ନାନୋମାଟେରିଆଲ୍ସ ସମ୍ପର୍କରେ ସୋଆରେ ଆନ୍ତର୍ଜାତିକ କର୍ମଶାଳା
ଭୁବନେଶ୍ୱର: ନାନୋମାଟେରିଆଲ୍ସ ସମ୍ପର୍କରେ ସୋଆରେ ଏକ ଆନ୍ତର୍ଜାତିକ କର୍ମଶାଳା ଆୟୋଜିତ ହୋଇଯାଇଛି।
ପରିବେଶକୁ ସ୍ୱଚ୍ଛ ରଖିବା ଏବଂ କାର୍ବନ୍ ଫୁଟ୍ପ୍ରିଂଟକୁ କମାଇବା ସହ ଶକ୍ତି ସଂଚୟ ବୃଦ୍ଧି କରିବା ପାଇଁ ନାନୋମାଟେରିଆଲ୍ ବିଭିନ୍ନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା…