Latest Odisha News

BREAKING NEWS

Yearly Archives

2019

ବିଶ୍ୱକପ କ୍ରିକେଟ: ଟସ୍ ଜିତି ଇଂଲଣ୍ଡର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଲଣ୍ଡନ: ଭାରତ ବିପକ୍ଷ ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଟସରେ ଜିତି ପ୍ରଥମେ ବ୍ୟାଟିଂ ନେବାକୁ ନିଷ୍ପତ୍ତି ନେଇଛନ୍ତି । ବିରାଟଙ୍କ ଟିମ୍ ଇଣ୍ଡିଆ ପ୍ରଥମେ ଫିଲ୍ଡିଂ କରିବ । ଦଳର ବୋଲିଂ ବିଭାଗ ମହମ୍ମଦ ସାମି, ଚହଲ, ବୁମରା ଏବଂ କୁଲଦୀପ ଯାଦବଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଇଂଲଣ୍ଡ ଦଳକୁ…

ଆରପାରିରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତ

ଭୁବନେଶ୍ୱର : ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ପ୍ରଯୋଜକ କେଶବ ରାଉତଙ୍କ ରବିବାର ଦିନ ଦେହାନ୍ତ ଘଟିଛି । ସେ ଓଡିଶା ଫିଲ୍ମ ପ୍ରଡ୍ୟୁସର ଆସୋସିଏସନର ପ୍ରେସିଡେଣ୍ଟ ଭାବେ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ପରିବାର ବର୍ଗଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ…

ଇଂଲଣ୍ଡ ସହ ଆଜି ଭାରତର ଟକ୍କର୍: ଜିତିଲେ ସେମିଫାଇନାଲ୍, ହାରିଲେ ପାକିସ୍ତାନକୁ କାଳ

ବର୍ମିଂହାମ: କ୍ରିକେଟର ମହାକୁମ୍ଭ ବିଶ୍ୱକପରେ ଆଜି ହେଉଛି ମହାମୁକାବିଲା । ସମଗ୍ର ବିଶ୍ୱର କ୍ରିକେଟପ୍ରେମୀ ଆଜି ଏହି ଜବରଦସ୍ତ ମ୍ୟାଚଟିକୁ ଅପେକ୍ଷା କରି ରହିଛନ୍ତି । କାରଣ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚର ଫଳାଫଳ ଉପରେ ବିଶ୍ୱକପର ସେମିଫାଇନାଲ୍ ନିର୍ଭର କରୁଛି । ଅଷ୍ଟ୍ରେଲିଆ ୧୪ ପଏଣ୍ଟ…

କାଳବୈଶାଖୀ ଆଶଙ୍କା: ୬ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ…

ଗଞ୍ଜାମ: ଦୁର୍ଘଟଣାରେ ଅଧ୍ୟାପକଙ୍କ ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ନିକଟସ୍ଥ ବିରୁଲି ଗଡ ଅଞ୍ଚଳରୁ ଆଜି ସକାଳେ ପୋଲିସ ଏକ ମୃତ ଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣଙ୍କର ନାମ ଅଶ୍ୱିନ ମିଶ୍ର । ସେ ରମ୍ଭାସ୍ଥିତ ଜଗନ୍ନାଥ ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ଜଣା ପଡିଛି । ମିିଳିଥିବା ସୂଚନା ଅନୁସାରେ ମୃତକଙ୍କ ମୁଣ୍ଡରେ…

ସୁନ୍ଦରଗଡ଼, ସୋନପୁର ଓ ଢେଙ୍କାନାଳରେ ନୂଆ ଜିଲ୍ଲାପାଳ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ଶନିବାର ଦିନ ରାଜେଶ ପ୍ରଭାକରଙ୍କୁ (୨୦୦୫ ବ୍ୟାଚ୍ ର ଆଇଏଏସ ଅଧିକାରୀ) ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ ଭାବେ ନିଯୁକ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାପଡ଼ିଛି ଯେ,…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

 ରାଶିଫଳ  ତା ୩୦-୦୬-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୩୦ ରିଖ ରବିବାର ମିଥୁନ ୧୬ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମେଷ ରାଶିର…

ସଂଘର୍ଷପୂର୍ଣ୍ଣ ମ୍ୟଚରେ ଆଫଗାନିସ୍ତାନକୁ ୩ ୱିକେଟରେ ପରାସ୍ତ କଲା ପାକିସ୍ତାନ

ଲଣ୍ଡନ: ବିଶ୍ୱକପରେ ପୁଣି ଚମତ୍କାର ଖେଳ ପ୍ରଦର୍ଶନ କରିଛି ଆଫଗାନିସ୍ତାନ । ଶନିବାର ଦିନ ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପଡ଼ୋଶୀ ଆଫଗାନିସ୍ତାନ ଦଳକୁ ପାକିସ୍ତାନ ୩ ୱିକେଟରେ ପରାସ୍ତ କରିଛି । ଅନ୍ତିମ ଓଭରରେ ପାକିସ୍ତାନକୁ ଆବଶ୍ୟକ ପଡୁଥିଲା ୬ ରନ୍ । ଆଉ ୨ଟି ବଲ୍ ବାକିଥାଇ…

ଦ୍ରୋଣାଚାର୍ଯ୍ୟ ବିଜୟୀ ବ୍ରଜଭୂଷଣଙ୍କୁ ‘ଓସଜା’ ପୁରସ୍କାର

ଭୁବନେଶ୍ୱର: ଭାରତୀୟ ବକ୍ସିଂ ଦୁନିଆର ଅନ୍ୟତମ ସଫଳ କୋଚ୍‍ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବ୍ରଜଭୂଷଣ ମହାନ୍ତି ଏବଂ ଭାରତୀୟ ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ଶନିବାର ସ୍ଥାନୀୟ କ୍ରାଉନ୍‍ ହୋଟେଲରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର…

ମଦୁଆ ବରକୁ ଦେଖି ବିବାହ ବେଦୀ ଛାଡ଼ିଲେ କନ୍ୟା

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିବାହ ବେଦୀରେ ବର ମଦ୍ୟପାନ କରିଥିବା ଜାଣିବା ପରେ କନ୍ୟା ବେଦୀ ଛାଡ଼ି ବିବାହ କରିବାକୁ ମନା କରିଦେଇଛନ୍ତି । ମମତା ଭୋଇ ନାମ୍ନୀ ଜନୈକା ଯୁବତୀଙ୍କ ଏହି ସାହସିକ ପଦକ୍ଷେପ ଯୋଗୁଁ ଜିଲ୍ଲା ପ୍ରଶାସନ ତାଙ୍କୁ ସମ୍ବର୍ଦ୍ଦିତ…