ଆଜି ‘ଦଶହରା’, ଜାଣନ୍ତୁ ମାଆଙ୍କ ବିଷୟରେ କିଛି ଅଜଣା କଥା
ଭୁବନେଶ୍ୱର: ଜଗତଜନନୀ ମାଦୁର୍ଗାଙ୍କ ଶାରଦୀୟ ପୂଜାର ଆଜି ହେଉଛି ଶେଷଦିନ । ଆଜିର ଦିନକୁ ଦଶହରା ବୋଲି ମଧ୍ୟ କୁହାଯାଏ । ତେବେ କ'ଣ ଆପଣ ଜାଣନ୍ତି ଏହାର ନାମକରଣ ଏପରି କାହିଁକି ହୋଇଛି । କ'ଣ ରହିଛି ଏହାର ପୌରଣିକ କାରଣ.... ପଢନ୍ତୁ
ମାଆଙ୍କର ଏହି ଶାରଦୀୟ ପୂଜା ଆଶ୍ୱିନ ଶୁକ୍ଳ ଦଶମୀ…