ପୁରୀର ପ୍ରସିଦ୍ଧ ଦୁର୍ଗାପୂଜା: ଗୋସାଣୀ ଯାତ୍ରା
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଲାଗି ପୁରୀ ଶ୍ରୀକ୍ଷେତ୍ର ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । କୋଟି କୋଟି ଓଡ଼ିଆଙ୍କ ଲାଗି ଭିନ୍ନ ପରିଚୟ ସୃଷ୍ଟି କରିଥାଏ ପୁରୀର ପରମ୍ପରା ଏବଂ ପର୍ବ ପର୍ବାଣୀ । ବାରମାସରେ ତେର ପର୍ବ ପୁରୀରେ ଅନୁଷ୍ଠିତ ହେଉଥିଲେ ମଧ୍ୟ…