‘ଆଦାନୀ ଫାଉଣ୍ଡେସନ’ର ପଶୁଧନ ଚିକିତ୍ସା ଶିବିର: ଚିକିତ୍ସିତ ହେଲେ ୪୨୬ ପ୍ରାଣୀ
ଧାମରା: ଆଦାନୀ ଫାଉଣ୍ଡେସନ ପକ୍ଷରୁ ଶୁକ୍ରବାର ଦିନ ଭଦ୍ରକ ଜିଲ୍ଲା ପଶୁଚିକିତ୍ସା ବିଭାଗ ସହଯୋଗରେ ଭଦ୍ରକ ଜିଲ୍ଲା କରଞ୍ଜମାଳ ଅନ୍ତର୍ଗତ ବାଜରପୁର ଗ୍ରାମରେ ଏକ ପଶୁଧନ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଆଦାନୀ ଧାମରା ପୋର୍ଟର ସିଏସ୍ଆର୍ ପ୍ରମୁଖ ଅଂଶ ଭାବେ ଆଦାନୀ ଫାଉଣ୍ଡେସନ…