ରାଜଧାନୀ ଆବାସିକ ସ୍କୁଲ ଛାତ୍ରୀ ଗର୍ଭବତୀ ଘଟଣା: ସଂଶ୍ଳିଷ୍ଟ ଯୁବକ ଗିରଫ
ଭୁବନେଶ୍ୱର: ରାଜଧାନୀରେ ଆବାସିକ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ମହିଳା ପୋଲିସ ବସ୍ତି ଅଞ୍ଚଳରୁ ଏହି ଘଟଣାରେ ସଂପୃକ୍ତ ଜଣେ ଯୁବକୁ ଗିରଫ କରିଛି ।
ମହିଳା ପୋଲିସ ଦ୍ୱାରା ଗିରଫ ହୋଇଥିବା ଏହି ଯୁବକ ଜଣକ ବୁଧନ ମୁର୍ମୁ (୨୦) ବୋଲି ଚିହ୍ନଟ ହୋଇଛି । ଏହି ଗିରଫ ଯୁବକ ଜଣକ ମୟୂରଭଞ୍ଜ…