Latest Odisha News

BREAKING NEWS

Yearly Archives

2019

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ନିଯୁକ୍ତ, ଅଭିନନ୍ଦନ ଜଣାଇଲେ ନବୀନ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଦିନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ମୋଦି ସରକାରରେ ଓଡିଶାରୁ ଦ୍ୱିତୀୟ ବ୍ୟକ୍ତି ଭାବେ ବିଶ୍ୱଭୂଷଣ ଆନ୍ଧ୍ରପ୍ରଦେଶ…

ସଠିକ୍‌ ଜାଗାରେ ରଖନ୍ତୁ ଆକ୍ୱାରିୟମ୍‌, ମିଳିବ ଶୁଭଫଳ

ଘରକୁ ଆକର୍ଷଣୀୟ କରି ସଜାଇବାକୁ ସମସ୍ତେ ପସନ୍ଦ କରନ୍ତି । ନିଜନିଜ ରୁଚି ଅନୁସାରେ ଭିନ୍ନଭିନ୍ନ ଜିନିଷରେ ଲୋକେ ଘର ସଜାନ୍ତି । ତେବେ ଘରେ ଆକ୍ୱାରିୟମ ରଖିଲେ ଏହା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ଖାଲି ସୁନ୍ଦର ଦିଶିବା ପାଇଁ ନୁହେଁ ପେଙ୍ଗସୁଇ ଅନୁସାରେ ଆୱାରିୟମ୍‌…

ଜୁଲାଇ ୨୧ରୁ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ଖାତାଦେଖା ଆରମ୍ଭ

କଟକ: ରାଜ୍ୟରେ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଜୁଲାଇ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ସେହି ସମାନ ଦିନ ଓଡିଶା ମୁକ୍ତ ବିଦ୍ୟାଳୟର ସପ୍ଲିମେଣ୍ଟାରୀ ଖାତା ମଧ୍ୟ ମୂଲ୍ୟାଙ୍କନ କରାଯିବ…

ଭାରତୀୟ ବଜାରରେ ପ୍ରଥମ ଇଥାନଲ୍ ବାଇକ୍

ନୂଆଦିଲ୍ଲୀ: ବାଇକ ଚାଳକଙ୍କ ପାଇଁ ଖୁସି ଖବର । ଭାରତର ଅଗ୍ରଣୀ ଦୁଇ ଚକିଆ ଗାଡି ନିର୍ମାତା ଟିଭିଏସ କମ୍ପାନୀ ବଜାରକୁ ପ୍ରବେଶ କରାଇଛି ଦେଶର ପ୍ରଥମ ଇଥାନଲ ବାଇକ୍ । ପେଟ୍ରୋଲ୍ ଓ ଡିଜେଲ ପରିବର୍ତ୍ତେ ଇଥାନଲରେ ଚାଲିବ ଏହି ବାଇକ । ଏହାର ପ୍ରଦୂଷଣର ମାତ୍ରା ମଧ୍ୟ ପେଟ୍ରୋଲ ଓ ଡିଜେଲ ତୁଳନାରେ…

ଆଜି ଆଶିଂକ ଚନ୍ଦ୍ରଗ୍ରହଣ: ଜାଣନ୍ତୁ, କେଉଁଠି ହେବ ଦୃଶ୍ୟମାନ

ଭୁବନେଶ୍ୱର: ଚଳିତ ବର୍ଷର ଅନ୍ତିମ ଚନ୍ଦ୍ରଗହଣ ମଙ୍ଗଳବାର ଦିନ ସାରା ଦେଶରେ ଦୃଶ୍ୟମାନ ହେବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଏସିଆ, ୟୁରୋପ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆମେରିକାର ଅଧିକାଂଶ ସ୍ଥାନରେ ଆଶିଂକ ଭାବେ ଦୃଶ୍ୟମାନ ହେବ ବୋଲି ଜଣାପଡିଛି । ଏହି ଚନ୍ଦ୍ରଗ୍ରହଣ ଓଡିଶାରେ…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ତାତି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ବିଧାନସଭାରେ ବିରୋଧି କଂଗ୍ରେସ ସଦସ୍ୟଙ୍କ ଦ୍ୱାରା ହଟ୍ଟଗୋଳ ସୃଷ୍ଟି ହୋଇ ଗୃହ ମୂଲତବୀ ରହିଛି । ଗୃହର ଶୂନ୍ୟକାଳରେ କଂଗ୍ରେସର ବିରୋଧି ଦଳ ନେତା ନରସିଂହ ମିଶ୍ର ଜଷ୍ଟିସ ସିଆର୍ ପାଲ୍ କମିଶନଙ୍କ ରିପୋର୍ଟ…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୫ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ୧୫ଟି ଜିଲ୍ଲାରେ ପାଖାପାଖି ଅପରାହ୍ନ…

ସୁନ୍ଦରଗଡ଼ରେ ସହପାଠୀଙ୍କ ଦ୍ୱାରା କଲେଜ ଛାତ୍ରୀ ଦୁଷ୍କର୍ମର ଶୀକାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟି ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଜିଲ୍ଲାର ବାଲିଶଙ୍କର ଅଞ୍ଚଳରେ ଥିବା ଜଙ୍ଗଲରେ ନିଜ ସହପାଠୀଙ୍କ ଦ୍ୱାରା ଜଣେ କଲେଜ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଘଟଣାଟି ଜୁନ ୨୬ ତାରିଖରେ ଘଟିଥିଲେ ମଧ୍ୟ ସୋମବାର ଦିନ…

ମୁମ୍ବାଇରେ ଭୁଷୁଡିଲା ୮୦ ବର୍ଷର ପୁରୁଣା କୋଠା, ୪୦ରୁ ଅଧିକ ମୃତ ଆଶଙ୍କା

ମୁମ୍ବାଇ: ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳରେ ୪ ମହଲା କୋଠା ଭୁଶୁଡିବା ଫଳରେ ଅନେକ ବ୍ୟକ୍ତି ଭଗ୍ନାବଶେଷ ତଳେ ଦବି ରହିଥିବା ନେଇ ଜଣାପଡିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1151022426106540032?s=08 ସୁତ୍ରରୁ ପ୍ରକାଶ…

ପୁରୀ ଟ୍ରିପଲ୍ ମର୍ଡର ଘଟଣା: ମାଷ୍ଟରମାଇଣ୍ଡ ସମେତ ୬ ଗିରଫ

ପୁରୀ: ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ସଦାନନ୍ଦ ଗ୍ରାମ ନିକଟସ୍ଥ ପଟ୍ଟନାୟକିଆ ଛକ ଜାତୀୟ ରାଜପଥରେ ୨ ଦିନ ପୂର୍ବରୁ ଘଟିଥିବା ଟ୍ରିପଲ୍ ମର୍ଡ଼ର୍ ଘଟଣାରେ ପୋଲିସ ମଙ୍ଗଳବାର ଦିନ ମାଷ୍ଟରମାଇଣ୍ଡ ସମେତ ୬ ଜଣକୁ ଗିରଫ କରିଛି । ଏସମ୍ପର୍କରେ ପୋଲିସ ଡିଜି ଆରପି ଶର୍ମା ଗଣମାଧ୍ୟମକୁ ସୂଚନା…