କାହିଁକି ଓ କିପରି ଜାଣନ୍ତୁ, ଆପଣ ଏହି ଅଟୋରେ ମାଗଣା ବୁଲି ପାରିବେ ସହର !
ଭୁବନେଶ୍ୱର: ନାଁ ତାଙ୍କର ସୁକାନ୍ତ ମଲ୍ଲିକ, ପେଶାରେ ସେ ଜଣେ ଅଟୋ ଚାଳକ । ମାତ୍ର, ମନ-ପ୍ରାଣ ଓ ହୃଦୟରେ ଭରି ରହିଛି ଦେଶମାତୃକା ଲାଗି ପ୍ରଚୁର ପ୍ରେମ ଓ ଅସରନ୍ତି ଭକ୍ତି ଭାବନା । ଦେଶର ସ୍ୱାଧୀନତା ଦିବସ ଅବସରରେ ପଥଚାରୀଙ୍କୁ ସେ ମାଗଣାରେ ବୋହି ନେଉଛନ୍ତି ସେମାନଙ୍କର ଗନ୍ତବ୍ୟସ୍ଥଳକୁ ।…