Latest Odisha News
Yearly Archives

2019

ଘଡଘଡି ସହ ବର୍ଷା ଆଶଙ୍କା: ୬ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, କଟକ ଓ ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ,…

ଲାଭଦାୟକ ଅଫିସର ସଂସଦୀୟ କମିଟି ସଦସ୍ୟ ଭାବେ ନିର୍ବାଚିତ ହେଲେ ଓଡିଶା ସାଂସଦ

ନୂଆଦିଲ୍ଲୀ: ଲାଭଦାୟକ ଅଫିସର ସଂସଦୀୟ କମିଟି ସଦସ୍ୟ ଭାବେ ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ଅନ୍ୟ ୪ ଜଣ ରାଜ୍ୟସଭା ସାଂସଦ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅନ୍ୟ ୪ ଜଣ ମନ୍ତ୍ରୀଙ୍କ ମଧ୍ୟରେ ମହେଶ ପୋଦାର (ବିଜେପି), କେ. କେଶବ ରାଓ…

ପୂରଣ ହେଲା ଓଡ଼ିଆଙ୍କ ସ୍ୱପ୍ନ: ‘ଓଡ଼ିଶା ଏଫସି’ ନାମରେ ଦଳ ଖେଳିବ ଇଣ୍ଡିଆନ ସୁପର୍ ଲିଗ୍ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଚର୍ଚ୍ଚିତ ‘ଇଣ୍ଡିଆନ ସୁପର୍ ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଆସନ୍ତା ସିଜନରେ ଦିଲ୍ଲୀ ଡାଇନାମୋସ୍ ଦଳ ‘ଓଡ଼ିଶା ଏଫସି’ ନାମରେ ନାମିତ ହେବ ବୋଲି ଗୋଲ.କମ୍ ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଏହି ଖବର ଜଣାପଡ଼ିବା ପରେ ଓଡ଼ିଶାର କ୍ରୀଡ଼ାପ୍ରେମୀ ମହଲରେ ଆନନ୍ଦର ଲହରୀ…

ୟୁରୋପୀୟ ଦୌଡକୁଦ ଲାଗି ଦୂତୀଙ୍କୁ ମିଳିଲା ଭିସା

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଧାବକ ଦୂତୀ ଚାନ୍ଦ ଆସନ୍ତା ଅଗଷ୍ଟ ୧୩ ଓ ୧୯ ତାରିଖରେ ଆର‌୍ୟଲାଣ୍ଡ ଓ ଜର୍ମାନୀରେ ହେବାକୁ ଥିବା ଆଇଆଇଏଫ୍ ଟୁର୍ଣ୍ଣାମେଣ୍ଟ ଲାଗି ଭିସା ଆବେଦନ କରିଥିବାବେଳେ ପରିଶେଷରେ ତାଙ୍କୁ ଶନିବାର ଦିନ ଭିସା ପ୍ରଦାନ କରାଯାଇଛି । ଗତ କିଛି ଦିନ ପୂର୍ବରୁ ଓଡିଆ ଧାବିକା…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା: ଆଇଏମଡି

ଭୁବନେଶ୍ୱର : ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏଡି) ପକ୍ଷରୁ ଆକଳନ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଜଣେ ଅଧିକାରୀ ମଦନ ମୋହନ ଦାସ କହିଛନ୍ତି, ଶନିବାର ଦିନ…

ରାଜଧାନୀରୁ ବ୍ରାଉନସୁଗାର ଜବତ ଘଟଣାରେ ୪ ଅଟକ

ଭୁବନେଶ୍ବର : ରାଜଧାନୀରେ ବ୍ରାଉନସୁଗାର ସ୍ମଗଲିଂ ଅଭିଯୋଗରେ ଶନିବାର ଦିନ ଘଟଣାରେ ସମ୍ପୃକ୍ତି ନେଇ କ୍ୱିକ୍ ଆକ୍ସନ୍ ଟିମ୍ (କ୍ୱାଟ୍) ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥ ମହାପାତ୍ର, ଗୁଣନିଧି ବାରିକ, ତୈଦୁର, ପରେଶ ସେଠୀ। ସେମାନଙ୍କ ଠାରୁ ପାଖାପାଖି ୨୪.୬…

ବିଶିଷ୍ଟ ସମାଜସେବୀ ଧନେଶ୍ୱର ସାହୁଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ଧନେଶ୍ୱର ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଠାରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିବା ନେଇ ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଫଳରେ ତାଙ୍କୁ…

ମୁମ୍ବାଇ ବର୍ଷା: ଆଶିଂକ ବାତିଲ ହେଲା ବିଶାଖାପାଟଣା-ଏଲଟିଟି ଏକ୍ସପ୍ରେସ

ଭୁବନେଶ୍ୱର: ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁଁ କେତେକ ରେଳ ଟ୍ରାକ୍ ଉପରେ ପାଣି ଚାଲୁଥିବାବଳେ ବମ୍ବେ-ପୁଣେ ରୁଟରେ ମାଟି ଅତଡା ଧସି ପଡିଛି । ଯାହାଫଳରେ ମୁମ୍ବାଇରୁ ଛାଡ଼ିବାକୁଥିବା କୋଣାର୍କ ଏକ୍ସପ୍ରେସକୁ ଡାଇଭର୍ଟ ଓ ବିଶାଖାପାଟଣାରୁ (ବିଶାଖାପାଟଣା-ଏଲଟିଟି)…

ମୟୂରଭଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ମୟୂରଭଞ୍ଜ: ରାଜ୍ୟରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଫରେଷ୍ଟ ଡିଭିଜନ୍ ନିକଟରେ କିଛି ହାତୀପଲ ପଶି ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଷୁଢିଆଣୀ ଫରେଷ୍ଟ ଡିଭିଜନ୍ ଅନ୍ତର୍ଗତ ଗ୍ରାମଗୁଡିକରେ ଗତକାଲି ରାତିରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୧୦-୦୮-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୦ ରିଖ ଶନିବାର କର୍କଟ ୨୫ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ଭୁକ୍ତ ଏକାଦଶୀ ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ବୃଷ ସିଂହ…