Latest Odisha News

BREAKING NEWS

Yearly Archives

2019

ପୁରୀର ଦିନକ ପରେ ବାରିପଦାରେ ରଥଯାତ୍ରା: ରଥ ଉପରୁ ଫିଙ୍ଗାଯାଏ ଶ୍ରଦ୍ଧାଲଡୁ !

ବାରିପଦା: ପୁରୀ ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ଅନୁଷ୍ଠିତ ହେବାର ଦିନକ ପରେ ହିଁ ବାରିପଦାରେ ପାଳିତ ହୋଇଥାଏ ପବିତ୍ର ରଥଯାତ୍ରା । ବାରିପଦା ରଥଯାତ୍ରାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣି ଥାଆନ୍ତି । କେବଳ ସେତିକି ନୁହେଁ, ବାରିପଦାର ନିଆରା ରଥଯାତ୍ରାରେ ଅନ୍ୟ ଏକ…

ଶ୍ରୀଜଗନ୍ନାଥଙ୍କ ଦାରୁପ୍ରାପ୍ତି ସ୍ଥାନ ଦଧିମାଛ ଗାଡିଆରେ ରଥଯାତ୍ରା

ଖୋର୍ଦ୍ଧା: ଶ୍ରୀଜଗନ୍ନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଖୋର୍ଦ୍ଧା ଜିଲ୍ଲାସ୍ଥିତ ଦଧିମାଛ ଗାଡ଼ିଆଠାରେ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ମନ୍ଦିରରୁ ରଥ ବାହାରି ହନୁମାନ ମନ୍ଦିର ନିକଟକୁ ଯାଇଥିଲା । ରଥରେ ଶ୍ରୀଜିଉଙ୍କ…

ଶ୍ରୀଗୁଣ୍ଡିଚା

ଶ୍ରୀଗୁଣ୍ଡିଚା ପ୍ରମୀଳା ଶତପଥୀ ରଥାରୁଢ ଜଗନ୍ନାଥ ଏକ ଅଖ୍ୟାତ ପଲ୍ଲୀର ଦ୍ୱିତୀୟା ଆକାଶରେ ଉଇ ଉଠିଲା ପୂର୍ଣ୍ଣମୀର ଚାନ୍ଦ। କଁଅଳ କାନ୍ଦ, ପତ୍ରଦେହରୁ ଝରିପଡିଲା ଆଷାଢର ଠୋପାଠୋପା ସ୍ନେହ, ପାଖ ଗାଁ ପବନ ଦେହରେ ଦୋଳି ଖେଳୁଥିଲା ଶଙ୍ଖହୁଳହୁଳି। ଏପଟେ ନାହିନାଡ, ସେ ପଟେ…

ଅଗଷ୍ଟ ୮ରୁ ଯୁକ୍ତ ୩ ପ୍ରଥମ ବର୍ଷ ରେଗୁଲାର୍ କ୍ଲାସ୍ ଆରମ୍ଭ

ଭୁବନେଶ୍ୱର : ଯୁକ୍ତ ତିନ ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କ ନିୟମିତ ପାଠ୍ୟକ୍ରମ ଧାର୍ଯ୍ୟ ହୋଇଥିବା ତାରିଖକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପୁନର୍ବାର ନିରୂପଣ କରାଯାଇଛି । ବିଭାଗ ପକ୍ଷରୁ ଗୁରୁବାର ଦିନ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷ ପାଇଁ ରେଗୁଲାର କ୍ଲାସ୍…

ରଥ ଯାତ୍ରା

ରଥ ଯାତ୍ରା କେଦାର ମିଶ୍ର ୧ ଦେହ ପରି ଏଇ ଦାଣ୍ଡ ଲମ୍ବିଅଛି କେଉଁ ଦୂର ଆଡପ ମଣ୍ଡପକୁ ଏ ଦେହ ଦେବତା ପରି, କେବେ ଯକ୍ଷ, କେବେ ଋଷି, କେବେ ପୁଣି ଡାକୁ । ଏ ଦେହ ପଥ ଯେତିକି, ରଥ ସେତିକି, ଏ ଦେହର ନାହିଁ ହାତ, ନାହିଁ ପାଦ, ନାହିଁ ମୁଖ-ବୁକୁ ଏ ଦେହର ଯେତେ ପୀଡା, ଯେତେ ବ୍ରୀଡା,…

ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ଶୃଙ୍ଖଳାର ସହିତ ପୁରୀରେ ପାଳିତ ହୋଇଯାଇଛି । ଚଳିତ ଥର ଲାଗି ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ସେବାୟତ ମାନଙ୍କ ଦ୍ୱାରା ସମସ୍ତ ପ୍ରକାର ପାରମ୍ପରିକ ନୀତି ଅନୁଷ୍ଠିତ ହୋଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥର ରଥଟଣା ଦିନ ୪ଟା ରେ…

ଜୀବାଳି

ଜୀବାଳି ସୁଭଦ୍ରା ପ୍ରିୟଦର୍ଶିନୀ ନାୟକ ହଁ, ଯା' କହିଲ ଠିକ୍ ଆଗ ସୂର୍ଯ୍ୟୋଦୟ, ପରେପରେ ସୂର୍ଯ୍ୟାସ୍ତ ସ୍ଵାଗତ, ପଲ୍ଲବନ, ମଧୁବନ, ନିଧୂବନ, ପ୍ରେମ, ପରାସ୍ତ, ସ୍ଵାହା ଏବଂ ହଠାତ୍ ସ୍ଵର୍ଗଦ୍ଵାର ଦର୍ଶନ! ତମେ ଠିକ୍ କହିଚ, ମୁଁ'ର ମୁହୂର୍ତ୍ତସବୁ ଏବେ ମୁମୂର୍ଷୁ ଏବେ ଶେଷ ଦେଖା…

ଅନୁଭୂତିରେ ଜଗନ୍ନାଥ

ଅନୁଭୂତିରେ ଜଗନ୍ନାଥ ପାର୍ଥସାରଥୀ ସାମଲ ୨୦୧୩ ମସିହା। ବାଣୀବିହାରରେ ସ୍ନାତକୋତ୍ତର ପ୍ରଥମ ବର୍ଷ ସରିଥାଏ। ଗୋପବନ୍ଧୁ ଛାତ୍ରାବାସରେ ଥିଲୁ। ରଥଯାତ୍ରା ପୂର୍ବଦିନ ଛାତ୍ରାବାସର କିଛି ସାଙ୍ଗ ନିଷ୍ପତି ନେଲୁ ଯେ ଶ୍ରୀଗୁଣ୍ଡିଚାରେ ପୁରୀ ଯିବା। ପୁରୀରୁ ଜଣେ ସାଙ୍ଗ ଥିଲା। ତାକୁ ଆମର ଲିଡର…

ଘୁ’ ଘୁ’ ଗର୍ଜନରେ ଗଡ଼ିଲା ନନ୍ଦିଘୋଷ ରଥ, ନିର୍ଦ୍ଧାରିତ ନିର୍ଘଣ୍ଟ ପୂର୍ବରୁ ଚାଲିଲା ତିନିରଥ

ପୁରୀ : ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତିକାନ୍ତି ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ତିନିରଥ । ଘଣ୍ଟ ଘଣ୍ଟା ବାଦ୍ୟରେ ଶହ ଶହ ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଜୟ ଜୟକାରରେ ବଡଦାଣ୍ଡ ପ୍ରାଙ୍ଗଣ ପ୍ରକମ୍ପିତ ହେଲା । ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ…

ମହାପ୍ରଭୁଙ୍କ ସେବାରେ ପୁରୀ ଗଜପତି ମହାରାଜା

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା, ଠାକୁର ରାଜା ତଥା ଦାରୁବ୍ରହ୍ମଙ୍କର ପ୍ରଥମ ସେବକ ହେଲେ ପୁରୀ ଗଜପତି ମହାରାଜା । ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିପ୍ରେକ୍ଷୀରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୁନାବେଣ୍ଟ ଖଚିତ ସମାର୍ଜନୀରେ ରଥାରୂଢ ଶ୍ରୀବିଗ୍ରହମାନଙ୍କର ତିନି…