Latest Odisha News

BREAKING NEWS

Yearly Archives

2019

ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ତାଲିକା

ଭୁବନେଶ୍ୱର : ଯୁକ୍ତ ୩ରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ଲିଷ୍ଟ ଗୁରୁବାର ଦିନ ପ୍ରକାଶ ପାଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ଥର ପ୍ରଥମ ବର୍ଷ ଲାଗି ୨,୧୦,୪୪୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ…

ଓଡ଼ିଶାର କେଉଁ ନେତାମାନେ ହୋଇଛନ୍ତି ରାଜ୍ୟପାଳ, ଜାଣନ୍ତୁ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହେବାପରେ ସେ ଓଡ଼ିଶାର ନବମ ନେତାଭାବେ ରାଜ୍ୟପାଳ ହେବାର ଗୌରବ ଅର୍ଜନ କରିଛନ୍ତି । ୨୦୧୪ରୁ ଏନଡ଼ିଏ ସରକାରଙ୍କ ଶାସନ ମଧ୍ୟରେ ଦ୍ରୌପଦୀ ମୂର୍ମୁଙ୍କ ପରେ ବିଶ୍ୱଭୂଷଣ…

ଘଡଘଡି ସହ ବର୍ଷା ଆଶଙ୍କା: ୭ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ବାଲେଶ୍ୱର,…

ପାଟକୁରା ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର, ସରଗରମ ରାଜନୀତି

ଭୁବନେଶ୍ୱର : ଆଗାମୀ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଦିନ ନିର୍ବାଚନ ପ୍ରଚାର ଶେଷ ହେଉଛି । ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ପାଟକୁରାରେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର…

ସାମ୍ବାଦିକଙ୍କ ଉପରକୁ ହାତ ଉଠାଇବା ଘଟଣା: କ୍ଷମା ମାଗିଲେ କେନ୍ଦ୍ରାପଡା ଏସପି

କେନ୍ଦ୍ରାପଡା: କେନ୍ଦ୍ରାପଡା ଏସପି ନୀତି ଶେଖର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଏସମ୍ପର୍କୀତ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । https://youtu.be/y5WFPv33j3g…

କେନ୍ଦୁଝର: ହାତୀ ଆକ୍ରମଣରେ ଛାତ୍ର ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କୁସୁମିତା ଗ୍ରାମର କସରା ସାହି ଅଞ୍ଚଳରେ ଗୁରୁବାର ଦିନ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ର ଜଣକ ସ୍ଥାନୀୟ ଏକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ରୟାନ ମୁଣ୍ଡା ବୋଲି ଜଣାପଡିଛି ।…

ସୋମବାରୀର ସ୍ୱପ୍ନ

ସୋମବାରୀର ସ୍ୱପ୍ନ ଭରତ ବେହେରା ହୁଏତ ନିର୍ବାସିତ ଶ୍ରେଣୀ ଅର୍ଗଳିରୁ ସୋମବାରୀ ଉଠି ଆସିଥିବ ଜିଇବାର କଳା ହୋଇଥିବ କ୍ଷେତ ଖଣି ଖାଦାନ ଖାଉନ୍ଦ ସକାଳ ପାହିଲେ ସତେଜ ଦେହକୁ ନେଇ ଧାଇଁଥିବ ଅସମ୍ପୂର୍ଣ୍ଣ ଶ୍ରମ ବିପଣିକୁ ମଳିନ ବିବର୍ଣ୍ଣ ହୋଇ ଲେଉଟି ଆସିବ ପକ୍ଷୀମାନେ ଫେରିବା…

ପାର୍ଟିରେ ଆଉ କେତେ ପିନ୍ଧିବେ ସେଇ ପାରମ୍ପରିକ ପୋଷାକ : ଏବେ ବଜାରରେ ନୂଆ ଫ୍ୟାଶନ ଟ୍ରେଣ୍ଡ

ସେ ପାର୍ଟି ଫଙ୍କସନ୍ ହେଉ ବା ଯେକୌଣସି ମିଟିଙ୍ଗ୍ ମହିଳାମାନେ ସବୁବେଳେ ସୁନ୍ଦର ଓ ଆର୍କଷଣୀୟ ଦେଖାଯିବାକୁ ଚେଷ୍ଟା କରିଥାନ୍ତି । ଏଥିପାଇଁ ସବୁବେଳେ ନୂଆ ପୋଷାକର ଖୋଜା ପଡିଥାଏ। ବର୍ତ୍ତମାନ ବାହାଘର ସିଜିନ୍ ଥିବାରୁ ଚାରିଆଡେ ପାର୍ଟିର ମାହୋଲ୍ ଦେଖାଯାଉଛି । ଏସବୁ ଜାଗାକୁ ସାଧାରଣତଃ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୧୮-୦୭-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୧୮ ରିଖ ଗୁରୁବାର କର୍କଟ ୨ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ତୁଳା କୁମ୍ଭ ରାଶିର ଘାତ…

‘ଟାଟା ଷ୍ଟିଲ୍ ବିଏସଏଲ୍’ ଦ୍ୱାରା ଉତ୍ସର୍ଗ ହେଲା ୫.୫ କୋଟି ଟଙ୍କାର ରାସ୍ତା, ଉପକୃତ ହେବେ ୮ ଗ୍ରାମବାସୀ

ନରେନ୍ଦ୍ରପୁର/ଢେଙ୍କାନାଳ: ଏବେ ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ଅଞ୍ଚଳର ପ୍ରାୟ ୮ଟି ଗ୍ରାମର ୧୦,୦୦୦ ଗ୍ରାମବାସୀ ନୂଆ ରାସ୍ତା ନିର୍ମାଣ ଯୋଗୁଁ ଉପକୃତ ହୋଇପାରିବେ । କାରଣ, ଟାଟା ଷ୍ଟିଲ୍ ବିଏସଏଲ୍ (ପୂର୍ବରୁ ଭୁଷଣ ଷ୍ଟିଲ୍ ଲିଃ) ୫.୩ କିଲୋମିଟର ସିମେଣ୍ଟ କଂକ୍ରିଟ୍ ରାସ୍ତା ନିର୍ମାଣ…