ଲିଙ୍ଗରାଜ ମନ୍ଦିରରେ ଆଜି ପାଳନ ହେଉଛି ନବବର୍ଷ
ଭୁବନେଶ୍ବର: ପବିତ୍ର କନ୍ୟା ସଂକ୍ରାନ୍ତି ଅବସରରେ ମଙ୍ଗଳବାରଠାରୁ ପ୍ରଭୁ ଲିଙ୍ଗରାଜଙ୍କର ନବବର୍ଷ ଆରମ୍ଭ ହୋଇଛି ।
ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ ଓ ଅବକାଶ ପରେ ପ୍ରଭୁ ଲିଙ୍ଗରାଜଙ୍କୁ ନବବସ୍ତ୍ର ପରିଧାନ କରାଯାଇଥିଲା। ଏହି ଅବସରରେ ଆଜି ମହାଦେବଙ୍କୁ ରୁପା ଥାଳିରେ ପ୍ରସାଦ ଅର୍ପଣ…