିନ ବନବିଭାଗ ଅଧିକାରୀମାନେ ୮ଘଣ୍ଟା ମାରାଥନ ଜେରା କରିଥିବା ବେଳେ ଏନେଇ ନୂଆ ଗୁମର ଫିଟୁଛି । ଗଣମାଧ୍ୟମକୁ ମଙ୍ଗଳବାର ଦିନ ସୂଚନା ଦେଇ ଆଠଗଡ ଡିଏଫଓ ସସ୍ମିତା ଲେଙ୍କା କହିଛନ୍ତି “ଏହି ର‌୍ୟାକେଟରେ ଆହୁରି ୧୦ ଜଣ…

ପୁରୀ ଗଣଦୁଷ୍କର୍ମ ମାମଲା: ୬ ଅଭିଯୁକ୍ତଙ୍କ ବିରୋଧରେ ପୋଲିସର ଚାର୍ଜସିଟ୍

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ୬ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଏସପି ଉମା ଶଙ୍କର ଦାସ କହିଛନ୍ତି ଯେ “ଏହି ଘଟଣାର ୨୦ ଦିନ ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍…

ଜାନୁଆରୀ ୧ ନୂଆବର୍ଷ: କାହିଁକି ଓ କେବେଠୁଁ ପାଳନ ହେଉଛି ଜାଣନ୍ତୁ…

ଭୁବନେଶ୍ୱର: ଆଉଦିନ କେଇଟା ପରେ ସରିଯିବ ୨୦୧୯ । ଜାନୁଆରୀ ୧ରୁ ଆରମ୍ଭ ହେବ ଆଉ ଏକ ନୂଆବର୍ଷ । ପ୍ରତ୍ୟେକ ବର୍ଷ ଜାନୁଆରୀ ୧କୁ ଆମେ ଇଂରାଜୀ ନୂଆବର୍ଷ ରୂପରେ ପାଳନ କରନ୍ତି । ତେବେ କଣ ଆପଣ ଜାଣନ୍ତି ଜାନୁଆରୀ ୧ କୁ ନୂଆବର୍ଷ ରୂପରେ କାହିଁକି ପାଳନ କରାଯାଏ ? ଆଜି ଆମେ ଆପଣଙ୍କ ଜଣାଇବୁ ଏହାର…

ଜ୍ୟୋତିର ପ୍ରତୀକ ‘ଅରୁଣ ସ୍ତମ୍ଭ’; ଜାଣନ୍ତୁ କ’ଣ ରହିଛି ପୌରାଣିକ କଥାବସ୍ତୁ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ (ପୂର୍ବ ଦ୍ୱାରରେ) ଶୋଭା ପାଉଛି ଅରୁଣ ସ୍ତମ୍ଭ । ଭାରତର କୌଣସି ବିଷ୍ଣୁ ମନ୍ଦିର ସମ୍ମୁଖରେ ଅରୁଣ ସ୍ତମ୍ଭ ନାହିଁ । ମାତ୍ର ପୁରୀରେ ଏହାର ବ୍ୟତିକ୍ରମ ମାତ୍ର । ଏହାର କାରଣ ହେଲା ସୂର୍ଯ୍ୟଦେବଙ୍କ ସାରଥୀ ହେଲେ ଅରୁଣ । ତେବେ ଏହା କିପରି…

ଆସୁଛି ନୂଆବର୍ଷ: କଣ ରହିବ ଆପଣଙ୍କ ‘ନିୟୁ ଇୟର ରିଜଲ୍ୟୁସନ’ !

ଭୁବନେଶ୍ୱର: ଆଗକୁ ଆସୁଛି ନୂଆବର୍ଷ । ଅନେକ ଭଲ ଓ ଖରାପ ସ୍ମୃତି ଦେଇଥିବା ୨୦୧୯ ଆଉକିଛି ଦିନ ପରେ ବିଦାୟ ନେବ । ପୁରୁଣା ସ୍ମୃତିକୁ ଛାତିରେ ଚାପି ଧରି ଆମେ ଆଉ ଏକ ନୂତନ ବର୍ଷରେ ପାଦ ରଖିବା । ନୂଆ ଉନ୍ମାଦନା ଓ ନୂଆ ଆଶା ନେଇ ପୁଣିଥରେ ଜୀବନରେ ରଙ୍ଗ ଭରିବାକୁ ଚେଷ୍ଟା କରିବା ।…

ନୂଆବର୍ଷରୁ ଥରିବ ଓଡିଶା, ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ଜାନୁଆରୀ ୧ ତାରିଖ ବେଳକୁ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସତର୍କ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି…