Latest Odisha News

BREAKING NEWS

Yearly Archives

2019

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୧-୦୭-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ମାସ ତା ୧୧ ରିଖ ଗୁରୁବାର ମିଥୁନ ୨୭ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର :-ତୁଳା ଓ କୁମ୍ଭ ରାଶିର…

ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ବିଶ୍ୱକପରୁ ବିଦାୟ ନେଲା ଭାରତ…

ଲଣ୍ଡନ: ବିଶ୍ୱକପ୍ ସେମିଫାଇନାଲରେ ଭାରତ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ବର୍ଷାବାଧକ ମ୍ୟାଚ ଭାରତ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି । ଭାରତ ନ୍ୟୁଜିଲାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇ ଫାଇନାଲ୍ ଖେଳରୁ ବଞ୍ଚିତ ହୋଇଛି । ନ୍ୟୁଜିଲାଣ୍ଡ ଦଳ ଫାଇନାଲରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ହେବାକୁ ଥିବା…

ବାପା

ବାପା ରାଜେନ୍ଦ୍ର ଗିରି  ବାପା ! ବେଳେ ବେଳେ ଇଚ୍ଛା ହୁଏ ହାତ ବୁଲେଇ ପରଖିବାକୁ ଅୟୁତ ଓଜନକୁ ଆୟତ କରୁଥିବା ତୁମର ସେଇ ଟାଣ ଛାତିକୁ । ସଂସାରଯାକର ଦୁଃଖ-ଯନ୍ତ୍ରଣାକୁ କେମିତି ଲୁଚେଇ ରଖ ଯେ! ବୁଢ଼ୀ ଅସୁରୁଣୀର ଖୋଳପା ପରି, ଏକ ପ୍ରବୀଣ ଅଭିନେତା ପରି ତୁମେ-ବି ବେଳେବେଳେ…

କୁଷ୍ଠ ନିରାକରଣର ନୂଆ ଔଷଧ ଉଦ୍ଭାବନ କରି ସମ୍ମାନିତ ହେଲେ ‘ସୋଆ’ ଗବେଷକ

ଭୁବନେଶ୍ୱର : କୁଷ୍ଠ ରୋଗ ନିରାକରଣ ଔଷଧକୁ ପରିବର୍ତ୍ତନ ନିମନ୍ତେ ବ୍ୟବହୃତ ‘ଡାପସୋନ୍’କୁ ରୂପାନ୍ତରିତ କରି ଏକ ନୂତନ ଦିଗନ୍ତ ସୃଷ୍ଟି କରିଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ବାୟୋଟେକ୍ନୋଲୋଜି ବିଭାଗର ପିଏଚଡି ରିସର୍ଚ୍ଚ ସ୍କଲାର୍ ଶଶାଙ୍କ ଶେଖର ସ୍ୱାଇଁଙ୍କୁ ୨୦୧୯…

ବାହୁଡାଯାତ୍ରା ଲାଗି ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବାହୁଡା ଯାତ୍ରା ଆଗାମୀ ୧୨ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି । ମାଉସୀମା ଘରକୁ ବୁଲି ଯାଇଥିବା ଚତୁର୍ଦ୍ଧା ମୂରତି ଏବେ ଫେରିବେ ବଡ ଦେଉଳକୁ । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ଗଣମାଧ୍ୟମକୁ…

ବସଙ୍କ ଡ୍ୟାଡି

ବସଙ୍କ ଡ୍ୟାଡି   ଅରବିନ୍ଦ ଦାସ କମ୍ପାନୀର ନୂଆ ବସ୍, ଅଫିସରେ ଜଏନ କଲାଦିନ ଡେପୁଟି ମ୍ୟାନେଜର ମହେଶ ଜାଣିଲା ଯେ ବସ୍ ନିଜ ବାପାଙ୍କୁ ବି ସାଙ୍ଗରେ ଆଣି ଗେଷ୍ଟ ହାଉସରେ ରଖିଛନ୍ତି। - ଜିନିଷ ପତ୍ର ସହ ମିସେସ୍ ପଛରେ ଆସିବ। ଶୀଘ୍ର ଜଏନ  କରିବା ପାଇଁ ମ୍ୟାନେଜମେଣ୍ଟ ବାଧ୍ୟ କରିବାରୁ…

ରେଳ ବଜେଟରେ ଓଡିଶାକୁ ଏଥର ସର୍ବାଧିକ ଅନୁଦାନ

ଭୁବନେଶ୍ୱର : ୨୦୧୯-୨୦ ଆର୍ଥୀକ ବର୍ଷ ବଜେଟରେ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାକୁ ସର୍ବାଧିକ ୫୯୯୩ କୋଟି ଟଙ୍କାର ରେଳ ଅନୁଦାନ ପ୍ରଦାନ କରାଯାଇଛି । ଅନ୍ତରୀଣ ବଜେଟରେ ପ୍ରାୟ ୫,୯୪୦ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା । ସୂଚନାଯୋଗ୍ୟ, ଗତବର୍ଷ ଏହି ବଜେଟ୍ ୫୨୫୨ କୋଟି…

୧ ଟ୍ରିଲିୟନ୍ ଡଲାର୍ ଅର୍ଥନୀତି ବିଶିଷ୍ଟ ହେବ ଓଡିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅର୍ଥନୀତିକୁ ଏକ ଟ୍ରିଲିୟନ୍ ଡଲାର୍ ବିଶିଷ୍ଟ କରିବା ଓଡିଶାର ଲକ୍ଷ୍ୟ ବୋଲି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । “ଓଡିଶାର ଅର୍ଥନୀତି ୧ ଟ୍ରିଲିୟନ୍ ଡଲାର୍ ବିଶିଷ୍ଟ ହେବା ସମ୍ଭାବନା” ଶୀର୍ଷକ ଭିଜନ୍ ଡକ୍ୟୁମେଣ୍ଟ୍ ଉନ୍ମୋଚନ କରିବା ଅବସରରେ…

ସେମିଫାଇନାଲରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ସ୍କୋର – ୪୨ /୪

ଲଣ୍ଡନ: ବିଶ୍ୱକପର ବର୍ଷା ବାଧାପ୍ରାପ୍ତ ୧ମ ସେମିଫାଇନାଲ୍ ଖେଳରେ ବୁଧବାର ଦିନ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । କିୱି ଦଳର ୨୩୯ ରନକୁ ପିଛାକରି ଭାରତ ୧୧ ଓଭରରେ ୪ଟି ମୂଲ୍ୟବାନ ୱିକେଟ ହରାଇ କରିଛି ମାତ୍ର ୨୪ ରନ । ଭାରତୀୟ ଦଳ ୨୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି…

ଅଧାରୁ ଆରମ୍ଭ ହେଲା ସେମିଫାଇନାଲ୍, ମ୍ୟାଚ୍ ଜିତିବାକୁ ଭାରତର ୨୪୦ ରନ୍ ବିଜୟ ଲକ୍ଷ୍ୟ

ଲଣ୍ଡନ: ବର୍ଷା ବାଧାପ୍ରାପ୍ତ ହୋଇ ଗତକାଲି ଅଟକି ରହିଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ପୁଣି ଅଧାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ନ୍ୟୁଜିଲାଣ୍ଡ ଦଳ ୫ ୱିକେଟ ହରାଇ ୪୬.୧ ଓଭରରେ କରିଥିଲା ୨୧୧ ରନ୍ । ବର୍ଷା ନଥିବା ବେଳେ ଆଜି ୪୬.୨ ଓଭରରୁ ପୁନର୍ବାର ଖେଳ ଆରମ୍ଭ କରିଥିଲା କିୱି ଦଳ ।…