Latest Odisha News

BREAKING NEWS

Yearly Archives

2019

ଲୋକାୟୁକ୍ତ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ପୂର୍ବତନ ଡିଜିପି

ଭୁବନେଶ୍ୱର: ଓଡ଼ିଶା ଡ଼ିଜିପି ପଦବୀରୁ ଗୁରୁବାର ଦିନ ବିକେ ଶର୍ମାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିବା ପରେ ଆଇପିଏସ ଅଧିକାରୀ ଆର୍ ପି ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦୁର୍ନୀତି ଉପରେ ରୋକ ଲଗାଇବା ଲାଗି ମଙ୍ଗଳବାର ଦିନ ଲୋକାୟୁକ୍ତ ଚୟନ କମିଟିର…

ବନ୍ଦ କୋଠରୀରୁ ଉଦ୍ଧାର ହେଲା ଅଧ୍ୟାପକଙ୍କ ଗଳିତ ମୃତ ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମାଣିକନଗର ଅଞ୍ଚଳର ଏକ ବନ୍ଦ କୋଠରୀରୁ ଗୁରୁବାର ଦିନ ପୋଲିସ ଏକ କଲେଜ ଅଧ୍ୟାପକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି । ମୃତକ ଜଣଙ୍କ ଭଦ୍ରକ ଜିଲ୍ଲାର ରାଜେନ୍ଦ୍ର ଭୂଇଁଆ ବୋଲି ଜଣାପଡିଛି । ମୃତ ରାଜେନ୍ଦ୍ର ସ୍ଥାନୀୟ ଏକ କଲେଜରେ ଯୁକ୍ତ ଦୁଇ ବିଜ୍ଞାନର ଫିଜିକ୍ସ…

ନିଜ ବାଡ଼ିରେ ଲଗାନ୍ତୁ ଏହି ସବୁ ଗଛ, ଘରେ ଭରିଯିବ ସୁଖ, ଶାନ୍ତି ଓ ସମୃଦ୍ଧି

ପରିବାରର ସୁଖଶାନ୍ତି ବଜାୟ ରହୁ ବୋଲି କିଏବା ନଚାହେଁ ! ଘର ଧନଧାନ୍ୟରେ ପୁରି ଉଠୁ, ଘରକୁ ସମସ୍ୟା ନ ଆସୁ ବୋଲି ସମସ୍ତେ ଚାହାଁନ୍ତି । ହେଲେ ଆପଣଙ୍କ ଘରେ ଯଦି ବାସ୍ତୁ ଦୋଷ ଥାଏ ତେବେ ଆପଣଙ୍କ ଇଚ୍ଛା ଓ ସ୍ୱପ୍ନ ପୂରଣରେ ବାଧକ ସାଜିଥାଏ। ଏହି ବାସ୍ତୁଦୋଷ ଦୂର ପାଇଁ କିଛି ପ୍ରତିକାର ମଧ୍ୟ…

ନୂଆପଡ଼ା: ଗାଁ’ରେ ମାତିଲେ କଲରାପତରିଆ ବାଘ, ଲୋକେ ଆତଙ୍କିତ

ନୂଆପଡା: ନୂଆପଡା ଜିଲ୍ଲା ମୁସରିଙ୍ଗି ବନଖଣ୍ଡରେ ଥିବା ଏକ ପାହାଡ଼ ଉପରେ ଗୁରୁବାର ଦିନ ହଳେ କଲରାପତରିଆ ବାଘକୁ ଗ୍ରାମବାସୀମାନେ ଦେଖିବା ପରେ ସ୍ଥାନୀୟ ଗ୍ରାମରେ ଖେଳି ଯାଇଛି ଆତଙ୍କ । ଖବରପାଇ ରେଞ୍ଜ ଅଫିସର ଅସିତ ଦାସ ଓ ଅନ୍ୟ ବନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘ ଦୁଇଟିକୁ…

ଉଡାଣ

ଉଡାଣ ବେବିନା ରଥ ନିଜେ ନିଜକୁ ବାନ୍ଧିଥାଏ ବୋଲି ତ ଉଡି ପାରେନା । ଯେତେବେଳେ ଜହ୍ନ ଯାଇଥାଏ ତା ମାମୁଁଘରକୁ ତାରାମାନେ ଘୁମେଇଁ ପଡିଥାନ୍ତି ମେଘ ଉହାଡରେ ସେତେବେଳେ ମୁଁ ଆକାଶ ସହିତ କଥା ହୁଏ ଆକାଶ ପଚାରେ ଉଡିବୁ? ମୁଁ କିଛି କହେନି । ନିଜଠୁଁ ଫିଟିଲେ ତ ଉଡିବି! ବିନା…

ଦିଲ୍ଲୀ ଗଲେ ବୁଲିବାକୁ ଭୁଲନ୍ତୁ ନାହିଁ ଏହି ସବୁ ସ୍ଥାନ

ବ୍ୟସ୍ତ ଜୀବନରୁ ସମୟ ବାହାର କରି ବୁଲିବାକୁ ସମସ୍ତେ ଚାହାନ୍ତି । ବିଭିନ୍ନ ସ୍ଥାନ ବୁଲି ଯାଇ ସେଠାକାର ସଂସ୍କୃତି, ପରମ୍ପରା ଚଳଣୀ ବିଷୟରେ ଜାଣିବାକୁ ସମସ୍ତେ ଉତ୍ସୁକ ଥାଆନ୍ତି । ଆମ ଦେଶ ଭାରତ ଏକ ଐତିହ ଓ ପରମ୍ପରା ସମ୍ପନ୍ନ ରାଷ୍ଟ୍ର । ଏହାର ପ୍ରତ୍ୟେକଟି ସ୍ଥାନ ପ୍ରତିପାଦନ କରେ ଏହି…

ରେକର୍ଡ଼ ଭାଙ୍ଗିଲା ସୁନାର ଦର, ଗୋଟିଏ ଦିନରେ ବଢ଼ିଲା ୧୦୦୦ ଟଙ୍କା

ଭୁବନେଶ୍ୱର: ଲଗାତାର ଭାବେ ବଢ଼ି ଚାଲିଛି ସୁନା ଦର। ଭାରତୀୟ ବଜାରରେ ଗୁରୁବାର ଦିନ ସୁନା ଦର ସବୁ ରେକର୍ଡ ଭାଙ୍ଗି ପହଞ୍ଚିଛି ୩୮ ହଜାରରେ । ଏକ ସପ୍ତାହ ଧରି ସୁନା ଦର ବଢ଼ିବାରେ ଲାଗିଥିଲା । ଆଜି ମୁମ୍ବାଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୩୮ ହଜାରରୁ ଅଧିକ ଥିବା ବେଳେ ପାଖାପାଖି…

ଝିଅ ହେଇଚି !

ଝିଅ ହେଇଚି ! ପଲ୍ଲବୀ ପୂଜାପଣ୍ଡା ଲେବର ରୁମରୁ ବାହାରି ଲେଡି ଡକ୍ଟର ବିଷ୍ଣୁପ୍ରିୟା ମହାନ୍ତି, "ମିଶ୍ରବାବୁ...!" ରିସେପସନ୍ ଆଡୁ ଚାଲୁଚାଲୁ  ଶାନ୍ତିଲତା ମାଡ଼ମ୍, "ପ୍ରକାଶ...!" ସେପଟୁ ନର୍ସ ମନିଦିଦି ବି ତାଳ ଦେଇ, "ପିକୁରେ...!" ତ୍ରିଦେବୀ ମିଳିତ ହେଲେ ପ୍ରକାଶ ଢେରାଦେଇ…

ସୁନାବେଡ଼ା ଏଚଏଏଲ୍ ୟୁନିଟରେ କମ୍ପ୍ରେସର୍ ବିସ୍ଫୋରଣ: ୧ କର୍ମଚାରୀ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼ (ଏଚଏଏଲ୍) ଫ୍ୟାକ୍ଟ୍ରିରେ କମ୍ପ୍ରେସର ବିସ୍ଫୋରଣ ଘଟିବା ଫଳରେ ଜଣେ କର୍ମଚାରୀଙ୍କ ପ୍ରାଣହାନୀ ଘଟିଛି । ମୃତ କର୍ମଚାରୀ ଜଣକ ସୁଦାମ ମହାନ୍ତି ବୋଲି ଜଣାପଡ଼ିଛି । ଏହି ବିସ୍ଫୋରଣରେ ମୃତକଙ୍କ…

କଡ୍ଡା ସୁରକ୍ଷା ବଳୟରେ ଭୁବନେଶ୍ୱର ବିମାନ ବନ୍ଦର, ଜାଣନ୍ତୁ କାହିଁକି !

ଭୁବନେଶ୍ୱର: ଦେଶର ସମସ୍ତ ପ୍ରମୁଖ ଏୟାରପୋର୍ଟ ସମେତ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ କଡ୍ଡା ନିରାପତ୍ତା ବଳୟ ସହିତ ସତର୍କତା ଅବଲମ୍ବନ କରାଯାଇଛି । ବେସାମରିକ ବିମାନ ଚଳାଚଳ ନିରାପତ୍ତା ବ୍ୟୁରୋର ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ଏହି ସତର୍କତା ଅବଲମ୍ବନ…