କେନାଲରେ ଫସି ରହିଥିବା ଦନ୍ତାକୁ ଉଦ୍ଧାର କଲା ବନବିଭାଗ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ମହାବିରୋଦ୍ଧ ବନଖଣ୍ଡ ନିକଟସ୍ଥ ଏକ କେନାଲରେ ବୁଧବାର ଦିନ ଫସି ରହିଥିବା ଏକ ହାତୀକୁ ବନବିଭାଗ ଉଦ୍ଧାର କରିଛି ।
ଉକ୍ତ କେନାଲରେ ଗୋଟିଏ ଦନ୍ତା ହାତୀ ଫସି ରହିଥିବା ଦେଖିବା ପରେ ସ୍ଥାନୀୟ ଲୋକମାନେ ବନବିଭାଗକୁ ସୂଚନା ଦେଇଥିଲେ । ପ୍ରାପ୍ତ ସୂଚନାନୁଯାୟୀ…