ଯାଜପୁରରେ ନକଲି ଅଟା କାରଖାନା ଠାବ; ବିପୁଳ ପରିମାଣର ଅଟା ଜବତ
ଯାଜପୁର: ଯାଜପୁର ଟାଉନ ଅଞ୍ଚଳରେ ସୋମବାର ଦିନ ସ୍ଥାନୀୟ ପୋଲିସ ଏକ ନକଲି ଅଟା କାରଖାନା ଉପରେ ଚଢ଼ାଉ କରିଛି । ପୋଲିସ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ମିଶ୍ରିତ ଅଟା ଜବତ କରିଥିବା ସୂଚନା ମିଳିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଯାଜପୁର ଟାଉନ ଦେବୀ ଦ୍ବାର ଅଞ୍ଚଳର କେଶବ ଚନ୍ଦ୍ର ପାଣି…