Latest Odisha News

BREAKING NEWS

Yearly Archives

2019

ଚନ୍ଦ୍ରରେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ‘ଲ୍ୟାଣ୍ଡର ବିକ୍ରମ’: ଇସ୍ରୋ

ନୂଆଦିଲ୍ଲୀ: ଅନେକ ଆଶା ଆଶଙ୍କା ମଧ୍ୟରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟଣ-୨ କୁ ନେଇ ଆଉ ଏକ ଖୁସି ଖବର ମିଳିଛି । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅବସ୍ଥାରେ ଅଛି ଏବଂ ବିକ୍ରମର କୌଣସି ବି ଅଂଶ ଭାଙ୍ଗିରୁଜି ଯାଇନାହିଁ ବୋଲି ସୋମବାର ଦିନ ଇସ୍ରୋ ପକ୍ଷରୁ ସୂଚନା…

ଟ୍ରାଫିକ ନିୟମ ଉଲ୍ଲଂଘନ କରି ଲୋକଙ୍କ ସହ ଯୁକ୍ତିତର୍କ କଲେ ଅତିରିକ୍ତ ଆର୍‌ଟିଓ, ଭିଡିଓ ଭାଇରାଲ

ଗଞ୍ଜାମ: ନୂଆ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବା ପରେ ଚାରିଆଡ଼େ କେବଳ ତା'ରି ଚର୍ଚ୍ଚା । କିଏ କେତେ ଜୋରିମାନା ଦେଲା ଆଉ କିଏ ଖସି ପଳେଇଲା । ଏହି ନୂଆ ନିୟମରେ ଅତିଷ୍ଠ ହୋଇ ସାଧାରଣ ଜନତା ଯେମିତି ଏକରକମ ସଜାଗ ହୋଇ ଯାଇଛନ୍ତି । ପୋଲିସ ସେମାନଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ…

ଟ୍ରାଫିକ ଜୋରିମାନା କୋହଳ କରିବାନେଇ ଇଙ୍ଗିତ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଯାନବାହନ ଆକ୍ଟ ୨୦୧୯ ନିୟମ ଅନୁଯାୟୀ ଏବେ ଉଲ୍ଲଂଘନକାରୀଙ୍କଠୁ ଜୋରଦାର୍ ଜୋରିମାନା ଆଦାୟ କରାଯାଉଛି, ସାଧାରଣ ମୋଟର ଚାଳକମାନଙ୍କ ପ୍ରତି ଏହା ଅତିରିକ୍ତ ହୋଇଯାଉଥିବା ସାଧାରଣରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ମଙ୍ଗଳବାର ଦିନ ଏସମ୍ପର୍କରେ…

‘ଦେଖା ହେଲା ପ୍ରେମ ହେଲା’ର ଅଡ଼ିଓ ରିଲିଜ୍ ଅନୁଷ୍ଠିତ

ଭୁବନେଶ୍ୱର: ଆର.ଆର. ଇଭେଣ୍ଟସ୍ ନିବେଦିତ ଏବଂ ରମେଶ ବାରିକ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଦେଖା ହେଲା ପ୍ରେମ ହେଲା’ର ଅଡ଼ିଓ ରିଲିଜ୍ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଏକ ତାରକା ହୋଟେଲରେ ଅନୁଷ୍ଠିତ ଏହି ସଙ୍ଗୀତ ଲୋକାର୍ପଣ ସନ୍ଧ୍ୟାରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ…

ମୁଁହରେ ଲଗାନ୍ତୁ ଗ୍ରୀନ-ଟି ଫେସପ୍ୟାକ, ଖୁବ କମ ଦିନରେ ଦେଖିବେ ଫରକ

ଭୁବନେଶ୍ୱର: ସକାଳୁ ଉଠିବା ମାତ୍ରେ ଚା’ କଫି ପରିବର୍ତ୍ତେ ଆଜିର ପିଢ଼ି ଗ୍ରୀନ୍‌ ଟି ପିଇବାକୁ ଅଧିକ ପସନ୍ଦ କରୁଛନ୍ତି। ଏଥିରେ ଥିବା ତତ୍ତ୍ୱ ଶରୀରର ମେଟାବୋଲିଜିମ୍‌ ସିଷ୍ଟମ ସହ ପାଚନ ଶକ୍ତିକୁ ମଧ୍ୟ ସକ୍ରିୟ କରିଥାଏ। କଣ ଆପଣ ଜାଣନ୍ତି ଆପଣ ପିଉଥିବା ଏହି ଗ୍ରୀନ ଟିକୁ ଆମେ ତ୍ୱଚାରେ…

ଦେଖନ୍ତୁ: ରାଜଧାନୀରେ ରୋଡ଼-ରୋମିଓଙ୍କୁ ପିଟିଲେ ଛାତ୍ରୀ, ଭିଡିଓ ଭାଇରାଲ୍

ଭୁବନେଶ୍ୱର: ଛାତ୍ରୀଙ୍କୁ ପିଛା କରିକରି ଶେଷରେ ସେହି ଛାତ୍ରୀଙ୍କୁ ଠାରୁ ମାଡ଼ ଖାଇଛନ୍ତି ଜଣେ ଯୁବକ । ଛାତ୍ରୀ ଜଣଙ୍କ ଯୁବକଙ୍କୁ ମାଡ଼ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ରାଜଧାନୀର ଜଗନ୍ନାଥ ନଗରରେ ରବିବାର ଜଣେ ବିଟେକ୍‌…

ଏହିସବୁ ଜିନିଷ ଫ୍ରିଜରେ ରଖୁଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର: ପ୍ରତିଦିନ ବାଜରରୁ ତାଜା ପାରିବା ଆଣିବା ବଦଳରେ ଆମେ ଏକାଥରକେ ଅନେକ ଜିନିଷ କିଣି ଆଣି ଫ୍ରୀଜ୍‌ରେ ରଖିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଏପରି କିଛି ଜିନିଷ ଅଛି ଯାହାକୁ ଆପଣ ଫ୍ରୀଜ୍‌ରେ ରଖିଲେ ଏହା ଖରାପ ହୋଇଯାଏ । ଜାଣନ୍ତୁ କେଉଁ ସବୁ ଜିନିଷକୁ ଫ୍ରୀଜ୍‌ରେ ରଖିବା…

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ୍ ମାଧ୍ୟମରେ ଶୋକବ୍ୟକ୍ତ କରି ନବୀନ କହିଛନ୍ତି ଯେ, ଦିଲ୍ଲୀପ ଜଣେ ପ୍ରବୀଣ ସାମ୍ବାଦିକ ଥିଲେ । ବିଶିଷ୍ଟ ସାମ୍ବାଦିକ ତଥା ଅର୍ଥନୀତି ବିଶାରଦ…

ବଡ଼ ଅଫର: ମାତ୍ର ୧୧ ଶହ ଟଙ୍କାରେ କିଣନ୍ତୁ ହୋଣ୍ଡା ଆକ୍ଟିଭା ପାଆନ୍ତୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍

ନୂଆଦିଲ୍ଲୀ: ମାନ୍ଦାବସ୍ଥା ଭିତରେ ଦେଶ ଗତି କରୁଥିବାବେଳେ ମଧ୍ୟ ଗାଡିଗୁଡିକୁ ଅଧିକରୁ ଅଧିକ ବିକ୍ରି କରିବା ଲକ୍ଷ୍ୟରେ ଗାଡି କମ୍ପାନୀ ଗୁଡିକ ଗ୍ରାହକ ମାନଙ୍କ ପାଇଁ ଲୋଭନୀୟ ଅଫର ମାନ ଆଣୁଛନ୍ତି । ଏହା ମଧ୍ୟରେ ଏହିପରି ଏକ ଅଫର ଆଣିଦେଇଛି ହୋଣ୍ଡା କମ୍ପାନୀ । କମ୍ପାନୀ ପକ୍ଷରୁ ଏବେ ଏକ…

ଭଦ୍ରକରେ ନିଜ ନବଜାତ ପୁତ୍ର ସନ୍ତାନକୁ ହତ୍ୟା କରି ପୋଲିସ ଦ୍ୱାରା ବାପା ଗିରଫ

ଭଦ୍ରକ: ଭଦ୍ରକ ସହରରେ ଏକ ଅଭାବନୀୟ ଘଟଣା ଘଟି ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ନିଜର ଏକମାସର ପୁତ୍ର ସନ୍ତାନକୁ ମାରିଦେଇ ଗାତରେ ପୋତିଦେବା ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ ହୋଇଛି । ଏହି ହତ୍ୟାକାଣ୍ଡରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସହରର ଗେଲଟୁଆ ନ୍ୟୁ କଲୋନୀର ଜଣେ ବ୍ୟକ୍ତିକୁ…