ଶେଷ ପର୍ଯ୍ୟାୟରେ ଶାରଦୀୟ ପୂଜା, ସିନ୍ଦୁର ଖେଳରେ ବିଦାୟ ନେଲେ ମା’
ଭୁବନେଶ୍ୱର: ଶେଷ ପର୍ଯ୍ୟାୟରେ ମାଆଙ୍କ ଶାରଦୀୟ ଦୁର୍ଗାପୂଜା । ଆସନ୍ତାକାଲି ମେଲାଣି ନେବେ ମାଆ ଦଶଭୁଜା । ପୁଣି ଆଉ ଏକ ବର୍ଷର ଅପେକ୍ଷା ।
ଓଡ଼ିଆ ପରମ୍ପରା ଅନୁଯାୟୀ ଆସନ୍ତାକାଲି ଦେବୀଙ୍କୁ ମେଲାଣି ଦିଆଯିବ। କିନ୍ତୁ ବଙ୍ଗୀୟ ପରମ୍ପରା ଅନୁସାରେ ଦେବୀଙ୍କୁ ଆଜି ବିଦାୟ ଦିଆଯାଇଥାଏ। ତେବେ…