ସେପ୍ଟେମ୍ବର ସୁଦ୍ଧା ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଭାରତୀୟ ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ । ଫ୍ରାନ୍ସ ପକ୍ଷରୁ ଏନେଇ ମିଳିଛି ସବୁଜ ସଙ୍କେତ । ରାଫାଲ ଯୁଦ୍ଧ ବିମାନ ପ୍ରଥମେ ୧୭ ସ୍କ୍ୱାଡ୍ରନକୁ ମିଳିବାର ସମ୍ଭାବନା ରହିଛି । ଭାରତୀୟ ବାୟୁସେନାରେ ସାମିଲ୍ ହେବା ପୂର୍ବରୁ ଏହାର ପରୀକ୍ଷଣ…