ସୁସ୍ଥ ଓ ସ୍ୱଚ୍ଛ ହୃଦୟର ଦିନ- ‘ବିଶ୍ୱ ହୃଦୟ ଦିବସ’
ବିଶ୍ୱ ହୃଦୟ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୯ ତଥା ଆଜିର ଦିନକୁ ସାରା ବିଶ୍ୱରେ ‘ବିଶ୍ୱ ହୃଦୟ ଦିବସ’ ରୂପେ ପାଳନ କରାଯାଇଥାଏ ।
ହୃଦରୋଗ ପରି ଘାତକ ବେମାରୀ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ ଭାରତରେ ଅନ୍ୟ ଦେଶ ମାନଙ୍କ ତୁଳନାରେ ରୋଗୀଙ୍କ ସଂଖ୍ୟା ୨୦ ପ୍ରତିଶତ ଅଧିକ ଥିବା…