Latest Odisha News

BREAKING NEWS

Yearly Archives

2019

ବାଣୀବିହାରରେ ବର୍ଷା

ବାଣୀବିହାରରେ ବର୍ଷା ଶତ୍ରୁଜିତ୍ ସେ ଯେଉଁ ଯୁଗଳ ସେଠି ଭିଜୁଛନ୍ତି ଝର ଝର ବର୍ଷାର ଜଳରେ ସେ ଯେଉଁ ଯୁଗଳ ସେଠି ଛପିଛନ୍ତି ରଙ୍ଗୀନ ସେ ଛତାର ତଳରେ ସେ କିବା ପାଗଳ ସେଠି ସନ୍ତର୍ପଣେ ଭସାଉଛି କାଗଜର ଡଙ୍ଗା ସେମାନେ କି ଜାଣିଛନ୍ତିି ଏ ମାଟିରେ ବର୍ଷା ମଧ୍ୟ ପାଲଟଇ ଗଙ୍ଗା । ଏ ଏମିତି…

ବଲିଉଡରେ ପୁଣି ଜଣେ ଓଡ଼ିଆଙ୍କ କମାଲ

ଭୁବନେଶ୍ୱର: ବଲିଉଡରେ କମାଲ ଦେଖାଇଛନ୍ତି ପୁଣି ଜଣେ ଓଡ଼ିଆ । ନିକଟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ଜଜମେଂଟାଲ ହେ କ୍ୟା’ରେ ନଜର ଆସିଛନ୍ତି ଓଡ଼ିଆ ପୁଅ ଦେବଦୋଶ ଦର୍ଜୀ। ବଲାଙ୍ଗୀର ଜିଲ୍ଲାର ଦେବଦୋଶ ଏହି ମୁଭିରେ ଚମତ୍କାର ଅଭିନୟ କରି ଚମକେଇ ଦେଇଛନ୍ତି । ଦେବଦୋଶ ଏହି ସିନେମାରେ…

କୋରାପୁଟ ଓ କେନ୍ଦ୍ରାପଡ଼ାରେ ଡେଙ୍ଗୁ ଆତଙ୍କ

କୋରାପୁଟ/କେନ୍ଦ୍ରାପଡ଼ା: କୋରାପୁଟ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ସେବାଶ୍ରମ ଛାତ୍ରଙ୍କ ସମେତ ୧୨ଜଣଙ୍କ ରକ୍ତ ନମୁନା ପରୀକ୍ଷାରେ ଡେଙ୍ଗୁ ପଜିଟିଭ୍ ବୋଲି ଜଣାପଡ଼ିଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବଳଚନ୍ଦ୍ରପୁର ଗ୍ରାମର ୧୧ ଜଣ ଗ୍ରାମବାସୀ ଡ଼େଙ୍ଗୁରେ ଆକ୍ରାନ୍ତ ରହିଥିବା…

ଘଡଘଡି ସହ ବର୍ଷା ଆଶଙ୍କା: ୮ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ମୟୂରଭଞ୍ଜ,…

ନାଁରେ କଣ ଅଛି?

ନାଁରେ କଣ ଅଛି? ଜ୍ୟୋତି ପ୍ରକାଶ ମହାପାତ୍ର ନାମ ବଦଳା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି । ଷ୍ଟେସନଠାରୁ ଆରମ୍ଭ କରି ସହରର ନାଁ ଗୁଡ଼ିକ ଯୋଗୀ ବଦଳାଇ ଦେଇଛନ୍ତି । ଏପରିକି ମୁଗଲସରାଇ ଭାବେ ପ୍ରସିଦ୍ଧ ରେଳ ଜଙ୍କସନର ନାଁ ଆଦି ସବୁ ସେ…

ଉନ୍ନାଓ ଦୁଷ୍କର୍ମ: ବିଜେପି ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପିଡିତାଙ୍କ ଗାଡି ଦୁର୍ଘଟଣାଗସ୍ତ ହେବା ଘଟଣାରେ ସିବିଆଇ ବୁଧବାର ଦିନ ବିଜେପି ନେତା କୁଳଦୀପ ସିଂହ ସେନଗର୍ଙ୍କ ସମେତ ୧୦ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ଏହି ଦୁର୍ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି । ଉଲ୍ଲେଖଯୋଗ୍ୟ,…

ଛତିଶଗଡରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ସହିଦ

ଛତିଶଗଡ: ଛତିଶଗଡର ବସ୍ତର ନିକଟରେ ବୁଧବାର ଦିନ ଘଟିଥିବା ଆଇଇଡି ବିସ୍ଫୋରଣରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି । ସହିଦ ଯବାନ ଜଣକ ରୋଶନ କୁମାର ବୋଲି ସୂଚନା ମିଳିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ପୋଲିସଙ୍କ ସୁରକ୍ଷା ଦାବିକରି ରାଜ୍ୟ ପୋଲିସ ଅଫିସର୍ସ ସଂଘ ସଭାପତି ନିଲମ୍ବିତ

କଟକ: ରାଜ୍ୟରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ସୁରକ୍ଷା ଦାବି କରି ନିଲମ୍ବିତ ହୋଇଛନ୍ତି ଜଣେ ପୋଲିସ ଅଧିକାରୀ । ରାଜ୍ୟ ପୋଲିସ ଅଫିସର୍ସ ସଂଘର ସଭାପତି ସତ୍ୟଜିତ ମିଶ୍ର ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଅଧିକାରୀଙ୍କ ସୁରକ୍ଷା ଦାବି କରିଥିଲେ । ଫଳସ୍ୱରୁପ ତାଙ୍କୁ ପଦବୀରୁ…

ସିସିଡିର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଭାରତର ସର୍ବବୃହତ କଫି ସପ୍ ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ତଥା ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ବୁଧବାର ଦିନ ନେତ୍ରାବତୀ ନଦୀ ମଧ୍ୟରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ପ୍ରାୟ ୬ଟା ୩୦ମି. ସମୟରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଥାକୁହା ଫଟୋ: ବାଲୁକାଶିଳ୍ପୀଙ୍କ କଳାକୃତିରେ ‘ଆମ ରସଗୋଲା’…

ଭୁବନେଶ୍ୱର: ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ମିଳିବା ପରେ ସମଗ୍ର ରାଜ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ଅବସରରେ ରାଜଧାନୀସ୍ଥିତ ‘ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ’ କାର୍ଯ୍ୟାଳୟ ପରିସରରେ ଶିଳ୍ପୀ ସୁବଳ ମହାରଣାଙ୍କ ଓଡ଼ିଶା ରସଗୋଲାକୁ ନେଇ ପ୍ରକାଣ୍ଡ ବାଲୁକାକଳା ‘ଆମ ରସଗୋଲା’ ।