ଜାଣନ୍ତୁ, ଓଡ଼ିଶାର ଏହି ମୁସଲିମ ଦେବୀଭକ୍ତଙ୍କୁ ଯିଏକି ପ୍ରତିବର୍ଷ କରନ୍ତି ଦୁର୍ଗାପୂଜା !
ଭୁବନେଶ୍ୱର: କୋହିନୂର୍ ଇସଲାମ ମୁସଲମାନ ଧର୍ମାବଲମ୍ବୀ ହେଲେ ମଧ୍ୟ ଆଜକୁ ଦୀର୍ଘ ଏକତିରିଶ ବର୍ଷ ଧରି ନିଜ ଗାଁରେ ଦୁର୍ଗା ପୂଜୋତ୍ସବ ଆୟୋଜନ କରି ଆସୁଛନ୍ତି । ନମାଜ ପାଠ କରିବା ସହିତ ସେ ଘରେ ଗୀତା, ଭାଗବତ, ବେଦ ଉପନିିଷେଦ ତଥା ଶ୍ରୀଦୁର୍ଗାଙ୍କ ଚଣ୍ଡିତତ୍ତ୍ୱ ପଢିବାକୁ ଭୁଲନ୍ତି ନାହିଁ ।…