Latest Odisha News

BREAKING NEWS

Yearly Archives

2019

ଓଡ଼ିଆ ପୁଅ ବିଦେଶମାଟିରେ ଦୌଡ଼ିଲେ ମାରାଥନ, ରଚିଲେ ନୂଆ କୀର୍ତ୍ତିମାନ

ବର୍ଲ୍ଲିନ: ଜର୍ମାନୀର ବଲ୍ଲିନରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ମାରାଥନ ଦୌଡ଼ ପ୍ରତିଯୋଗିତାରେ ପ୍ରାୟ ୪୫,୦୦୦ ବ୍ୟକ୍ତି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେପ୍ଟେମ୍ବର ୨୯ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱସ୍ତରୀୟ ମାରାଥନ ପ୍ରତିଯୋଗିତାକୁ ଖୁବ୍ କମ୍ ସମୟରେ ଅତିକ୍ରମ କରି ନୂଆ…

ଦଶହରାରେ ପାଗ ଶୁଖିଲା ରହିବ: ପାଣିପାଗ ବିଭାଗ

ଭୁବନେଶ୍ୱର: ଚଳିତ ବର୍ଷ ଦୁର୍ଗାପୂଜା ସମୟରେ ପାଗ ଶୁଖିଲା ରହିବା ନେଇ ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,…

ଆଉ ନିର୍ବାଚନ ଲଢିବେନି ଦାମ !

ଭୁବନେଶ୍ୱର: ଦଳଠାରୁ ଏବେ ପ୍ରାୟ ଅଲୋଡ଼ା ହୋଇପଡ଼ିଥିବା ବରିÂ ନେତା ଦାମୋଦର ରାଉତ ଗୁରୁବାର ଦିନ ଗଣମାଧ୍ୟମରେ ପ୍ରକାଶ କରି କହିଛନ୍ତି, ତାଙ୍କର ନିର୍ବାଚନ ଲଢିବାର ସମ୍ଭାବନା ଆଉ ନାହିଁ । ଗଣମାଧ୍ୟମକୁ ସୂଚନାଦେଇ ଏହି ବରିÂ ବିଜେପି ନେତା କହିଛନ୍ତି, ନିର୍ବାଚନ ପୂର୍ବର ସମୟ ଏବଂ…

ପ୍ରଥମ ଟେଷ୍ଟ ଦ୍ୱିଶତକ ହାସଲ କଲେ ମୟଙ୍କ ଅଗ୍ରୱାଲ୍

ବିଶାଖାପାଟଣା: ଭାରତୀୟ ଓପନର୍ ମୟଙ୍କ ଅଗ୍ରୱାଲ ଜୀବନର ପ୍ରଥମ ଟେଷ୍ଟ ଶତକ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୧ମ ଟେଷ୍ଟରେ ଭାରତୀୟ ଦଳ ଚା’ପାନ ବିରତି ସୁଦ୍ଧା ୩ ୱିକେଟ ହରାଇ କରିଛି ୪୫୩ ରନ । ଅଜିଙ୍କ୍ୟ ରାହାଣେ ୧୫ ରନ, ବିରାଟ କୋହଲୀ ୨୦ ରନ ଏବଂ ଚେତେଶ୍ୱର ପୂଜାରା ୬ ରନ…

ବିଜେପୁର ଉପ ନିର୍ବାଚନ: ବିଜେଡି ପକ୍ଷରୁ ପ୍ରଚାର କରିବେ ନାମୀଦାମୀ ତାରକା

ଭୁବନେଶ୍ୱର: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ଉପନିର୍ବାଚନ ଲାଗି ଗୁରୁବାର ଦିନ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ତାରକା ଖଚିତ ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି । ଏହି ଉପ ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଏକପ୍ରକାର ସରଗରମ ହୋଇପଡିଥିବା ବେଳେ ବିଜେଡି ପକ୍ଷରୁ…

ଆତଙ୍କବାଦୀଙ୍କୁ ଫଣ୍ଡିଂ ବନ୍ଦ ହେଲେ ଆତଙ୍କବାଦ ଲୋପ ପାଇବ: ଏନଆଇଏ ଡ଼ିଜି

ଭୁବନେଶ୍ୱର: ଆତଙ୍କବାଦୀଙ୍କୁ ଦିଆଯାଉଥିବା ଫଣ୍ଡିଂ କମିଲେ ଆତଙ୍କବାଦ ଏକ ପ୍ରକାର ବନ୍ଦ ହୋଇଯିବ ବୋଲି ଗୁରୁବାର ଦିନ ଏଠାରେ ଜାତୀୟ ତଦନ୍ତ କମିଶନର ନିଦେ୍ର୍ଧଶକ ଯୋଗେଶ ଚନ୍ଦ୍ର ମୋଦୀ କହିଛନ୍ତି । ଆଜି ପୋଲିସ ଭବନଠାରେ ଓଡ଼ିଶା ପୋଲିସ ପକ୍ଷରୁ ଅନୁÂିତ ହେଉଥିବା ଆତଙ୍କବାଦ ଦମନ ପ୍ରଶିକ୍ଷଣ…

ହାନିକାରକ ତମାଖୁ ସମ୍ପର୍କରେ ସଚେତନ କରିବ ବ୍ରେଲି ପୁସ୍ତକ…

ଭୁବନେଶ୍ୱର: ତମାଖୁ ଦ୍ୱାରା ସ୍ୱାସ୍ଥ୍ୟହାନୀ ତଥା ଆଇନ ସଂପର୍କରେ ଅଭିଯାନ କରି ଲିମକା ବୁକ ଅଫ ରେକର୍ଡ କରିଥିବା ମହମ୍ମଦ ଇମ୍ରାନ ଅଲ୍ଲୀ ଆରମ୍ଭ କରିଛନ୍ତି ନିଆରା ଅଭିଯାନ । ଏଣିକି ଦୃଷ୍ଟିବାଧିତ ଓ ମୁକ ବଧିର ବ୍ୟକ୍ତି ବି ଜାଣିବେ ତମାଖୁ ସେବନର ଅପକାରିତା । ନିଶା ମୁକ୍ତ ଭାରତର ସ୍ୱପ୍ନ…

ଭାରତର ଦମଦାର୍ ବ୍ୟାଟିଂ ପ୍ରଦର୍ଶନ, ମୟଙ୍କ ଓ ରୋହିତଙ୍କ ଆକର୍ଷଣୀୟ ଶତକ

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚର ପ୍ରଥମ ଇନିଂସରେ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରିଛି । ମ୍ୟାଚର ୧ମ ଦିବସରେ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ୧୭୬ ରନର ଶତକ ପରେ ମୟଙ୍କ ଅଗ୍ରୱାଲ ୧୭୧ ରନର ଏକ ଶତକୀୟ ଇନିଂସ ଖେଳି…

ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି ଶିକ୍ଷୟିତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୬ ସ୍ଥିତ ସିଟି ବିଦ୍ୟାଳୟର ଜନୈକ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ…

ମଠ ଉଚ୍ଛେଦ ଲାଗି ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଅ: ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପୁରୀ ମଠ ଉଚ୍ଛେଦ ପ୍ରସଙ୍ଗରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପରାମର୍ଶ ଗ୍ରହଣ କରନ୍ତୁ ବୋଲି ଗୁରୁବାର ଦିନ ଓଡିଶା ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଖୁବଶୀଘ୍ର ଏକ ରିପୋର୍ଟ ପ୍ରଦାନ…