Latest Odisha News

BREAKING NEWS

Yearly Archives

2019

ଜାଣନ୍ତୁ, ପୋଡପିଠାର ପରମ୍ପରା ଓ ଏହାର ପ୍ରସ୍ତୁତି ପ୍ରଣାଳୀ

ଭୁବନେଶ୍ୱର: ଓଡିଶାର ଘରେ ଘରେ ପୋଡ଼ପିଠା ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ଏହା ସହ ଜଡିତ ପରମ୍ପରା ସହ ଅନେକ ଅବଗତ ନଥିବେ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାସହ ଜଡିତ ପରମ୍ପରା ସମ୍ପର୍କରେ.. ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଓ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଜଗନ୍ନାଥଙ୍କ…

ଜାତିସଂଘରେ ପାକିସ୍ତାନକୁ କଡ୍ଡା ଜବାବ୍ ଦେଲା ଭାରତ

ନ୍ୟୁୟର୍କ: ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀରକୁ ନେଇ ଭାରତକୁ ଯୁଦ୍ଧର ଧମକ ଦେବାର ଗୋଟିଏ ଦିନ ପରେ ଭାରତ ଏହାର ପ୍ରତିକ୍ରିୟାରେ କଡ୍ଡା ଜବାବ ଦେଇଛି । ଜାତିସଂଘରେ ଭାରତୀୟ ରାଷ୍ଟ୍ରଦୂତ ବିଦିଶା ମୈତ୍ର କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଯାହାସବୁ…

କାଳିଆର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଏମସକୁ ଚିଠି ଲେଖିଲେ ଏସସିବି କର୍ତ୍ତୃପକ୍ଷ

କଟକ: କଟକ ବଡ ମେଡିକାଲରେ ଚିକିତ୍ସାରତ ଯମଜ ଶିଶୁଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ଏମସ ମେଡିକାଲକୁ ଚିଠି ଲେଖି ସହାୟତା ଲୋଡିଛନ୍ତି ଏସସିବି ଡାକ୍ତରୀଦଳ । ଗଣମାଧ୍ୟମକୁ ସୂଚନା ଦେଇ ଏସସିବି ଅଧିକ୍ଷକ ଡ. ସିବିକେ ମହାନ୍ତି…

ମାଲକାନଗିରିରେ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ରାତିରେ ପୋଲିସ ନିକଟରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମ ମାଡକାମୀ ଦୁଲା ବୋଲି ଜଣାପଡିଛି । ସେ ଆନ୍ଧ୍ର-ଓଡିଶା ସୀମା ସମିତିର ଏକ କ୍ୟାଡର ମାଓବାଦୀ ଥିଲା । କୋରାପୁଟର…

ମହାଳୟା ତିଥିରେ କାହିଁକି କରାଯାଏ ପିଣ୍ଡଦାନ, ଜାଣନ୍ତୁ

ଆଜି ଅମାବାସ୍ୟା। ଅମାବାସ୍ୟା ତିଥି ମନୁଷ୍ୟର ଜନ୍ମକୁଣ୍ଡଳୀରେ ଥିବା ପିତୃଦୋଷ-ମାତୃଦୋଷରୁ ମୁକ୍ତ କରିବା ସହ ପିଣ୍ଡଦାନ,ଶ୍ରାଦ୍ଧ ନିମନ୍ତେ ଫଳଦାୟକ ବୋଲି କୁହାଯାଇଥାଏ। ଶାସ୍ତ୍ରରେ ଏହି ତିଥିକୁ ‘ସର୍ବପିତୃ ଶ୍ରାଦ୍ଧ’ ତିଥି ବୋଲି କୁହାଯାଇଥାଏ। ଭାରତୀୟ ପୁରାଣ ଶାସ୍ତ୍ର ଓ ଗ୍ରନ୍ଥ…

କୋଏଲ୍ ନଦୀରୁ ଉଦ୍ଧାର ହେଲା ନିଖୋଜ ଛାତ୍ରର ମୃତଦେହ

ରାଉରକେଲା: ରାଉରକେଲାସ୍ଥିତ ପ୍ରଧାନପାଲ୍ଲୀ ନିକଟ କୋଏଲ୍ ନଦୀରୁ ନିଖୋଜ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଶନିବାର ଦିନ ପୋଲିସ ଉଦ୍ଧାର କରିଛି । ମୃତ ଛାତ୍ରଙ୍କ ନାମ ନିଲେଶ ଦାସ । ଗତ ୨୬ ତାରିଖରେ ନିଲେଶ ଝିରପାଣି ବ୍ରିଜରୁ ଡେଇଁ ପଡିଥିବା ନେଇ ଅଭିଯୋଗ ହୋଇଥିଲା । ଏହାବ୍ୟତିତ…

ବିଜେପୁର ଉପ ନିର୍ବାଚନ: ବିଜେଡି ପ୍ରାର୍ଥୀ ହେଲେ ରୀତା ସାହୁ

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ । ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ମୁଖ୍ୟମନ୍ତ୍ରୀ ଆଜି ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ନାମରେ ମୋହର ମାରିଛନ୍ତି । ନବୀନ ନିବାସରେ ଶନିବାର ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି…

ଆର୍ମି ଏୟାର ଡିଫେନ୍ସରେ ରାଷ୍ଟ୍ରପତି କୋବିନ୍ଦ, ପ୍ରଦାନ କଲେ ‘କଲର୍ସ ଆୱାର୍ଡ’

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ତଥା ଭାରତୀୟ ସଶସ୍ତ୍ର ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ରାମନାଥ କୋବିନ୍ଦ ଶନିବାର ଦିନ ଗୋପାଳପୁର ଆର୍ମି ଏୟାର ଡିଫେନ୍ସ ଠାରେ ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ‘ରାଷ୍ଟ୍ରପତି କଲର୍ସ’ ସମ୍ମାନରେ ସମ୍ମାନିତ କରିଛନ୍ତି । ସ୍ୱାଧୀନ ବାହିନୀ ଭାବେ ୨୫…

ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା ସହ ବଜ୍ରପାତ

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୯ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧୨ଟା ୩୦ମି. ପର୍ଯ୍ୟନ୍ତ ରାଜ୍ୟର…