Latest Odisha News

BREAKING NEWS

Yearly Archives

2019

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: କେନ୍ଦ୍ରକୁ ୨୮ ଦିନ ମଧ୍ୟରେ ଜବାବ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ମାମଲାରେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପାଞ୍ଚ ଜଣ ବିଚାରପତିଙ୍କୁ ନେଇ ଗଠିତ ହୋଇଥିବା ଖଣ୍ଡପୀଠରେ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ସମ୍ପର୍କରେ ଜବାବ ରଖବାକୁ କେନ୍ଦ୍ର ସରକାରଙ୍କୁ ୨୮ ଦିନ ବା ୪ ସପ୍ତାହ ସମୟ…

ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ବଢିଲା ଅଡୁଆ, ବିଦେଶ ଯାତ୍ରାରେ ଲାଗିବ କଟକଣା

ରାଜ୍ୟର ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କ ବିଦେଶ ଯାତ୍ରାରେ ଏବେ କଟକଣା ଲାଗିବାକୁ ଯାଉଛି । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରସ୍ତାବ ସମସ୍ତ ରାଜ୍ୟ ସରକାର ତଥା କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳଙ୍କ ନିକଟକୁ ଏକ ପଠାଯାଇଛି । ଉକ୍ତ ପ୍ରସ୍ତାବ ଅନୁଯାୟୀ ସମସ୍ତ ବିଧାୟକ…

‘ନବରାତ୍ରୀ’ର ତୃତୀୟ ଦିନ, ଜାଣନ୍ତୁ କିପରି କରିବେ ମାଆଙ୍କ ଆରାଧନା

ଭୁବନେଶ୍ୱର: ମହାଳୟା ପରେ ଆରମ୍ଭ ହୋଇଯାଏ ମାଆଙ୍କ ନବରାତ୍ର ପୂଜା । ୯ ଦିନ ଧରି ମା ଦୁର୍ଗା ବିଭିନ୍ନ ରୂପରେ ପୂଜା ପାଇଥାନ୍ତି । ଆଜି ହେଉଛି ନବରାତ୍ରୀର ତୃତୀୟ ଦିନ । ଏହି ନବଦିନ ମଧ୍ୟରେ ତୃତୀୟ ଦିନର ରହିଛି ବିଶେଷ ମାହାତ୍ମ୍ୟ । ଏହି ଦିନ ଯଥାବିଧି ମାଆଙ୍କ ପୂଜା ଆରାଧନା କଲେ ସିଦ୍ଧି…

ଲାଇନଚ୍ୟୁତ ହେଲା ସାଇନଗର ଏକ୍ସପ୍ରେସର ଦୁଇଟି ବଗି; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ: ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ସାଇନଗର ଶିରିଡି-ପୁରୀ ଏକ୍ସପ୍ରେସ । ପୁରୀ ଜିଲ୍ଲା ଡେଲାଙ୍ଗ ରେଳଷ୍ଟେସନ ନକଟରେ ରବିବାର ବିଳମ୍ବିତ ରାତିରେ ଶିରିଡିରୁ ପୁରୀ ଆସୁଥିବା ଏହି ଟ୍ରେନର ଦୁଇଟି ବଗି ଇଞ୍ଜିନରୁ ଅଲଗା ହୋଇ ଲାଇନଚ୍ୟୁତ ହୋଇ ଯାଇଥିଲା । ମିଳିଥିବା…

ବିଟକଏନ୍ ଠକେଇ ମାମଲାରେ ଜଣେ ଗିରଫ

ଖୋର୍ଦ୍ଧା: ବିଟକଏନ୍ ବ୍ୟବସାୟରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ପୋଲିସ ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଶିଶିଭୂଷଣ ମିଶ୍ର ଏବଂ ସେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାଲେରିଆ ୱାର୍ଡର କର୍ମଚାରୀ ଭାବେ କାର୍ଯ୍ୟ…

ବିଧାନସଭା ନିର୍ବାଚନୀ ମେଣ୍ଟ: ବିଜେପି ୧୬୨ ଏବଂ ଶିବସେନା ୧୨୬ଟି ଆସନରେ ଲଢିବେ ନିର୍ବାଚନ

ମୁମ୍ବାଇ: ଆସନ୍ତା ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ । ଏହି ପରିପ୍ରେକ୍ଷୀରେ ଶାସନ କ୍ଷମତାରେ ଥିବା ବିଜେପି ଓ ଶିବସେନା ମଧ୍ୟରେ ନିର୍ବାଚନ ଲାଗି ଆସନ ବୁଝାମଣା ହୋଇଛି । ଏହି ଆସନ ବୁଝାମଣା ନେଇ ଗତ କିଛି ସପ୍ତାହ ଧରି ଉଭୟ ଦଳରେ ଅସନ୍ତୋଷ…

ଭୁବନେଶ୍ୱର ରେଳ ଷ୍ଟେସନଠାରେ ଯାତ୍ରୀମାନଙ୍କୁ ଡିସପୋଜେବଲ ବ୍ୟାଗ ବଣ୍ଟନ

ଭୁବନେଶ୍ୱର: ପୂର୍ବତଟ ରେଳବାଇ ଅଧିକାରୀ ତଥା କର୍ମଚାରୀଙ୍କ ପକ୍ଷରୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାରକୁ ବିରୋଧ କରି ଭୁବନେଶ୍ୱର ରେଳ ଷ୍ଟେସନଠାରେ ଯାତ୍ରୀମାନଙ୍କୁ ଡିସପୋଜେବଲ ବ୍ୟାଗ ବଣ୍ଟନ କରାଯାଇଥିଲା । ପୂର୍ବତଟ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ନେତୃତ୍ୱରେ…

ଆଜିଠାରୁ ‘ଏସବିଆଇ’ର କେଉଁ ନିୟମ ବଦଳୁଛି, ଜାଣନ୍ତୁ..

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅକ୍ଟୋବର୧ (ଆଜିଠାରୁ) ଏହାର କିଛି ନିୟମରେ ପରିବର୍ତ୍ତନ ଆଣିଛି । ଆଜିଠାରୁ ସର୍ଭିସ ଚାର୍ଜରେ ମଧ୍ୟ ପରିବର୍ତ୍ତନ କରାଯିବ, ଯାହା ଦେଶର ୩୨ କୋଟି ଏସବିଆଇ ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପଡିବା ନେଇ ସନ୍ଦେହ କରାଯାଉଛି । .ଯେଉଁ ଏସବିଆଇ…

ଗୁଜୁରାଟ ଘାଟିରେ ଓଲଟିଲା ବସ୍; ୨୧ ମୃତ

ବନାସକାଣ୍ଠ: ଗୁଜୁରାଟର ବନାସକାଣ୍ଠ ଜିଲ୍ଲା ଅନ୍ତର୍ଗତ ଅମ୍ବାଜି ନିକଟରେ ଥିବା ତ୍ରିଶୂଳିଆ ଘାଟିରୁ ସୋମବାର ଦିନ ଏକ ବସ ତଳକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୨୧ ଜଣ ପ୍ରାଣ ହରାଇଥିବା ବେଳେ ପାଖାପାଖି ୩୨ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ, ୧୪ ଜଣ ପୁରୁଷ ଓ ୩ ଜଣ…

ରେକର୍ଡ଼ କଲେ ଅନୁ ରାଣୀ, ଜାଭେଲିନ୍ ଥ୍ରୋରେ ଫାଇନାଲକୁ ଉନ୍ନୀତ

ଦୋହା: ଦୌଡ଼କୁଦରେ ଭାରତୀୟ ଆଥଲେଟ ନିରାଶ କରିଥିବା ବେଳେ ମହିଳା ଜାଭେଲିନ୍ ଥ୍ରୋରେ ଅନୁ ରାଣୀ ରେକର୍ଡ଼ ପ୍ରତିଷ୍ଠା କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । କାତାରର ଦୋହାଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଆଥଲେଟିକ୍ସ ପ୍ରତିଯୋଗିତାରେ ଅନୁ ପ୍ରଥମ ମହିଳା ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି ।…